-+91-9937148622 |

prerana_bgr@rediffmail.com |

  Saturday 22nd August 2026 |

| | | |

R.N.I. Regd No. ODIODI/2010/46693

Breaking News

ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ    (21-Aug-2026)       ||      ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   (21-Aug-2026)       ||      କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ    (21-Aug-2026)       ||      ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ    (21-Aug-2026)       ||      ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   (21-Aug-2026)       ||      ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   (21-Aug-2026)       ||      କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   (21-Aug-2026)       ||      ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   (21-Aug-2026)       ||      ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   (21-Aug-2026)       ||      ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   (21-Aug-2026)       ||      ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   (21-Aug-2026)       ||      ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   (20-Aug-2026)       ||      ପାର୍ବତୀ ଗିରି ଡିଗ୍ରୀ ମହାବିଦ୍ୟାଳୟରେ ନିଶାମୁକ୍ତ ଯୁବା ,ବିକଶିତ ଭାରତ କାର୍ଯ୍ୟକ୍ରମ    (20-Aug-2026)       ||      ସ୍ୱାସ୍ଥ୍ୟସେବାରୁ ସ୍ୱାସ୍ଥ୍ୟ ନ୍ୟାୟ : ସ୍ୱାସ୍ଥ୍ୟ ଅଧିକାରର ନୂତନ ପରିକଳ୍ପନା ଶୀର୍ଷକ ଆଲୋଚନା ସମାନ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବାକୁ ମାନବାଧିକାରର ଅବିଚ୍ଛିନ୍ନ ଅଂଶ କରିବାକୁ ଆହ୍ୱାନ ସୁସ୍ଥ ପରିବେଶ ଓ ସାମାଜିକ ସୁରକ୍ଷା ଭଳି ବିଷୟ ସ୍ୱାସ୍ଥ୍ୟ ସହ ଗଭୀର ଭାବେ ଜଡ଼ିତ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସ୍ୱାସ୍ଥ୍ୟ ଅଧିକାର ହେଲେ ଏହା ନ୍ୟାୟରେ ପରିଣତ ହେବ    (20-Aug-2026)       ||      ଅତ୍ୟାବଶ୍ଯକ ସାମଗ୍ରୀର ଦର ବୃଦ୍ଧି ର ପ୍ରତିବାଦ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ।   (20-Aug-2026)       ||      ବିଶିପାଲି ରେ କୋଶଲି ନାଟ୍ୟ ମହର୍ଷି ଭଗବାନ ସାହୁଙ୍କ ଜୟନ୍ତୀ ପାଳିତ   (20-Aug-2026)       ||      ଆଶ୍ରା ବୃଦ୍ଧାଶ୍ରମର ପ୍ରଥମ ବାର୍ଷିକୋତ୍ସବ ପାଳିତ   (20-Aug-2026)       ||      ମୁଖ୍ୟମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମ ନିମ୍ନମାନ, ମାସ ନପୁରୁଣୁ ପିଚୁ ଉଠିଲା   (20-Aug-2026)       ||      ରାଜ୍ୟ ସ୍ତରୀୟ ଶିକ୍ଷା ସେବା ସମ୍ମାନରେ ସମ୍ମାନିତ,ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ ଡଃ କିଶୋର କୁମାର କର୍ଣ୍ଣ   (20-Aug-2026)       ||      ଗୌରଗୋଠ ପ୍ୟାକ୍ସ ପରିଦର୍ଶନ କଲେ ନରସିଂହ♦️ ଚାଷୀଙ୍କୁ ପର୍ଯ୍ୟାପ୍ତ ସାର ପ୍ରଦାନ କରୁ ବିଭାଗ - ନରସିଂହ   (20-Aug-2026)       ||     

HOME   ରାଜ୍ୟ

ଡ୍ରାଇଂ  ଆଣ୍ଡ୍  ଷ୍ଟୋରେଜ୍ ରେ  କୋଟି କୋଟି ବାଟମାରଣା  !  

12-Jul-2022



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ): ବଲାଙ୍ଗୀର କେନ୍ଦୁପତ୍ର ସର୍କଲର ଡିଭିଜନ୍ ଗୁଡିକରେ ଚଳିତବର୍ଷ କେବଳ ଡ୍ରାଇଂ ଆଣ୍ଡ୍ ଷ୍ଟୋରେଜ୍ ରେ କୋଟି କୋଟି ବାଟମାରଣା ହେଉଥିବାର ଚର୍ଚ୍ଚା ହେଉଛି । କିଛିଦିନ ତଳେ ଟିଟିଲାଗଡ ଡିଭିଜନର ତୁଷରା ରେଞ୍ଜ୍ ର ଅର୍ଜୁନପୁର ସମେତ ଅନ୍ୟାନ୍ୟ ସେକ୍ ସନ୍ ରେ ରଚେଇ ଓ ଅନ୍ୟାନ୍ୟ ଗରନା ବା ସାମଗ୍ରୀ କିଣାଦି ବାବଦରେ ଗଣମାଧ୍ୟମରେ ବାରମ୍ବାର ଲୋକଲୋଚନକୁ ଆସିଥିବା ଶ୍ରମିକଙ୍କ ଅଭିଯୋଗକୁ ଭିତ୍ତିକରି ପ୍ରକାଶିତ ତଥ୍ୟରୁ କେବଳ ସେହି ଗୋଟିଏ ରେଞ୍ଜ୍ ରେ ଏବର୍ଷ  ୬ ଲକ୍ଷରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଜଣାପଡିଛି ।  ତେଣୁ ବଲାଙ୍ଗୀର ସର୍କଲ ଅଧୀନସ୍ଥ ବଲାଙ୍ଗୀର , ପାଟଣାଗଡ , ଟିଟିଲାଗଡ ଏବଂ ଅନ୍ୟାନ୍ୟ ଡିଭିଜନରେ କେବଳ ଏହିବାବଦର ଗୋଟିଏ ବର୍ଷର ବାଟମାରଣା କୋଟିଏରୁ ଉର୍ଦ୍ଧ୍ବ ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ ।  

କେବଳ ଗୋଛାକଟେଇ ଓ  ପତ୍ରତୋଳାରେ ଅନ୍ ଲାଇନ୍ ଆକାଉଣ୍ଟ୍ ପେମେଣ୍ଟ୍ କରାଯାଉଥିବାବେଳେ , ଡ୍ରାଇଂ ଆଣ୍ଡ୍ ଷ୍ଟୋରେଜ୍  ସହ ଅନ୍ୟାନ୍ୟ ହେଡ୍ ରେ ନଗଦ ଟଙ୍କାର ମଜୁରୀ ବି ବ୍ୟୟ କରାଯାଉଛି ।  ଏଣୁ ରଚେଇ ଶ୍ରମିକଙ୍କ ମଜୁରୀ ୯୭୦ଟଙ୍କାରୁ କାଟି ସେଢେ ଚାରିଶହ ବା ପାଞ୍ଚଶହ ଟଙ୍କା ଦିଆଯାଉଥିବା ତୁଷରା ରେଞ୍ଜ୍ ରେ ଅଭିଯୋଗ ପ୍ରକାଶ ପାଇଥିଲେ ହେଁ, ବିଭାଗୀୟ ସ୍ପଷ୍ଟୀକରଣ ଦିଆଯାଇନାହିଁ । ଏଣୁ ଏହି ସତ ବୋଲି ଧରିନିଆଯାଇଛି । ଏହି ରେଞ୍ଜ୍ ର ରେଞ୍ଜର ପ୍ରକାଶ କରୀଥିଲେ ଯେ, ସବୁ ରେଞ୍ଜ୍ ରେ ଏପରି ଟଙ୍କା କାଟି ରଖାଯାଇ ଅନ୍ୟାନ୍ୟ ଖର୍ଚ୍ଚ ଆଡଜଷ୍ଟ୍ କରାଯାଏ । ସେହିପରି ଅର୍ଜୁନପୁର ସେକ୍ ସନର ଫରେଷ୍ଟର ସାମଗ୍ରୀ ନିମନ୍ତେ ଏହି  ରଚେଇ ଶ୍ରମିକଙ୍କ ମଜୁରୀରୁ ଟଙ୍କା କଟାଯାଉଥିବା ପ୍ରକାଶ ପାଇଥିଲା । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀର ସର୍କଲର ୭ ଟି ଡିଭିଜନ ଅନ୍ତର୍ଗତ ବଲାଙ୍ଗୀର, ପାଟଣାଗଡ, ଟିଟିଲାଗଡ, ପଦ୍ମପୁର, ନବରଙ୍ଗପୁର, ଜୟପୁର,  ଭବାନୀପାଟଣା ଆଦି ଡିଭିଜନକୁ ମିଶାଇଲେ, ଏହି ବିପୁଳ ପରିମାଣରେ ଆର୍ଥିକ ଅନିୟମିତତା ପ୍ରତି ସରକାର ବା ବନବିଭାଗ ଉଦାସୀନତାର କାରଣ କଣ ହେଇପାରେ  ?

ଟିଟିଲାଗଡ ଡିଭିଜନର ବନ୍ଧପଡା, ଟିକ୍ରାପଡା, ସଇଁତଳା, ଗୁଡିଘାଟ, ବଙ୍ଗୋମୁଣ୍ଡା, ବେଲଗାଁ' ହେଉ ବା ପାଟଣାଗଡ ଡିଭିଜନର ଭୁତିଆରବାହାଲ, ପାଟଣାଗଡ, ଖପ୍ରାଖୋଲ,  ଧଣ୍ଡାମୁଣ୍ଡା, କଣ୍ଟାବାଞ୍ଜି (ବେଲପଡା), ଘସିଏନ୍, ବଲାଙ୍ଗୀର ଡିଭିଜନର ବଲାଙ୍ଗୀର, ଲୋଇସିଂହା, ଝାରବନ୍ଧଲି, ଖଲିଆପାଲି, ଖାରୀ ଇତ୍ୟାଦି ରେଞ୍ଜ୍ ରେ ଏହି ରଚେଇ ଶ୍ରମିକଙ୍କ ପାଉଣା ବା ଡ୍ରାଇଂ ଆଣ୍ଡ୍ ଷ୍ଟୋରେଜ୍ ର ନଗଦ ମଜୁରୀ ଓ ଖର୍ଚ୍ଚରେ ଯଦି ଏହି ସମାନ ଧରଣର ଆର୍ଥିକ ଅନିୟମିତତା କରାଯାଇଥାଏ, ଏହାର ଅଧିକ ତଦନ୍ତ ଜରୁରୀ   ବୋଲି ମତପ୍ରକାଶ ପାଉଛି । ବଲାଙ୍ଗୀର କଞ୍ଜରଭେଟରଙ୍କ ଅଧନରେ ରହିଥିବା ଏହି ଡିଭିଜନର ରେଞ୍ଜ୍ ଗୁଡିକରେ ବର୍ଷ ବର୍ଷ ଧରି ଚାଲିଥିବା ଏତେ ବଡ ଆର୍ଥିକ ଅନିୟମିତତାର ଅଭିଯୋଗ ପ୍ରତି ଦୃଷ୍ଟି ଦେବ କିଏ, ଏହା ହିଁ ସବୁଠାରୁ ବଡ ପ୍ରଶ୍ନ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଫୋଟୋ ପ୍ରଦର୍ଶନୀ ରେ ଫଟୋ ଉପରେ କବିଙ୍କ କବିତା ପାଠ   21-Aug-2026
  ଜିଲ୍ଲା  
ଫୋଟୋଗ୍ରାଫି ପ୍ରଦର୍ଶନୀ ଉଦଯାପିତ ll ଫୋଟଗ୍ରାଫର ମାନଙ୍କୁ ସମ୍ବର୍ଦ୍ଧିତ କଲା ଜିଲ୍ଲା ସାମ୍ବାଦିକ ସଂଘ ll   21-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜିରେ ସମ୍ବିଧାନ ପ୍ରଣେତାଙ୍କୁ ଅସମ୍ମାନ ଅଭିଯୋଗ♦️ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ   21-Aug-2026
  ଜିଲ୍ଲା  
ଦୁର୍ଘଟଣା ସ୍ପଟ ପାଳଟିଛି ଏଫସିଆଇ ଛକ, ଟ୍ରକ୍ ଧକ୍କାରେ ଶ୍ରମିକର ମୃତ୍ୟୁ   21-Aug-2026
  ଜିଲ୍ଲା  
ଚରଦାରେ ଜିଲ୍ଲା ସ୍ତରୀୟ ସିନିଅର ଫୁଟବଲ ପ୍ରତିଯୋଗିତା କଦଳିପାଲୀ ଓ ଖୁର୍ଡିଆବାହଲ ଫାଇନାଲକୁ ଉନ୍ନୀତ।   21-Aug-2026
  ଜିଲ୍ଲା  
ସତଲମା ଜନଆରୋଗ୍ୟ କେନ୍ଦ୍ରର ସାଧାରଣ ବୈଠକ ଅନୁଷ୍ଠିତ   21-Aug-2026
  ଜିଲ୍ଲା  
କୁତୁର୍ଲା ସରକାରୀ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣରେ ବିଳମ୍ବ   21-Aug-2026
  ଜିଲ୍ଲା  
ନାବାର୍ଡର ପ୍ରତିଷ୍ଠା ଦିବସ♦️  କୁମାରୀ ପ୍ରଧାନଙ୍କୁ ସାର୍ଟିଫିକେଟ୍ ଅଫ୍ ଏକ୍ସଲେନ୍ସ ସମ୍ମାନ ପ୍ରଦାନ   21-Aug-2026
  ଜିଲ୍ଲା  
ବିଜେପୁରରେ ଚାଞ୍ଚଲ୍ୟ ଘଟଣା : ବାଇକ୍‌ରେ ଆସି ସୁନା ଲୁଟ୍‌, ଭୁଜାଲିରେ ଆକ୍ରମଣ ଅଭିଯୋଗ   21-Aug-2026
  ଜିଲ୍ଲା  
ରିଜିଓନାଲ କରାଟେ ପ୍ରତିଯୋଗିତାରେ ଅଭିଳାଶାଙ୍କୁ ସ୍ୱର୍ଣ୍ଣ ପଦକ ସିଆଇଏସ୍‌ସିଇ ନେସନାଲ ଯିବେ ଅଭିଳାଶା   21-Aug-2026
  ଜିଲ୍ଲା  
ଡିଏନ୍‌ଏ କଲେଜରେ ପରିବେଶ ସଚେତନତା କାର୍ଯ୍ୟକ୍ରମ   21-Aug-2026
  ଜିଲ୍ଲା  
ରେଙ୍ଗାଲି ପୁଲିସର ବଡ଼ ସଫଳତା: ୧୩ ଚୋରି ବାଇକ୍ ଉଦ୍ଧାର, ୫ ଅଭିଯୁକ୍ତ ଗିରଫ   20-Aug-2026

You Might Also Like