-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
24-Jun-2021
ରାଉରକେଲା (ପ୍ରେରଣା ଖବର) :ବ୍ରାହ୍ମଣୀ ନଦୀରେ ଭାସି ଯାଉଥିବା ଯୁବକ ଜୀବନ୍ତ ଉଦ୍ଧାର ହୋଇଛି । ବଣେଇ ଓ ଲହୁଣୀପଡ଼ା ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ଉଦ୍ଧାର ହୋଇଛନ୍ତି ଏହି ଯୁବକ। ଉଦ୍ଧାର ଯୁବକ ଜିତଵାହାନ ଓରାମ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ମିଳିଛି । ଵ୍ରାହ୍ମଣୀ ନଦୀ ସ୍ରୋତରେ ଯୁଵକ ଭାସି ଯାଉଥିବା ସୁଚନା ପାଇ ଅଗ୍ନିଶମ ବିଭାଗ ପକ୍ଷରୁ ଯୁଵକ ଉଦ୍ଧାର। ଉଦ୍ଧାର ଯୁବକ ସୁସ୍ଥ ଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି l