-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ    (14-Aug-2026)       ||      ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   (14-Aug-2026)       ||      ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା    (14-Aug-2026)       ||      ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   (14-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||     

HOME   ଜିଲ୍ଲା

ଜନତା ଙ୍କ ସୁରକ୍ଷା ଓ ସେବା ରେ ସମର୍ପିତ ମନୋଜ ପଣ୍ଡା

25-Jun-2021



(ସୋନପୁର-(ମନୋରଞ୍ଜନ ତ୍ରିପାଠୀ) : ଯେତେବେଳେ ବି ରକ୍ତ ଦାନ କି ଅସହାୟ ମଣିଷ ର ସେବା କଥା ଉଠେ  ଠିକ ସେତବେଳେ ଖୋଜା ପଡନ୍ତି ଏ  ନିଆରା ମଣିଷ ଶ୍ରୀ ପଣ୍ଡା l
ସୁବର୍ଣ୍ଣପୁର ଜିଲ୍ଲା  ପୋଲିସ ରେ ଏକ ଜଣାଶୁଣା ନାଁ  ଟିଏ ମନୋଜ ପଣ୍ଡା l  ଯିଏ କି ଜଣେ  ରକ୍ତ ଦାତା, ରକ୍ତଦାତା ଙ୍କ ପ୍ରେରଣା ଦାତା ଓ ଶହ ଶହ ରକ୍ତ ଦାନ ଶିବିର ର ଆୟୋଜକ ମଧ୍ୟ ସେ l ୩୫ ବର୍ଷୀୟ ଯୁବକ ପୋଲିସ ଶ୍ରୀ ପଣ୍ଡା ଏବେ  ସୁବର୍ଣ୍ଣପୁର ଜିଲ୍ଲାର କୋଭିଡ କେୟାର ସେଣ୍ଟର  ରେ କାର୍ଯ୍ୟରତ । ପୋଲିସ ଉପରେ ସବୁବେଳେ  ସାଧାରଣ ଲୋକ ଙ୍କ ଟିକେ ଭିନ୍ନ ଧାରଣା ରହିଥାଏ ଯେ ସେମାନେ ଭାରି ନିଷ୍ଠୁର, କଠୋର, ଓ  କରନ୍ତି ରଫ ବ୍ୟବହାର l ଆହୁରି ବି କୁହନ୍ତି ସେମାନେ ନୁହନ୍ତି କାହାର l   
କିନ୍ତୁ ଲୋକଙ୍କ ଏ ସବୁ ଧାରଣା  କୁ ଭୁଲ ପ୍ରମାଣିତ କରିଛନ୍ତି ମନୋଜ  ଓ  ବିଭିନ୍ନ ସେବା ମାଧ୍ୟମରେ ସାଧାରଣ ଲୋକ ଙ୍କ ଠାରେ ସେ ହୋଇଛନ୍ତି ଖୁବ ଆପଣାର l  ନିଜ ବିଭାଗ ର ଉପରିସ୍ଥ ଅଫିସର ଙ୍କୁ  ଖୁବ ସମ୍ମାନ ଜଣାଇ ସକ୍ରିୟ ଓ ଶୃଙ୍ଖଳିତ ଭାବେ ପୋଲିସ ଡିଉଟି ସହିତ ଯୁବ ସେବା ମାଧ୍ୟମରେ  ସମାଜକୁ ଏକ ନୂତନ ଦିଗଦର୍ଶନ ଦେବାରେ ସେ ସବୁବେଳେ ତପ୍ତରତା ଦେଖlନ୍ତି l ଓ ରାତି ଦିନ କଠିନ ପରିଶ୍ରମ କରି ଅସହାୟ ମଣିଷ ଙ୍କ ସେବାରେ ଲାଗି ପଡନ୍ତି  l କାହିଁକି ସେବା ହେଉଛି  ଏ ମଣିଷର ପ୍ରଥମ କର୍ତ୍ତବ୍ୟ  l ଟିକେ ରକ୍ତ ସହାୟତା ମିଳିଲେ ଯଦି କେହି ନିଜର ଜୀବନ ଫେରି ପାଉଛି ତା ଠାରୁ କିଛି  ଆଉ ବଡ଼ କଥା  ନୁହେଁ  ବୋଲି ଶ୍ରୀଯୁକ୍ତ ପଣ୍ଡା କୁହନ୍ତି । ଯେତେବେଳେ ମଧ୍ୟ ବିରଳ ରକ୍ତ ଆବଶ୍ୟକ ହୋଇଥାଏ ସେ ରକ୍ତ ଯୋଗାଡ଼ ପାଇଁ ଯୁବକଙ୍କୁ ଉତ୍ସାହିତ ଓ  ପ୍ରାଣପଣେ ଚେଷ୍ଟା କରି ସଫଳ ବି ହୁଅନ୍ତି l  ଆଉ ଏ ରକ୍ତ ଦାନ  ସେବା ପାଇଁ  ନିଜକୁ ସୁଯୋଗ ମିଳିଲେ ସେ  କେବେ ହାତଛଡ଼ା କରିବାକୁ ଚାହାନ୍ତି ନାହିଁ l ଏବଂ ନିଜ ର ନବମ ବିବାହ ବାର୍ଷିକଉତ୍ସବ   ରେ ଗତକାଲି ଏଭଳି ଏକ ମହତ ସେବା ର ସୁଯୋଗ ପାଇ ସେ ଖୁବ ଖୁସି ଓ ଆତ୍ମ ସନ୍ତୋଷ ଲାଭ କରିଛନ୍ତି l ବୌଦ୍ଧ ଜ଼ିଲ୍ଲା  ପଲସାଗୋରା ର ପୱନ୍ ଅଗ୍ରୱାଲ ଯିଏ  କି କିଡିନୀ ରୋଗରେ ପୀଡିତ ହୋଇ

ସୁବର୍ଣ୍ଣପୁର ଜିଲ୍ଲାର ମୁଖ୍ୟ ଡାକ୍ତରଖାନାରେ ଚିକତ୍ସାଧୀନ ଥିବା, ଓ  ତାଙ୍କ ହିମୋଗ୍ଲୋବିନ କମି ଯିବା ରୁ  ନିହାତି ରକ୍ତ ଆବଶ୍ୟକତା ଖବର ପାଇ  ଗତକାଲି ସେ  ଶ୍ରୀ ଅଗ୍ରୱାଲ ଙ୍କୁ ରକ୍ତ ଦେଇ  ତାଙ୍କ ଜୀବନ ବଞ୍ଚାଇଛନ୍ତି l ଏହାକୁ ମିଶାଇ ମନୋଜ ଜୀବନର ୩୫ ଥର ରକ୍ତ ଦାନ କରିବାର ସୁଯୋଗ ପାଇଛନ୍ତି l  ମନୋଜ ଙ୍କ ଏଇ ନିଆରା ବିବାହ ବାର୍ଷିକ ପାଳନ କୁ ସହର ର  ବୁଦ୍ଧିଜୀବୀ, ସ୍ୱଚ୍ଛ ଭାରତ ସଂଗଠନ, ରାଜ୍ୟ  ରକ୍ତ ଦାତା ସଂଘ, ରାଷ୍ଟ୍ରୀୟ ସ୍ୱଂୟଙ୍ଗ ସେବକ ସଂଘ, କନେଷ୍ଟ ବଲ ସଂଘ,  ପ୍ରମୁଖ ବିଭିନ୍ନ ସଂଗଠନ  ପ୍ରଶଂସା କରିଥିବା  ବେଳେ ବଲାଙ୍ଗୀର ପୋଲିସ  ବିଭାଗ ରେ କାର୍ଯ୍ୟରତ ଶ୍ରୀ ପଣ୍ଡା ଙ୍କ ଧର୍ମ ପତ୍ନୀ  ଓ  ସୁବର୍ଣ୍ଣପୁର  ଜ଼ିଲ୍ଲା ପୋଲିସ ବିଭାଗ ଏ କାର୍ଯ୍ୟ ପାଇଁ  ଗୌରଵାନ୍ନିତ ମନେ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରଷ୍ଟଫଣ୍ଡ ମହାବିଦ୍ୟାଳୟରେ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ   14-Aug-2026
  ଜିଲ୍ଲା  
ମାୟାବର୍ହା ହାଇସ୍କୁଲରେ ହର ଘର ତ୍ରିରଙ୍ଗା ଉତ୍ସବ ପାଳିତ   14-Aug-2026
  ଜିଲ୍ଲା  
ବ୍ରହ୍ମା କୁମାରୀରେ ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ଓ ନିଶାନିବାରଣ କର୍ମଶାଳା   14-Aug-2026
  ଜିଲ୍ଲା  
ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ   14-Aug-2026
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026

You Might Also Like