-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||     

HOME   ମହାନଗର

ଟାଟା ପାୱାର ର ବକେୟା ଅସୁଲିରେ ଦାଦଗିରି ,ପଶ୍ଚିମାଞ୍ଚଳ ଏକତା ମଞ୍ଚର ପ୍ରତିବାଦ କୁ ଜନସମର୍ଥନ

14-Mar-2022



ସମ୍ବଲପୁର(ସଂଜୀବ ପାଣିଗ୍ରାହୀଙ୍କ ରିପୋର୍ଟ) - ଗତ ୭ ତାରିଖରେ ଟି.ପି.ଡବ୍ଲୁ.ଓ.ଡି.ଏଲ ର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ଦାବୀପତ୍ର ଦେଲା ପରେ ମଧ୍ୟ ସ୍ଥିତି ସୁଧୀରିଲା ନାହିଁ । ଏହି ପ୍ରସଙ୍ଗ ରେ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ଲୋଡିଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ । ଜିଲ୍ଲାପାଳ ଙ୍କୁ ସାକ୍ଷାତ କରି ସମସ୍ତ ଦାବୀ ବିଷୟରେ ଅବଗତ କରେଇ ସେଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ଦାବିପତ୍ର ପ୍ରଦାନ କରିଛି । ପଶ୍ଚିମାଞ୍ଚଳ ଏକତା ମଂଚ ର ନେତୃତ୍ବ ରେ ଜନସାଧାରଣ ମହାନଗର ନିଗମ ଛକରେ ସମ୍ମିଳିତ ହୋଇ ଏକ ପଟୁଆରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୁ ପହଂଚି ଥିଲେ। ଏହାପରେ ଏକ ପ୍ରତିନିଧି ମଂଡଲି  ଜିଲ୍ଲାପାଳଙ୍କୁ ଯାଇ ଭେଟିବା ସହ ଟାଟା ପାଓ୍ବାର ର ଅତ୍ୟାଚାର ବିଷୟରେ ଆଲୋଚନା କରିଥିଲା। ବିଦ୍ୟୁତ ଶୁଳ୍କ ଆଦାୟ ସମୟରେ ଉପଭୋକ୍ତା ଙ୍କ ପ୍ରତି ବିଭାଗୀୟ କର୍ମଚାରୀ ଙ୍କ ଦୁର୍ବ୍ୟବହାର ଓ ଦୁଣ୍ଡାଗର୍ଦ୍ଦି ସମ୍ପୁର୍ଣ୍ଣ ବନ୍ଦ କରିବା ସହ ବିଶ୍ୱ ମହାମାରୀ କରୋନା ର କୁପ୍ରଭାବ କୁ ଦୃଷ୍ଟି ରେ ରଖି ସମସ୍ତ ବକେୟା ପାଉଣା କୁ ସମ୍ପୂର୍ଣ୍ଣ ଛାଡ଼ କରିବା ପାଇଁ ମଂଚ ପକ୍ଷରୁ ଦାବୀ କରାଯାଇ ଥିଲା। ଟାଟା ପାଓ୍ବାର   ସରକାରଂକ ସହ ଚୁକ୍ତି ସମୟରେ ବକେୟା ଅସୁଲି କରିବା ପାଇଁ ରାଜି ହେଉନଥିଲା। ଏବେ ଦାୟିତ୍ୱ ନେବା ପରେ ବକେୟା ଅସୁଲି କୁ  ପ୍ରମୁଖ କାମ ଭାବରେ ଲାଗିଛି।ଫଳ ସ୍ୱରୂପ ଲୋକଙ୍କର ବକେୟା ବିଦ୍ୟୁତ ପାଉଣା ର ପରିମାଣ ବୃଦ୍ଧି ପାଇଛି । ତତ୍ ସଙ୍ଗେ ସଙ୍ଗେ ବିଗତ ଦିନ ମାନଙ୍କରେ ତ୍ରୁଟିପୂର୍ଣ୍ଣ ବିଲିଙ୍ଗ ଯୋଗୁଁ ମଧ୍ୟ ଅନେକ ଉପଭୋକ୍ତା ଙ୍କର ବକେୟା ପାଉଣା ବୃଦ୍ଧି ପାଇଛି ଓ ବିବାଦ ଯୋଗୁଁ ସେମାନେ ପାଉଣା ପୈଠ କରି ନାହାଁନ୍ତି ।  ଏଭଳି ସମୟରେ ବିଦ୍ୟୁତ ବିଭାଗ ର ଅଧିକାରୀ ଓ କର୍ମଚାରୀ ମାନେ ଉପଭୋକ୍ତା ଙ୍କ ଘର ଘର ଯାଇ ବିଦ୍ୟୁତ ଶୁଳ୍କ ଆଦାୟ କରିବା ସଙ୍ଗେ ସଙ୍ଗେ ବକେୟା ପାଉଣା ପାଇଁ ମଧ୍ୟ ବାଧ୍ୟ କରୁଛନ୍ତି । ବିଦ୍ୟୁତ ଉପଭୋକ୍ତା ଙ୍କୁ କଠୋର ଶବ୍ଦ ରେ ଚେତାବନୀ ଦେଇ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଉଛି । କରୋନା  ପରିସ୍ଥିତି ରେ ଲୋକେ ଖାଇବା ପାଇଁ ପାଉନଥିବା ସମୟରେ ଟାଟା ପାଓ୍ବାର ବକେୟା ନଦେଲେ ସଂଯୋଗ ବିଛିନ୍ନ କରିଦେଉଛି। ଯାହାଦ୍ବାରା ବର୍ତ୍ତମାନ ଗରିବ ଲୋକେ ସବୁଠାରୁ ବେଶି ଅସୁବିଧାର ଶିକାର ହେଉଛନ୍ତି। ପିଲାମାନଙ୍କ ପରୀକ୍ଷା ଚାଲିଥିବା ବେଲେ ଟାଟା ପାଓ୍ବାର ର ବିଜୁଲି ସଂଯୋଗ ବିଛିନ୍ନ କରିବା ପିଲାମାନଙ୍କୁ ପାଠପଢା ରେ ଅନ୍ତରାୟ ସ୍ରୁଷ୍ଟି କରୁଛି। ସେଥିପାଇଁ ମହାମାରୀ କରୋନା ର କୁପ୍ରଭାବ କୁ ଦୃଷ୍ଟି ରେ ରଖି ସମସ୍ତ ଗରିବ ଲୋକଙ୍କ  ବକେୟା ପାଉଣା କୁ ମାସିକିଆ କିସ୍ତି ଆକାର ରେ ପୈଠ ବା ପରିଶୋଧ କରିବା ପାଇଁ ସୁଯୋଗ ଦିଆଯିବ ସହ ଗରିବ ଲୋକଙ୍କ ବକେୟା ପାଉଣା କୁ ସମ୍ପୂର୍ଣ୍ଣ

ଛାଡ଼ କରିବା  ଦିଗରେ ଜିଲ୍ଲାପାଳଙ୍କୁ ହସ୍ତକ୍ଷେପ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଂଚ ଅନୁରୋଧ କରିଥିଲା।  ପଶ୍ଚିମାଞ୍ଚଲ୍ ଏକ୍'ତା ମଞ୍ଚ  ଦାବୀ କରିଛି ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ବର୍ଷବ୍ୟାପୀ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିର ଆୟୋଜନ କରି ବିବାଦୀୟ ଓ ତ୍ରୁଟିପୂର୍ଣ୍ଣ ବିଲ ଗୁଡିକର ସମାଧାନ କରିବାକୁ ମଂଚ ଦାବି କରିଛି। ହୀରାକୁଦ ନଦୀବନ୍ଧ ଠୁଁ ଆରମ୍ଭ କରି ପରବର୍ତ୍ତୀ ସମୟରେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ଅନ୍ୟାନ୍ୟ ଜଳବିଦ୍ୟୁତ ପ୍ରକଳ୍ପ ଓ ବର୍ତ୍ତମାନ ରାଜ୍ୟ ରେ ଗଢି ଉଠିଥିବା ଅନ୍ୟାନ୍ୟ ତାପଜ ବିଦ୍ୟୁତ ପ୍ରକଳ୍ପ ଗୁଡିକରେ ପଶ୍ଚିମାଞ୍ଚଳବାସୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଭିନ୍ନ ବିଦ୍ୟୁତ ପ୍ରକଳ୍ପ ପାଇଁ ପଶ୍ଚିମାଞ୍ଚଳବାସୀ ଭୂମିହରା, ବାସହରା ହୋଇଛନ୍ତି । ପଶ୍ଚିମାଞ୍ଚଳ ର ଖଣି ରୁ ବାହାରୁଥିବା କୋଇଲା ରୁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଲକ୍ଷ ଲକ୍ଷ କୋଟି ଟଙ୍କା ର ରାଜସ୍ୱ ଆଦାୟ କରୁଛନ୍ତି । ପଶ୍ଚିମାଞ୍ଚଳବାସୀ ଧୂଆଁ, ଧୁଳି ଖାଇ ଗରମ ସହି ଜଳ ପ୍ରଦୂଷଣ, ବାୟୁ ପ୍ରଦୂଷଣ ର ଶିକାର ହେଉଛନ୍ତି । ସମସ୍ତ ପ୍ରକାର ତ୍ୟାଗ ଓ ବଳିଦାନ ସତ୍ତ୍ୱେ ଅଞ୍ଚଳବାସୀ ଙ୍କୁ ବିଭାଗୀୟ ନିଯୁକ୍ତି ରେ ମିଳୁନାହିଁ କୌଣସିବକେୟା ପାଉଣା କୁ ସମ୍ପୂର୍ଣ୍ଣ ଛାଡ଼ କରିବା  ଯୁବକ ଯୁବତୀ ରହିଛନ୍ତି । କିନ୍ତୁ, ବିଭାଗର କୌଣସି ନିଯୁକ୍ତି ରେ ପଶ୍ଚିମାଞ୍ଚଳ ର ଯୁବକ ଯୁବତୀ ମାନଙ୍କୁ କୌଣସି ପ୍ରକାର ଅଗ୍ରାଧିକାର ଦିଆ ଯାଉ ନାହିଁ ।ଏଣୁ, ପଶ୍ଚିମାଞ୍ଚଲ୍ ଏକ୍'ତା ମଞ୍ଚ ବିଭାଗର ସମସ୍ତ ପ୍ରକାର ନିଯୁକ୍ତି ରେ ସ୍ଥାନୀୟ ଯୁବକ ଯୁବତୀ ଙ୍କୁ ଅଗ୍ରାଧିକାର ଦିଆଯିବା ଦିଗରେ ପଦକ୍ଷେପ ନେବାକୁ ମଂଚ ଜିଲ୍ଲାପାଳଙ୍କ ଠାରେ ଦାବି କରିଛି। 
     ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ନେତୃତ୍ୱରେ ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ଡା.ପ୍ରମୋଦ କୁମାର ରଥ ଆବାହକ ଭବାନୀଶ ଭୋଇ, କାନ୍ତି ମେହେର, ଅନ୍ନପୂର୍ଣ୍ଣା ବାରିକ, ପୁଷ୍ପାଞ୍ଜଳି ଜେନା, ରୁନୁ ପ୍ରଧାନ, ଅରୁନ୍ଧତୀ ପାତ୍ର, ବିଦ୍ୟୁତପ୍ରଭା ଯୋଶୀ, ସଂଯୁକ୍ତା ଆଚାର୍ଯ୍ୟ, ସେଫାଲି ସେଠି, ବୀଣାପାଣି ଦାଶ, ପ୍ରଭାସିନୀ ଦାଶ, ସୁରମା ପୋଢ଼, ମୁକେଶ ଜରିୱାଲ, କୃଷ୍ଣ ଚନ୍ଦ୍ର ଦାସ, ପ୍ରସନ୍ନ କୁମାର ବିଶ୍ୱାଳ, ମନୋଜ କୁମାର ପଟ୍ଟନାୟକ, ଜିତେଶ ପାଣିଗ୍ରାହୀ, ଗିରିଧର ବାରିକ, ସନ୍ତୋଷ କୁମାର ସାମଲ, ଜ୍ୟୋତି ରଞ୍ଜନ ବେହେରା, ରାକେଶ ଓଝା,  ହୀରାକୁଦ ବିକାଶ ପରିଷଦ ର ଫିଲିପ୍ସ କୁମାର, ଆଦେଶ ରାଓଙ୍କ ସହିତ ଶତାଧିକ ଲୋକ  ଆନ୍ଦୋଳନ ରେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026

You Might Also Like