-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
22-Sep-2021
ଭୁବନେଶ୍ୱର(ଅମୃତ ନନ୍ଦ)ଗତକାଲି ବିଳମ୍ବିତ ରାତିରେ ଭରତ ପୁର ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ ଭରତ ପୁର ଥାନା ପୋଲିସ ଚଢ଼ାଉ କରି ଜୈନକ ଯୁବକ କୁ ଗିରଫ କରି ଥିବା ବେଳେ ତା ପାଖରୁ ଗୋଟିଏ ବନ୍ଧୁକ ଓ ତିନୋଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡିଛି।ଗିରଫ ଯୁବକ ଜଣକ ପୂର୍ବରୁ ଘଟିଥିବା ବହୁ ଅପରାଧିକ କାର୍ଯ୍ୟକଳାପ ରେ ସମ୍ପୃକ ଥିବା ସମ୍ପର୍କରେ ସ୍ଥାନୀୟ ବିଭିନ୍ନ ଥାନାରେ ଅଭିଯୋଗ ଅଛି।ଏ ସମ୍ପର୍କରେ ଭରତପୁର ପୋଲିସ ଅଧିକ ତଦନ୍ତ ଜାରି ରଖିଛି।