-+91-9937148622 |

prerana_bgr@rediffmail.com |

  Monday 17th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ    (16-Aug-2026)       ||      କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   (16-Aug-2026)       ||      ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ    (16-Aug-2026)       ||      ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   (16-Aug-2026)       ||      *ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   (16-Aug-2026)       ||      ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   (16-Aug-2026)       ||      ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   (16-Aug-2026)       ||      ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   (16-Aug-2026)       ||      ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   (16-Aug-2026)       ||      ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||     

HOME   ରାଜ୍ୟ

ଶତାୟୁ ରକ୍ତଦାତା ମହେଶ ତ୍ରିବେଦୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

27-Jun-2021



ଭୁବନେଶ୍ବର (ପ୍ରେରଣା ଖବର ବ୍ୟୁରୋ) : ଓଡିଶା ରକ୍ତଦାତା ମହାସଂଘ ତରଫରୁ ୱେବିନାର ମାଧ୍ୟମରେ ଶତାୟୁ ରକ୍ତଦାତା ମହେଶ ତ୍ରିବେଦୀଙ୍କ ବିୟୋଗରେ  ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଗୁଜୁରାଟ ରାଜ୍ୟର ମହେଶ ତ୍ରିବେଦୀ ୧୨୭ଥର ରକ୍ତଦାନ କରିଥିଲେ । ଭାରତୀୟ ରକ୍ତଦାତା ମହାସଂଘର ସେ ପ୍ରତିଷ୍ଠାତା ସଭ୍ୟ ରହିଥିଲେ ।ସାରା ଭାରତରେ ରକ୍ତଦାନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଅତୁଳନୀୟ। ବିଶେଷକରି ଥାଲାସେମିଆ ପିଡିତ ମାନଙ୍କ ପାଇଁ ଯେଉଁ କାର୍ଯ୍ୟ କରିଯାଇଛନ୍ତି ତାହା ଅପୂରଣୀୟ। ରକ୍ତଦାନ କାର୍ଯ୍ୟକୁ ତ୍ୱରାନ୍ୱିତ କରିପାରିଥିବା ଏପରି ବିରଳ ପ୍ରତିଭା ସମସ୍ତଙ୍କ ଆଦର୍ଶ ଥିଲେ। ରକ୍ତଦାନ କ୍ଷେତ୍ରରେ ତାଙ୍କର ନିଷ୍ଠାପର ଉଦ୍ୟମ ପାଇଁ ଅନେକ ରକ୍ତଦାତା ଯୋଦ୍ଧା ସୃଷ୍ଟି କରିପାରିଥିଲେ । ଏଥିପାଇଁ  ୨୦୦୫ ମସିହାରେ ଜାତୀୟ ପୁରସ୍କାର ହରିଦେବ ଶୈରୀ ମେମୋରିଆଳ ଆୱାର୍ଡରେ ସମ୍ମାନିତ ହେବା ସହ ଅନେକ ଅନୁଷ୍ଠାନ ତରଫରୁ ପ୍ରଶଂସିତ ହୋଇଥିଲେ। ଓଡିଶା ରକ୍ତଦାତା ମହାସଂଘର ସଭାପତି ଇଟି ରାଓଙ୍କ ସଭାପତିତ୍ୱରେ ଆୟୋଜିତ ୱେବିନାରରେ ଭାରତ ରକ୍ତଦାତା ମହାସଂଘର କାର୍ଯ୍ୟକର୍ତ୍ତା, ଅନେକ ଶତାୟୁ ରକ୍ତଦାତା ଓ ଓଡିଶା ରକ୍ତଦାତା ମହାସଂଘର କାର୍ଯ୍ୟକର୍ତ୍ତା ଓ ଅନେକ ସଦସ୍ୟମାନେ ଯୋଗଦାନ କରି ମହେଶ ଭାଇଙ୍କ  ରକ୍ତଦାନ କ୍ଷେତ୍ରରେ ଜୀବନ ତମାମ କାର୍ଯ୍ୟକଳାପ ବିଷୟରେ ସ୍ମତିଚାରଣ କରିଥିଲେ। ଓଡିଶା ରକ୍ତଦାତା ମହାସଂଘର କାର୍ଯ୍ୟକାରୀ ସଭାପତି ଡ. ନରେଶ ଚନ୍ଦ୍ର ସାହୁଙ୍କ ସଂଯୋଜନାରେ ଆୟୋଜିତ ୱେବିନାର କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡିଶା ରକ୍ତଦାତା ମହାସଂଘର ସାଧାରଣ ସଂପାଦକ ଅକ୍ଷୟ ରାଉତ ଓ ସୋନୁ ମହାନ୍ତି ମହେଶ ଭାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।  କାର୍ଯ୍ୟକ୍ରମରେ ମହେଶ ଭାଇଙ୍କ ସ୍ତ୍ରୀ, ସୁପୁତ୍ର ଅମିତ ତ୍ରିଦେବୀ, ଝିଅ କଲ୍ୟାଣୀ ଅଂଶଗ୍ରହଣ କରିଥିଲା ବେଳେ ଜାତୀୟ ସ୍ତରରୁ  ପୂର୍ବତନ ନିର୍ଦ୍ଦେଶକ ନିବ, ନୂଆଦିଲ୍ଲୀ ଡ଼.ରେବା ଛାବ୍ରା, ଗୁଜରାଟ ଏସବିଟିସି ନିର୍ଦ୍ଦେଶକ ଡ଼.ରାଜେଶ ଗୋପାଳ   , ଦିଲ୍ଲୀ ଏନଏସଏସ ସେଲ ନିର୍ଦ୍ଦେଶକ ଡ଼.କମଲ କୁମାର କର, ମୁମ୍ବାଇ ଥିଙ୍କ ଫାଉଣ୍ଡେସନ  ଉପସଭାପତି ବିନୟ ସେଟ୍ଟି   , ଚେନ୍ନାଇ ଏଫବିଡିଓଆଇ ଉପସଭାପତି ଏଲ ସନ୍ତାରାମ  , ଲଖ୍ନୋର ଅମିତ ବାନାର୍ଜୀ, କାଲିଂପଗଂର ସୁବାସ ମନି ସିଂ ,ଭାଗଲପୁରର ଉତ୍ତମ ଦେବନାଥ , ଜଲନ୍ଧରର ଜତିନ୍ଦ୍ର ସୋନି , ମଧ୍ୟପ୍ରଦେଶର ମାନବ ଗୁପ୍ତା , କୋଇମବାଟୋର ଶତାୟୁ ରକ୍ତଦାତା ଅରୁଣ ଗୋଗୁଲ ଦାସ ଅଂଶଗ୍ରହଣ କରି ସ୍ୱର୍ଗତ ମହେଶ ଭାଇଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେହିପରି ଓଡିଶା ରକ୍ତଦାତା ମହାସଂଘ ଓ ଓଡିଶାରୁ ନିର୍ଦ୍ଦେଶକ ରାଜଧାନୀ ଡାକ୍ତରଖାନା ଡ଼.ଦେବାଶିଷ ମିଶ୍ର, ଢେ଼ଙ୍କାନାଳ ଉପସଭାପତି ଶତାୟୁ ରକ୍ତଦାତା ବିରଞ୍ଚି ପାଣି  , ବାଲେଶ୍ବର ଉପସଭାପତି ଇଂ ଡ.ହୃଷିକେଶ ସାହୁ , କୋରାପୁଟର ଡ଼.ରତିକାନ୍ତ ଖଟୁଆ , ଜେ ସୁରେଶ,ବି ଲକ୍ଷ୍ମୀ ବ୍ରହ୍ମପୁର, ଶତାୟୁ

ରକ୍ତଦାତା ଦିଲ୍ଲୀପ ଦାଶ ଶର୍ମା ,  ସହ ନିର୍ଦ୍ଦେଶକ ଏସବିଟିସି ଓଡିଶାର  ସ୍ୱରୂପ ଦାଶ, ରାଉରକେଲାର ଶତାୟୁ ରକ୍ତଦାତା ଅନୁପମ ଗୁପ୍ତା,  ସୋନପୁର ୟାଆରସି ସଙ୍ଗଠକ ଉମାକାନ୍ତ ନାଗ, ସେମଲିଗୁଡାର ଡ଼.ଚିତ୍ତରଂଜନ ମିଶ୍ର ଓ ସ୍ନିଗ୍ଧା ମିଶ୍ର ,କଟକର ରାଜେଶ ନାୟକ , କଳାହାଣ୍ଡି ଜିଲ୍ଲା ୟାଆରସି ସଙ୍ଗଠକ ଶାନ୍ତନୁ କୁମାର ପରିଡା, ଓଡିଶା ରକ୍ତଦାତା ମହାସଂଘ ସଭ୍ୟ ମୋହନ ଚରଣ ବିଷି, ବୌଦ୍ଧ  ଜିଲ୍ଲା ୟାଆରସି ସଙ୍ଗଠକ ପ୍ରବୀର ଦାଶ , ବଲାଙ୍ଗୀର ଜିଲ୍ଲା ଓଡିଶା ରକ୍ତଦାତା ମହାସଂଘ ସଭ୍ୟ  ରାମନାରାୟଣ ଦାଶ , ଜୟଦେବ ଜାଲ, ସୋନପୁର ଜିଲ୍ଲାର ଜେଆରସିଓ ରବି ଚନ୍ଦ୍ର ପଶାୟତ,ହୃଷିକେଶ  ଚାନ୍ଦ,  ଗୋପେଶ ପଣ୍ଡା  ସମେତ ଶତାଧିକ ସ୍ବେଚ୍ଛାକୃତ ରକ୍ତଦାତା  କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଏମ୍‌ସିଏଲ୍ ପାଳନ କଲା ସଦ୍‌ଭାବନା ଓ ଦେଶପ୍ରେମର ସହ ୮୦ତମ ସ୍ବାଧୀନତା ଦିବସ   16-Aug-2026
  ଜିଲ୍ଲା  
କଦମପଡା ଶିଶୁ ମନ୍ଦିରରେ “ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା” ଅନୁଷ୍ଠିତ   16-Aug-2026
  ଜିଲ୍ଲା  
ସୋହେଲାରେ ମହାସମାରୋହରେ ପାଳିତ ହେଲା ଗୁରୁ ଭଗବାନ ସାହୁଙ୍କ ୯୬ତମ ଜୟନ୍ତୀ   16-Aug-2026
  ଜିଲ୍ଲା  
ରେଳ ଉପଭୋକ୍ତ ସଂଘ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବଲାଙ୍ଗିର ଗୁଡିଆ ସମାଜର ସିଦ୍ଧିବିନାୟକ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ   16-Aug-2026
  ଜିଲ୍ଲା  
*ସ୍ବାଧୀନତା ଦିବସ ଅବସରରେ ବନ୍ଧୁତ୍ୱ ପୂର୍ଣ୍ଣ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ*-   16-Aug-2026
  ଜିଲ୍ଲା  
ତ୍ରିରଙ୍ଗା ପତାକା ତଳେ ନୀଳଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦେଶପ୍ରେମର ମହକ, ଛାତ୍ରଛାତ୍ରୀଙ୍କ ମନରେ ଜାଗିଲା ଦେଶଭକ୍ତି   16-Aug-2026
  ଜିଲ୍ଲା  
ଭୀମଭୋଇ ହସ୍‌ପିଟାଲ ପରିଦର୍ଶନ ରୋଗୀଙ୍କୁ ଭେଟି ସମସ୍ୟା ପଚାରିଲେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର   16-Aug-2026
  ଜିଲ୍ଲା  
ସୁନ୍ଦରଗଡ଼ ଠାରେ ଜିଲ୍ଲାସ୍ତରୀୟ ୭୯ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ବ୍ଳକ ତରଫରୁ ରକ୍ତଦାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ   16-Aug-2026
  ଜିଲ୍ଲା  
ବାଲିଗୁଡାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ମହୋତ୍ସବ ପାଳନ   16-Aug-2026
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026

You Might Also Like