-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
17-Nov-2021
ସମ୍ବଲପୁର,(ସଂଜୀବ କୁମାର ପାଣିଗ୍ରାହୀ) : ଉତ୍ତରାଞ୍ଚଳ ନୂତନ ରାଜସ୍ବ ଡିଭିଜନ କମିଶନର ଭାବେ ଡ. ସୁରେଶ ଚନ୍ଦ୍ର ଦଳେଇ କାର୍ଯ୍ୟରେ ଯୋଗ ଦେଇଛନ୍ତି | ପୂର୍ବରୁ ସେ ସଂସ୍କୃତି ବିଭାଗର ସଚିବ ଭାବେ ଅବସ୍ତାପିତ ଥିଲେ ୨୦୦୫ ବ୍ୟାଚ ର ଭାରତୀୟ ପ୍ରଶାସନିକ ସେବା ର ସେ ଅଧିକାରୀ ଅଟନ୍ତି | ପୂର୍ବତନ ଆର. ଡି. ସି ଙ୍କ ବଦଳି ପରେ ଦୀର୍ଘ ୧୦ ମାସ ଏହି ପଦବୀ ଖାଲି ପଡିଥିବା ବେଳେ କେନ୍ଦ୍ରାଞ୍ଚଳ ରାଜସ୍ବ ଡିଭିଜନ କମିଶନର ଏହାର ଅତିରିକ୍ତ ଦାୟିତ୍ୱ ତୁଲେଇ ଆସୁଥିଲେ | ଡ. ସୁରେଶ ଚନ୍ଦ୍ର ଦଳେଇ ହେଉଛନ୍ତି ଉତ୍ତରାଞ୍ଚଳ ଡିଭିଜନ ର ୬୯ ତମ ରାଜସ୍ବ କମିଶନର |