-+91-9937148622 |
prerana_bgr@rediffmail.com |
Sunday 6th September 2026 |
R.N.I. Regd No. ODIODI/2010/46693
Breaking News
12-Mar-2022
ବଲାଙ୍ଗୀର , ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅଧ୍ୟକ୍ଷ ଭାବେ ବ୍ରାହ୍ମଣୀ ଯୋର ସମିତି ସଭ୍ୟ ଦୟାନିଧି ଖମାରୀ ନିର୍ବାଚିତ ହୋଇଛନ୍ତି। ବ୍ଲକ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାରେ ଲକ୍ଷ୍ମଣ ମେହେର ଓ ଦୟାନିଧି ଖମାରୀ ଦୁଇ ଜଣ ଅଧ୍ୟକ୍ଷ ପ୍ରାର୍ଥୀ
ଭାବେ ନାମାଙ୍କନ ଦାଖଲ କରିଥିଲେ। ଶେଷରେ ସବୁ କଳ୍ପନା ଜଳ୍ପନାର ପରିସମାପ୍ତି ଘଟିଥିଲା ଲକ୍ଷ୍ମଣ ମେହେରଙ୍କୁ ୧୧ଟି ଭୋଟ ମିଳଥିଵା ଵେଳେ, ଦୟାନିଧି ଖମାରୀ(ମଣ୍ଟୁ) ୧୪ଟି ଭୋଟ ରେ ଵିଜୟ ହୋଇଥିଲେ ଶେସ ରେ ନିର୍ବାଚନ ଅଧିକାରୀ ତାଙ୍କୁ ଅଧ୍ୟକ୍ଷ ଘୋଷଣା କରିଥିଲେ । ଦୟାନିଧି ଖମାରୀଙ୍କୁ ଵ୍ରାହ୍ମଣିଯୋର ଓ ଦେଓଗାଁ ଅନ୍ଚଲ ରେ ଖୁସି ର ମହଳ ରେ ଵେଶ ଉସାହ ଦେଖି ଵାକୁ ମିଳିଛି ଏହି ଵିସୟ ଟି ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଛି l