-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
03-Sep-2021
କଣ୍ଟାବାଞ୍ଜି (ଆନନ୍ଦ କୁମାର ମୋଟେ) ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ କାଦୋବେଡା ଗାଁରେ ଆଜି ଏକ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆସିଛି । ମ୍ରୁତ ଚାଷୀ ହେଲେ ରିଚେକ ବନଛୋର । ଗତକାଲି ଫସଲ ନଷ୍ଟ ଯୋଗୁ ବିଷଖାଇ ଗୁରୁତର ହୋଇଥିଲେ ରିଚେକ । ସେ କଣ୍ଟାବାଞ୍ଜିରୁ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତରୀତ ହୋଇଥିଲେ ରିଚେକ । ବଲାଙ୍ଗୀର ମେଡିକାଲରେ ମ୍ରୁତ ଘୋଷଣା ଡାକ୍ତର।