-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
03-Sep-2021
କାଲିମେଳା(ପ୍ରେରଣା ଖବର) ପୋଖରୀରେ ବୁଡ଼ି ୨ ଶିଶୁ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ପଡିଆ ବ୍ଲକ ନିଲିଗୁଡା ପଞ୍ଚାୟତର କମାରଗୁଡା ଗ୍ରାମରେ ଦେଖୁବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଦେବା ମାଡକାମିର ୩ ବର୍ଷର ଝିଆ ଅନିତା ମାଡକାମି ଓ ପଡୋଶୀ ଘର ପୁଅ ଆୟୁଷ କବାସୀ ବୋଲି ଜଣାପଡିଛି । ସୂଚନାମୁତାବକ ଉଭୟ ଖେଳୁଥିବା ବେଳେ ଘର ଠାରୁ ପ୍ରାୟ ୫୦ ମିଟର ଦୂରରେ ଥିବା ଗ୍ରାମ ପୋଖରୀରେ ବୁଡ଼ି ଯାଇଥିଲେ ।