-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
18-Sep-2026
ବରପାଲି (ସୁଦାମ ଦୀପ ) ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବାଗବାଡି ଗ୍ରାମରେ ଏକ ଦୁଃଖଦ ଘଟଣାରେ କେନାଲରେ ବୁଡ଼ିଯାଇ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି l ମୃତ ଜଣକ ହେଲେ ବାଗବାଡି ଗ୍ରାମର ବାସୁ ମେହେର ( ୭୧ )ବର୍ଷ ନାମକ ଜଣେ ବୃଦ୍ଧ ଆଜି କେନାଲକୁ ସୌଚ ପାଇଁ ଯାଇ ଥିବା ବେଲେ ପାଣିରେ ଗୋଡ ଖସି ଯିବାରୁ ବୁଡି ମୃତ୍ୟୁବରଣ କରିଥିଲେ l କେନାଲରେ ଭାସି ଭାସି ଯାଇ ଭୁଏଟିକ୍ରାର କେନାଲରେ ଅଟକିଥିବା ବେଲେ ଖବରପାଇ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଖବରପାଇ ରାଜସ୍ବ ବିଭାଗ ଏଂବ ବରପାଲି ପହଞ୍ଚି ତଦନ୍ତ କରୁଛନ୍ତି।