-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
22-Jun-2021
ଭୁବନେଶ୍ୱର(ଶୁଭାଶିଷ ନାୟକ): ଭୁବନେଶ୍ୱର ବଜାରକୁ ଆସିଗଲା ହ୍ୟୁଣ୍ଡାଇ ର ବହୁ ପ୍ରତୀକ୍ଷିତ ୪ଚକିଆ ଯାନ ଆଲକାଜାର। ଯାହାର ଶୁଭ ଉନ୍ମୋଚନ ଆଜି କମ୍ପାନୀର ଜେନେରାଲ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ଦ୍ଵାରା କୋଭିଡ ଗାଇଡ଼ ଲାଇନ ଅନୁସାରେ ଆଜି ଅନୁଷ୍ଠିତ ହୋଇଯାଇଛି।
ଏସ୍ ୟୁ ଭି ବର୍ଗର ଉନ୍ମୋଚିତ ଏହି ଗାଡି ଉଭୟ ପେଟ୍ରୋଲ ଓ ଡିଜେଲ ଇଞ୍ଜିନ ରେ ଉପଲବ୍ଧ ଯାହାକି ଉଭୟ ୬ ଓ ୭ ସିଟ ବିଶିଷ୍ଟ ଅଟେ। ଏହା ସହିତ ଏହି ଗାଡି ତିନି ବର୍ଗରେ ଯଥା ସିଗନେଚର,ପ୍ଲାଟିନମ ଓ ପ୍ରେଷ୍ଟିଜ ଭାରିଏଣ୍ଟ ରେ ଭୁବନେଶ୍ୱର ର ତମାଣ୍ଡୋ, ୟୁନିଟ - ୪ , ଲୁଇସ ରୋଡ଼ ଓ ଉତ୍ତର ଛକରେ ଥିବା କମ୍ପାନୀର ଶୋରୁମ ରେ ଉପଲବ୍ଧ ଅଟେ।