-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ରାଜ୍ୟ

ଏବେ ବି ବଞ୍ଚିଛି ମହାଭାରତର ଧୃତରାଷ୍ଟ୍ର ନିଜ ମନ୍ତ୍ରୀଗଣ ନଷ୍ଟ ଭ୍ରଷ୍ଟ - ଆଇନର ବାଟ କିନ୍ତୁ ଖୁବ ଲମ୍ବା ଓ ଅସ୍ପଷ୍ଟ

23-Oct-2021



ସୋନପୁର,(ରିପୋର୍ଟ - ମନୋରଞ୍ଜନ  ତ୍ରିପାଠୀ): ସମ୍ପ୍ରତି ଦୀର୍ଘ ଦିନ ଦୀର୍ଘ ବର୍ଷର ବିଜେଡି ସରକାର ଗାଦି କୁ ମାଡି ବସିଥିବା  ଓ  ସ୍ୱଛତାର  ନାରା ବା  ପରିଚୟ ଦେଉଥିବା ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ ପରିଷଦର କଳା କାରନାମା ଆଉ କାହାକୁ ଅଛପା ନାହିଁ l   ମାହାଙ୍ଗାର ଡବଲ ମର୍ଡର, ନୟାଗଡର ପରୀ ହତ୍ୟାକାଣ୍ଡ , ପାରଳାଖେମୁଣ୍ଡି ର ଏ ସି ଏଫ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ,  ଇତିଶ୍ରୀ,  ବେବିନା, ମମିତା ଭଳି ନିରୀହ ଝିଅଙ୍କ ବଳିଦାନ ନ୍ୟାୟ ଅପେକ୍ଷାରେ ଥିବା ବେଳେ ସେ ଆଇନର ଲମ୍ବା ବାଟ କେବେ ସରିବ ତାହା   ମହାଭାରତର  ଧୃତରାଷ୍ଟ୍ରଙ୍କୁ ଜଣା l

ଏମିତି ଲମ୍ବା ବାଟ ଚାଲୁ ଚାଲୁ ଖୋଦ ରାଜ୍ୟ ରାଷ୍ଟ୍ର ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏ ବାଟରେ  ମୁହଁ ମାଡି ଝୁଣ୍ଟି ପଡିଛନ୍ତି ଏବଂ  ତାଙ୍କ ଛତ୍ରଛାୟା ତଳେ ଥିବା ମହାଲିଙ୍ଗ କଲେଜରେ ଥିବା ଗୁପ୍ତ କୋଠରୀର ଗୁପ୍ତ ରହସ୍ୟ କେବେ ଉନ୍ମୋଚନ ହେବ ତାହା ଗୃହ ବିଭାଗରେ ଥିବା ଖୋଦ ମୁଖ୍ୟମନ୍ତ୍ରୀ ଜବାବ ଦିଅନ୍ତୁ l ପୁନଶ୍ଚ କଲେଜର ବିଭିନ୍ନ କାର୍ଯ୍ୟକ୍ରମରେ ଊଚ୍ଚ ପାହ୍ୟାରେ ଥିବା ସମ୍ବେଦନଶୀଳ ବିଭାଗର ଅର୍ଥ, ଆଇନ, ଗୃହ ଓ ସଂସୃତି ବିଭାଗର ମନ୍ତ୍ରୀ ମାନଙ୍କ କଲେଜର ଭବ୍ୟ ଆତିଥ୍ୟତା ଓ ପୁଳା ପୁଳା ଅର୍ଥ ଅନୁଦାନ ଏବେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି l କଲେଜ ର ଏଫିଲେସନ ନ ଥାଇ ପିଲା ମାନଙ୍କୁ ପରୀକ୍ଷା ଦେବାର ସୁଯୋଗ ଦେଇଥିବା ମନ୍ତ୍ରୀ ଡ଼କ୍ଟର ଅରୁଣ ସାହୁଙ୍କ କାର୍ଯ୍ୟକଳାପ ଉପରେ ମଧ୍ୟ ସନ୍ଦେହ କରାଯାଇପାରେ  l ମାଆଙ୍କୁ ସମ୍ମାନ ନାରା  ଦେଉଥିବା ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମାନଙ୍କର ମାତୃ ଜାତି ପ୍ରତି ଯୌନ ବ୍ୟଭିଚାର ଭଳି କଳଙ୍କିତ ଅଧ୍ୟାୟ ସୃଷ୍ଟି କାରୀ ସରକାରଙ୍କୁ ବଲାଙ୍ଗୀର ତଥା ରାଜ୍ୟବାସୀ କେବେ କ୍ଷମା ଦେବେନି l ନିରୀହ ନାରୀ ମାନଙ୍କର ଅତୃପ୍ତ ଆତ୍ମା, କୋଟି ଲୋକଙ୍କ ଅସନ୍ତୋଷ ଅଭିଶାପ  ନିଆଁ ରେ ଏ ସରକାର  ଖୁବ ଶୀଘ୍ର ଜଳି ଯିବ ଏଥିରେ ସନ୍ଦେହ ନାହିଁ l  ଅତ୍ୟାଚାର,ବ୍ୟଭିଚାର ବଢ଼ି ପୂର୍ବରୁ ଓଡିଶା ଠୁ ଆରମ୍ଭ କରି ଅନେକ ରାଜ୍ୟ ରେ ଏମିତି ଅନେକ ସରକାର ଛାରଖାର ହୋଇ ଆସିଛି l ପ୍ରକାଶ ଥାଉ ଯେ, ପୂର୍ବରୁ ଡାଲି  ଓ ଖଣି  ମହା ଦୁର୍ନୀତିରେ ସାମିଲ ଥିବା ଅନେକ ମନ୍ତ୍ରୀଙ୍କୁ ପୁଣି  ବିଜେଡି ତାର ଦଳ ପ୍ରବକ୍ତା କରି ଏ ଘଟଣା ରେ କି ଲାଜ ରେ ପୁଣି ନିଜେ ସଫେଇ ଦେଉଛନ୍ତି ତାହା ଆଶ୍ଚର୍ଯ୍ୟ l  ଏଠି ପ୍ରକାଶ ଥାଉ କି ଯେ  ଅଞ୍ଜନା ଧର୍ଷଣ ମାମଲା ରେ କଂଗ୍ରେସ ସରକାରଙ୍କୁ

ଲୋକେ ପ୍ରତ୍ୟଖ୍ୟାନ କରିଥିଲେ  ହେଲେ  ବର୍ତମାନ ସରକାର ରେ  ପରୀ ଭଳି  ନିଷ୍ପାପ ଶିଶୁ  ଠୁ  ଆରମ୍ଭ କରି  ଅନେକ ନିରୀହ ଝିଅଙ୍କ ବଳିଦାନ ପରେ ମଧ୍ୟ  ଏ ସରକାର  ର ପତନ ଘଟିବ   ତାହା  ଅପେକ୍ଷା ରେ l ଏହାରି ଭିତରେ ମମିତା ଙ୍କ ପରିବାର ନ୍ୟାୟ ଅପେକ୍ଷାରେ ରହିଛନ୍ତି l ଗୋବିନ୍ଦ ପରି ଜଣେ ପାଶବିକ ମଣିଷ କେତେ ଯେ ନିଷ୍ପାପ ଝିଅ ର ଜୀବନ ସହିତ ଖେଳିଥିବ ତାର ହିସାବ ନାହିଁ l ଗୋବିନ୍ଦାର ଗୁପ୍ତ କୋଠାରୀରେ କେତେ ଯେ ଅବଳା ନିଜ ଇଜ୍ଜତ୍ କୁ ବିକ୍ରି କରିଥିବେ, ତାର ହିସାବ ନିକାଶ କରିବ କୋର୍ଟ l ଆଗାମୀ ଦିନରେ ରାକ୍ଷସ ରୂପୀ ଗୋବିନ୍ଦ କୋର୍ଟ ର ଡରବାର ରୁ ମୁକୁଳି ପରେ କିନ୍ତୁ ଭାଗବାନଙ୍କ ଦରବାରରେ ସେ ଉଚିତ୍ ଦଣ୍ଡ ପାଇବ ଓ ମମିତାର ଆତ୍ମା ଶାନ୍ତି ପାଇବ l


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like