-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
01-Dec-2020
*ସିନେମା ହଲ୍, ଥିଏଟର୍, ସୁଇମିଂ ପୁଲ୍ ବନ୍ଦ ରହିବ*
*ସର୍ବସାଧାରଣରେ ପୂଜା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତି ଦେବେ*
*ସ୍ଥିତି ଅନୁଧ୍ୟାନ କରି କଟକଣା ଭିତରେ ଅନୁମତି ଦିଆଯିବ*
*ବ୍ୟବସାୟିକ ପ୍ରଦର୍ଶନୀ ପାଇଁ ଅନୁମତି*
*ପ୍ରଦର୍ଶନୀ ହଲ୍ରେ ୫୦% କ୍ଷମତାରେ ପ୍ରଦର୍ଶନୀ ପାଇଁ ଅନୁମତି*
*କଲେଜ ଖୋଲିବା ନିଷ୍ପତ୍ତି ନେବେ ଉଚ୍ଚଶିକ୍ଷା ବିଭାଗ*
*ବିବାହ ଉତ୍ସବରେ ୨୦୦ ଲୋକ ସାମିଲ ହୋଇପାରିବେ*
*ଶେଷକୃତ୍ୟ ବେଳେ ୫୦ ଜଣ ରହିପାରିବେ*
*କଣ୍ଟେନମେଣ୍ଟ ଜୋନରେ ଲକ୍ ଡାଉନ ସମ୍ପର୍ଣ୍ଣ କରାଯାଇପାରିବ, ସ୍ଥାନୀୟ ପ୍ରଶାସନ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ*
*ଟେଷ୍ଟିଂ, ଟ୍ରେସିଂ ଏବଂ ଆଇସୋଲେସନ ଉପରେ ଗୁରୁତ୍ୱ।*
*ଡିସେମ୍ବର ୩୧ ଯାଏ ଦେଶ ବାହାରକୁ ବିମାନରେ ଯାତ୍ରା ମନା।