-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||      ନାରୀସେବା ସଙ୍ଘ ପକ୍ଷରୁ ଦେଶର ୮୦ ତମ ସ୍ବାଧିନତା ଦିବସ ପାଳିତ    (17-Aug-2026)       ||      ନୂତନ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ଦାୟିତ୍ୱ ଗ୍ରହଣ   (17-Aug-2026)       ||      ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଙ୍କ ପ୍ରେସମିଟ   (17-Aug-2026)       ||      ସମ୍ବଲପୁରରେ ୮୦ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ସମ୍ବଲପୁରର ସର୍ବାଙ୍ଗୀଣ ବିକାଶ ସରକାରଙ୍କ ପ୍ରାଥମିକତା: ମାନ୍ୟବର ମନ୍ତ୍ରୀ   (17-Aug-2026)       ||     

HOME   ରାଜ୍ୟ

ରାଣୀପୁର ଝରିଆଲ ସୋମେଶ୍ବର ମହାଦେବ ଙ୍କ ମନ୍ଦିରରୁ ଚୋରୀ, ହୁଣ୍ଡି ଭାଙ୍ଗିଲେ ସିସିଟିଭି ହାର୍ଡ ଡିସ୍କ ନେଇଗଲେ ଦୁର୍ବୃତ। ଚାରିଜଣ ଜଗୁଆଳୀ ଥାଇ ସୁରକ୍ଷା ଖୋଜୁଛି ଯୋଗିନୀପିଠ

24-Apr-2022



ସିନ୍ଧେକେଲା (ଅନୀଲ କୁମାର ତ୍ରିପାଠୀ) : ବଲାଙ୍ଗୀର ଜିଲ୍ଲାର ସର୍ବ ପୁରାତନ ଐତିହ୍ଯ ସମ୍ପନ୍ନ ରାଣୀପୁର ଝରିଆଲ ସୋମେଶ୍ବର ମହାଦେବ ଙ୍କ ମନ୍ଦିର ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଶନିବାର ସକାଳୁ ମନ୍ଦିର ଖୋଳି ନିତାକାନ୍ତି କରିବା ପାଇଁ ମନ୍ଦିର ପୂଜକଙ୍କ ସହଯୋଗୀ ପ୍ରମୋଦ ତ୍ରିପାଠୀ ପହଞ୍ଚି ଦେଖିବା ବେଳେ ମନ୍ଦିରର ମୁଖ୍ଯ ଦ୍ବାର ଖୋଲା ପଡିଛି। ହୁଣ୍ଡି ତାଲା ଭଙ୍ଗା ଯାଇଥିବା ବେଳେ ବାହାରେ ଲଗା ଯାଇଥିବା କ୍ୟାମେରା ରୁ ତାର କାଟି ଦିଆଯାଇଛି ଏବଂ ଆଉ ଗୋଟିଏ ପଟର କ୍ୟାମେରା କୁ ପଥର ମାରି ଭଙ୍ଗାଯାଇ ଥିବା ଦେଖି ମୁଖ୍ଯ ପୂଜକ ଜଗମୋହନ ତ୍ରିପାଠୀଙ୍କୁ ଜଣାଇଥିଲେ ମୁଖ୍ଯ ପୂଜକ ସୁଚନା ପାଇଲା ମାତ୍ରେ ମନ୍ଦିର କମିଟି କୁ ଜଣାଇଥିଲେ । ପରେ ମନ୍ଦିର କମିଟିର କର୍ମକର୍ତ୍ତା ପହଞ୍ଚି ସିନ୍ଧେକେଲା ପୋଲିସ କୁ ଜଣାଇଥିଲେ। ପୋଲିସ ପହଞ୍ଚି ମନ୍ଦିର ଭିତରକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାସହ ହୁଣ୍ଡି ରେ ଭକ୍ତ ମାନଙ୍କ ଦ୍ବାରା ଦିଆ

ଯାଉଥିବା ଟଙ୍କା ଓ ଅନ୍ଯାନ୍ଯ ସାମଗ୍ରୀ ଚୋରି ହୋଇଥିବା ଏବଂ ଦୁବୃର୍ତ୍ତ ମାନେ ସିସିଟିଭି ର ହାର୍ଡଡିସ୍କ ମଧ୍ଯ ନେଇ ଯାଇଥିବା ଦେଖିବାକୁ ପାଇଥିଲେ। ଏହି ସମୟରେ ମନ୍ଦିର ପୂଜା କମିଟିର ସଭାପତୀ ମାଣିକ ଚନ୍ଦ ଜୈନ, ଆବାହକ ଅନିଲ କୁମାର ତ୍ରିପାଠୀ , କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, ସନ୍ୟାସୀ ଭୋଇ, ଗୋପୀନାଥ ସାହୁ, ଝରିଆଲ ସରପଞ୍ଚ ଭରଦ୍ବାଜ ଗହିର, ଯୁବନେତା ଯୁବରାଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶ ଥାଉକି ରାଣୀପୁର ଝରିଆଲ କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ ଅଧିନରେ ଥିବାରୁ ପ୍ରତ୍ନତତ୍ତ୍ବ ବିଭାଗ ତରଫରୁ ମନ୍ଦିର ସମୁହ ଓ କିର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷା ପାଇଁ ଚାରିଜଣ ଜଗୁଆଳୀ ନିଯୁକ୍ତି ହୋଇଥିବା ବେଲେ କେହି ଠିକ ଭାବରେ ନିଜ ଦାୟୀତ୍ବ ତୁଲାଉ ନ ଥିବା ଯୋଗୁଁ ଆଗରୁ ମଧ୍ଯ ଅନେକଥର ଏହିପିଠରୁ ଚୋରି ହୋଇ ସାରିଛି । ଜଦି ଠିକରେ କହିବାକୁ ଗଲେ ଏ ପୀଠ ବର୍ତ୍ତମାନ ଭଗବାନଙ୍କ ଭରସାରେ ଚାଳିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେତେବେଳେ ଯୋଗିନୀପିଠ ରୁ ମୁର୍ତ୍ତି ଚୋରି ହୋଇଛି ତ କେତେବେଳେ ପଥର ମୁର୍ତ୍ତି ବଦଳରେ କେହି ସାଧକ ସିମେଣ୍ଟ ତିଆରି ମୁର୍ତ୍ତି ସ୍ଥାପନ କରି ଦେଇଛି। କେତେବେଳେ ନିଜ ୟୁଟ୍ୟୁବ ଚେନାଲ ର ବ୍ୟବସାୟ ପାଇଁ କଳିକତା ରୁ ବାବା ଦଳ ଆସି ପୁରା ଯୋଗିନୀପିଠ କୁ ଗେଣ୍ଡୁଫୁଲ ରେ ସଜାଇ ପୂଜାର୍ଚ୍ଚନା ଆୟୋଜନ କରିବାସହ ଭିଡିଓ ନେଲେ ଡ୍ରୋନ ଉଡାଇଲେ

ତଥାପି ପ୍ରଶାସନ ନିରବଦ୍ରଷ୍ଟା। ଏ ବିଷୟରେ ବିଭାଗୀୟ ଅଧିକାରୀ ମାନଙ୍କୁ ବାରମ୍ବାର ଜଣା ଯାଇଥିଲେ ମଧ୍ଯ କୌଣସି ସୁଫଳ ମିଳି ପାରୁନାହିଁ। ବରଂ ସେମାନଙ୍କ ସହ ମିଶି ସରକାରୀ ତହବିଲରୁ ମୋଟା ଅଙ୍କର ଦରମା କୁ ମିଳିମିଶି ଭାଗବଣ୍ଟା କରି ଘରେ ରହି ଆରାମରେ ରହି ଡ୍ୟୁଟି ଦେଖାଇଲେ ବି କିଛି ଅସୁବିଧା ନ ଥିବା ଅଭିଯୋଗ କରିଛନ୍ତି ମନ୍ଦିର କମିଟି ଓ ସ୍ଥାନୀୟ ଲୋକେ । ଖବରପାଇ ପୋଲିସ ମନ୍ଦିରକୁ ପହଞ୍ଚି ତଦନ୍ତ ଆରମ୍ଭ କରି ପଚରା ଉଚୁରା କରୁଥିବା ସମୟରେ ପୀଠର ରକ୍ଷଣାବେକ୍ଷଣ ପାଇଁ ଚାରିଜଣ ଜଗୁଆଳୀ ଥିବା ଜାଣି ଫୋନ କରି ସେମାନେ କୋଉଠି ଅଛନ୍ତି ବୋଳି ପଚାରି ବୁଝିବାସହ ସେ ମାନଙ୍କୁ ୨୪ ଘଣ୍ଟା ମଧ୍ଯରେ ଥାନାକୁ ଆସି ତଦନ୍ତରେ ସହଯୋଗ କରିବା ପାଇଁ କହିଥିଲା ସିନ୍ଧେକେଲା ପୋଲିସ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026
  ଜିଲ୍ଲା  
ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   17-Aug-2026
  ଜିଲ୍ଲା  
*ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   17-Aug-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   17-Aug-2026
  ଜିଲ୍ଲା  
ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   17-Aug-2026

You Might Also Like