-+91-9937148622 |

prerana_bgr@rediffmail.com |

  Saturday 27th June 2026 |

| | | |

R.N.I. Regd No. ODIODI/2010/46693

Breaking News

ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ    (27-Jun-2026)       ||      ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   (26-Jun-2026)       ||      ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା    (26-Jun-2026)       ||      ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      *ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   (26-Jun-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jun-2026)       ||      ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   (26-Jun-2026)       ||      ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   (26-Jun-2026)       ||      ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ    (26-Jun-2026)       ||      ୨୮୦ ବ୍ୟାଗ୍ ଡିଏପି ସାର ଜବତ   (26-Jun-2026)       ||      ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ   (26-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||     

HOME   ରାଜନୀତି

ପାଟଣାଗଡ : ୨୬ ନଂ ଜୋନ୍ ବିଜେଡ଼ି ର ମିଶ୍ରଣ ପର୍ବ ଅନୁଷ୍ଠିତ

14-Nov-2021



ପାଟଣାଗଡ଼ (ପୁର୍ଣ୍ଣ ଶଶୀ ଶେଖର ରାଓ) ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ସମସ୍ତ ଦଳ ଏବେ ସଜାଗ ରହିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଏପଟେ ରାଜ୍ୟ ସରକାର ଙ୍କ ବିଜୁ ଜନତା ଦଳର ଦିନକୁ ଦିନ ମିଶ୍ରଣ ପର୍ବ ଅନୁଷ୍ଠିତ ହେଉଛି। ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ମଧ୍ୟପୁର ଗାଁ ଫୁଟବଲ ଖେଳପଡିଆରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଅଛି।ଦିନ ଥିଲା ବେଲପଡା ବ୍ଳକ ୨୬ ନମ୍ବର ଜୋନ୍ ଥିଲା ବିଜେପି ଗଡ ହେଲେ ବିଗତ ବର୍ଷ ଜିଲ୍ଲା ପରିଷଦ ପୁନଃ ନିର୍ବାଚନ ରେ ମଣ୍ଡଳ ଜୋନ୍ ରେ ବିଧାୟକ ସରୋଜ କୁମାର ମେହେର ଚ୍ୟାଲେଞ୍ଜ ସୃଷ୍ଟି କରି ବିଜୁ ଜନତା ଦଳ କୁ ବିଜୟୀ କରିଥିଲେ। ଧିରେ ଧିରେ ବିଜୁ ଜନତା ଦଳର କର୍ମୀ ବଢ଼ିବାରେ ଲାଗିଲାଣି। ଏବେ ପଞ୍ଚାୟତ

ନିର୍ବାଚନ ପାଖେଇ ଆସୁଥିବାବେଳେ ଆଜି ବେଲପଡା ବ୍ଳକ ୨୬ ନମ୍ବର ଜୋନ୍ ରେ ଆଜି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଞ୍ଚଳ ର ୭୦୦ କର୍ମୀ ଯୋଗଦାନ କରିଅଛନ୍ତି। ମଣ୍ଡଳ ର ଭାରତୀୟ ଜନତା ପାର୍ଟିର ପୁର୍ଖାନେତା ରଙ୍ଗାଧର ଠାକୁର ଓ କୋଶଳ ସଂଗ୍ରାମୀ ଜଗଜୀବନ ଭୋଇ ମଧ୍ୟ ନବୀନ ପଟ୍ଟନାୟକ ଙ୍କ ସ୍ବଚ୍ଛ ନିର୍ମଲ ଶାସନ ଓ ବିଧାୟକ ସରୋଜ କୁମାର ମେହେରଙ୍କ କାର୍ଯ୍ୟ ପ୍ରତି ଆଗ୍ରହ ହୋଇ  ଆଜି ବିଜୁ ଜନତାରେ ଯୋଗଦାନ କରିଅଛନ୍ତି। ଆଜିର ଏହି ମିଶ୍ରଣ ପର୍ବ ରେ ବିଧାୟକ ସରୋଜ କୁମାର ମେହେରଙ୍କ  ସହିତ ବିଜୁ ଜନତା ଦଳର ଜିଲ୍ଲା ଉପସଭାପତି ମହେଶ୍ୱର ସାହୁ, ବିଧାୟକ ଙ୍କ ପ୍ରତିନିଧି ଗଣେଶ କୁମ୍ଭାର, ଜିଲ୍ଲା ଯୁବ ସାଧାରଣ ସମ୍ପାଦକ ଦୁର୍ଯୋଧନ କୁମ୍ଭାର, ଜିଲ୍ଲା ପରିଷଦ ବିଶ୍ଵାମିତ୍ର ବିଶି, ପୂର୍ବତନ ଜିଲ୍ଲାପରିଷଦ ଦାମୋଦର ଯୋଶୀ, ମଣ୍ଡଳ ଜୋନ୍ ସଭାପତି ଜଗନ୍ନାଥ ଖମାରୀ,ଧୁମାଭଟା ପଞ୍ଚାୟତ ସରପଞ୍ଚ ଯମୁନା ରଣା,ଯୁବା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଲକ୍ଷ୍ମୀ ଧର ପୁଟା, ବିଜେଡି ମଧ୍ୟପୁର ପଞ୍ଚାୟତ ସଭାପତି ସୁଦାମ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହନୁମାନ ବାଟିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ ପାଳନ   27-Jun-2026
  ଜିଲ୍ଲା  
ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   26-Jun-2026
  ଜିଲ୍ଲା  
ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା   26-Jun-2026
  ଜିଲ୍ଲା  
ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
*ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   26-Jun-2026

You Might Also Like