-+91-9937148622 |
prerana_bgr@rediffmail.com |
Monday 17th August 2026 |
R.N.I. Regd No. ODIODI/2010/46693
Breaking News
17-Aug-2026
ରିପୋର୍ଟ : ତୁଳସୀଚରଣ ଦାଶ
~~~~~~~~~~~~~~~~~
ବରଗଡ଼: ବରଗଡ଼ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମହନୀ ପକ୍ଷରୁ ଆସନ୍ତା ୨୩ ଅଗଷ୍ଟ ରେ ହେବାକୁ ଥିବା ମହନୀ ଉତ୍ସବରେ ସମ୍ବଲପୁରୀ ଲୋକନୃତ୍ୟ ପାଇଁ ୪ ବର୍ଷ ରୁ ୮ ବର୍ଷ ସବ ଜୁନିଅର,୮ ବର୍ଷରୁ ୧୩ ବର୍ଷ ଜୁନିଅର ଏବଂ ୧୩ ବର୍ଷ ରୁ ଉର୍ଦ୍ଧ ସିନିଅର ଏହିପରି ତିନୋଟି ବିଭାଗରେ ଭାଗ ନେବାକୁ ଆଗ୍ରହୀ ନୃତ୍ୟ ଶିଳ୍ପୀ ମାନେ ଆସନ୍ତା ୨୧ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିବାକୁ ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ଶଙ୍କର ପଟ୍ଟନାୟକ (ମୋବାଇଲ ନମ୍ବର- ୭୦୭୭୯୬୪୩୩୭) ସୂଚନା ପ୍ରଦାନ କରିଛନ୍ତି ।
---------×××---------