-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
22-Oct-2021
ଧର୍ମଗଡ , କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ ସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ହତ୍ୟା ଘଟଣା ଉତ୍ତରାଞ୍ଚଳ ଡିଆଇଜି ଉପସ୍ଥିତିରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ ଦୀର୍ଘ 15ମିନିଟ ମିନି ଷ୍ଟାଡିୟମରେ ହେଲା ସିନ ରିକ୍ରେସନ୍,ଘଟଣା ସ୍ଥଳ ରେ ସାଇଣ୍ଟି ଫିକ ଟିମ୍ ବଲାଙ୍ଗୀର ଡିଏସ୍ ପି କେ ଗାଁ ଥାନା ଅଧିକାରୀ ଓ ସିନ୍ଧେକେଳା ଆଇଆଇସି ମଧ୍ୟ ଉପସ୍ଥିତ ଥିଲେ ଭୋର୍ 5ଟା ସମୟ ରେ ହେଲା ସିନ ରିକ୍ରେସନ୍