-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର    (14-Aug-2026)       ||      ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   (14-Aug-2026)       ||      ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||     

HOME   ଜିଲ୍ଲା

ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ଜିଲ୍ଲାପାଳଙ୍କୁ  ଭେଟିଲା କିଶାନ କଂଗ୍ରେସ

25-Jun-2021



ବଲାଙ୍ଗିର,(ପ୍ରେରଣା ଖବର)- ରାଜ୍ୟ ସରକାର ରବି ଋତୁରେ ଚାଷୀଙ୍କୁ ଠାରୁ ସବୁ ଧାନ କ୍ରୟ କରିବା ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଏବେ ସୁଦ୍ଧା ରବି ଧାନକିଣାରେ ବ୍ୟପକ ଅବ୍ୟବସ୍ଥା ଦେଖାଦେଇଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଜିଲ୍ଲାରେ ୪୪୫୩ଜଣ ଚାଷୀ ପଞ୍ଜିକୃତ କରିଥିବା ବେଳେ ତାଙ୍କ ଠାରୁ ୧ଲକ୍ଷ ୬୧ହଜାର କ୍ୱିଣ୍ଟାଲ ଧାନ କିଣିବା କଥା କିନ୍ତୁ ଆଜି ପର୍ଯ୍ୟନ୍ତ ୩୫୦୦ ଚାଷୀଙ୍କ ଠାରୁ ୧ଲକ୍ଷ ୪୫ହଜାର କ୍ୱିଣ୍ଟାଲ ଧାନ କିଣା ସରିଛି । ବ୍ୟବସ୍ଥିତ ଢଙ୍ଗରେ ଧାନକିଣା ଯାଉନଥିବାରୁ ଚାଷୀମାନେ ନାହିଁ ନ

ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଠିକଣା ସମୟରେ ବହୁ ଚାଷୀଙ୍କ ପାଖକୁ ଟୋକନ ପହଞ୍ଚୁନାହିଁ । ଯେଉଁ ଚାଷୀ ଟୋକନ ପାଇଛନ୍ତି ସେମାନେ ସୀମିତ ସମୟ ମଧ୍ୟରେ ଧାନ ବିକ୍ରି କରି ନ ପାରିଲେ ସେମାନଙ୍କ ଠାରୁ ଧାନକିଣା ଯାଉନାହିଁ । ଅଖାବସ୍ତା, ଲୋଡିଂ ଅଲୋଡିଂର ଟଙ୍କା ଚାଷୀମାନେ ପାଉ ନ ଥିବା ବେଳେ ଅସାଧୁ ବ୍ୟବସାୟୀ ଓ ଅଧିକାରୀ ଏହି ଟଙ୍କାକୁ ହରିଲୁଟ କରୁଛନ୍ତି । ବିଭିନ୍ନ ପ୍ୟାକ୍ସରେ  ୪ ରୁ ୫ କେଜି ଧାନ କଟା ଯାଉଛି । ଯଦି ଯୋଗାଣ ଅଧିକାରୀଙ୍କ ତଥ୍ୟ ସତ୍ୟ ତେବେ ବଲାଙ୍ଗିର ଜିଲ୍ଲାରେ  ଆଜି ମଧ୍ୟ ବହୁ ଚାଷୀ ଧାନ ବିକ୍ରି କରିବାରୁ କାହିଁକି ବଂଚିତ ଅଛନ୍ତି ବୋଲି ପ୍ରଶ୍ନ କରିଛି କିଶାନ କଂଗ୍ରେସ । ଚାଷୀଙ୍କ ପାଇଁ ଉଭୟ ସରକାର କୁମ୍ଭିର କାନ୍ଦଣା କୁ ମଧ୍ୟ ନାପସନ୍ଦ କରିଛି କଂଗ୍ରେସ ।  ବିଗତ ଦିନରେ ଚାଷୀଙ୍କ ଠାରୁ ସିଧା ସଳଖ ସରକାର ଧାନ କିଣିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୁଇଁନ୍ତଲା ବ୍ଲକର ଜଣେ ଚାଷୀଙ୍କୁ ନେଇ ମାନ୍ୟବର ହାଇକୋର୍ଟରେ ମକଦ୍ଦମା ଦାୟର କରିଥିଲେ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ଏଫସିଆଇ ମାଧ୍ୟମରେ ଅନେକ ବର୍ଷ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ ସିଧାସଳଖ ଧାନ କ୍ରୟ କରାଗଲା ।  କାହିଁକି ଏବଂ କାହା ସ୍ୱାର୍ଥରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ  ଏହା ବନ୍ଦ ହେଲା ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଫ୍‌ସିଆଇ କେନ୍ଦ୍ର ସରକାରଙ୍କ ଅଧିନରେ । କେନ୍ଦ୍ର ସରକାର ଚାହିଁଲେ ଏବେ ମଧ୍ୟ ଏଫସିଆଇ ମାଧ୍ୟମରେ ଧାନ କ୍ରୟ କରାଯାଇପାରିବ । କିନ୍ତୁ  ବିଜେପି ଦଳ ଏଫସିଆଇକୁ ଧାନ କିଣିବା ପାଇଁ ମଞ୍ଜୁର ଦେବା ପରିବର୍ତ୍ତେ ଚାଷୀଙ୍କ ପାଇଁ ଧାରଣା, ରାସ୍ତାରୋକ କରି ଚାଷୀଙ୍କ କଟା ଘା ରେ ଚୁନ ଦେବା ସଦୃଶ ବୋଲି ବ୍ୟଙ୍ଗ କରିଛି କିଶାନ କଂଗ୍ରେସ । ତେଣୁ ଆଜି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା କିଶାନ କଂଗ୍ରେସ ଅଧ୍ୟକ୍ଷ ସାନନ୍ଦ ମିଶ୍ର ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାକୁ ଭେଟି ଦାବି କରିଛନ୍ତି ଯେ ଅବଶିଷ୍ଟ ବଳକା ଧାନ ଆସନ୍ତା ତା.୨୮.୦୬.୨୦୨୧ ସୋମବାର ଦିନ ସୁଦ୍ଧା ଧାନ କ୍ରୟ କରାନଗଲେ ତା.୨୯.୦୬.୨୦୨୧

ମଙ୍ଗଳାର ଦିନ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବଲାଙ୍ଗିର ଜିଲ୍ଲା କିଶାନ କଂଗ୍ରେସ ପକ୍ଷରୁ ସମସ୍ତ ଅବହେଳିତ ଚାଷୀମାନଙ୍କୁ ନେଇ ତିବ୍ରତର ଆନ୍ଦୋଳନ କରାଯିବ । ଏହି ପ୍ରତିନିଧି ମଣ୍ଡଳିରେ ଜିଲ୍ଲା କଂଗ୍ରେସ ସଭାପତି ଦିଲିପ ବେହେରା, ଉପ-ସଭାପତି ମନୀଷ ମିଶ୍ର, ଉମାକାନ୍ତ ସାହୁ, ବୁଲୁ ଦାନୀ, ଯୁବନେତା ପପୁ ପାତ୍ର, ପ୍ରଦ୍ୟୁମ୍ନ ସାହୁ, ଶ୍ରୀଧର ବାରିକ, ଗଗନ ନାଥ, ସରୋଜ ପ୍ରଧାନ, ଅଜୟ ବାଲି, କୈଳାସ ମିଶ୍ର, ବରିଷ୍ଠ କଂଗ୍ରେସ ନେତା କିଶୋର ସିଂ ନିନା, ହରି ନନ୍ଦ, ଅଙ୍କିତ ସାହୁ, ବଳରାମ ନାଏକ, କୈଳାସ ତାଣ୍ଡି, ମାଣିକ୍ୟ ପାତ୍ର, ଗଦନ ବେହେରା, ଜଗା ସାହୁ, ଜୁଲୁ ପଟ୍ଟନାୟକ, ପବିତ୍ର ବେହେରା, ସଂଜୟ ମିଶ୍ର, ଅଖଣ୍ଡ ସେଠ ପ୍ରମୁଖ ସାମିଲ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ଯ ପରିଷଦ ତରଫରୁ ସାରସ୍ୱତ ଆସର   14-Aug-2026
  ଜିଲ୍ଲା  
ସାଇବର ସୁରକ୍ଷା ନେଇ ଓଡ଼ିଶା ପୋଲିସର ସର୍ବବୃହତ୍ ରାଜ୍ୟବ୍ୟାପୀ ଜନସଚେତନତା ଅଭିଯାନ   14-Aug-2026
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026

You Might Also Like