-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||     

HOME   ଅପରାଧ

ଆନ୍ତଃରାଜ୍ୟ ନିଶା କଫସିରଫ କାରବାର,ଜିଲ୍ଲା ପୋଲିସ ପ୍ରଶାସନ ର ବଡ଼ ସଫଳତା ହେଲେ ମୁଖ୍ୟ ପେଷାଦାର ବେଆଇନ ଅଭିଯୁକ୍ତ ବ୍ୟବସାୟୀଙ୍କ ମିଳୁନି ସୁରାକ

30-May-2021



 ବାଲାଙ୍ଗୀର,(ପ୍ରେରଣା ଖବର) ବଲାଙ୍ଗୀର ପୋଲିସକୁ  ଆନ୍ତଃରାଜ୍ୟ ନିଶା କଫସିରଫ କାରବାର ନେଇ ମିଳିଛି ବଡ଼ ଧରଣର ସଫଳତା ।ଏହି କାରବା ର ର ପର୍ଦ୍ଦାଫାସ କରିବା ରେ ମୁଖ୍ୟ ପେସାଦର ବେଆଇନ ବ୍ୟବସାୟୀ ଙ୍କୁ ଠାବ କରାଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଯୋଗ୍ୟ ଯେ,ବାରମ୍ବାର ବଲାଙ୍ଗୀର ଜିଲ୍ଲାରେ ଏ କାରବାର ବୃଦ୍ଧି ଘଟିଥିବା ନେଇ ବିଗତ ଦିନରେ ଜିଲ୍ଲା ଏସ ପି କ୍ଲିନ କ୍ରିମିନାଲ ନାଁ ରେ ଏକ ଟିମ ଗଠନ କରି ଏ କାରବାର ରୋକିବାରେ ବ୍ୟାପକ ସଫଳତା ହାସଲ କରିଥିଲେ । ବଲାଙ୍ଗୀର ସହର ରେ ଆଇନ ବିଦ୍ୟାଳୟ ର ଜଣେ ଏହି ସିରଫ ବିକ୍ରି କରୁଥିବା ଦୋକାନ ରେ ବାହାରୁ ବନ୍ଦ କରି ଜୀଅନ୍ତା ନିଆଁ ଲଗେଇ ହତ୍ୟା କରିବା ଅଭିଯୋଗରେ ଜଣେ ଗିରଫ ହୋଇ ଜେଲ ରେ ଅଛନ୍ତି ।  ଉକ୍ତ ଘଟଣା ପରେ  କ୍ଲିନ କ୍ରିମିନାଲ ଟିମ ରେ ଜିଲ୍ଲା ଏସ ପି ନିଜ ତତ୍ୱବଧାନ ରେ ଏହି କାରବାର ବନ୍ଦ କରିପାରିଥିଲେ । ଗତ କିଛି ମାସ ହେବ ଏ କାରବାର ପୁନଃ ଜୋର ଧରିଛି ଓ ନିୟମିତ ଅଭିଯୁକ୍ତ ଙ୍କ ନିକଟ ରୁ ଜବତ ତାଙ୍କୁ ଗିରଫ କରାଯିବା ଦେଖାଜାଉଛି । ଅନ୍ୟ ରାଜ୍ୟ ସ୍ତରୀୟ ବେଆଇନ ବ୍ୟବସାୟୀ ବିପୁଳ ପରିମାଣର କଫସିରଫ କାରବାର କରି କୋଟି,କୋଟି ଟଙ୍କାର ଲାଭ କରୁଥିବା ବେଳେ କେନ୍ଦ୍ରିୟ ସ୍ତରୀୟ ସରକାରୀ ବିଭାଗୀୟ ଅଧିକାରୀ ଙ୍କ ମିଳିତ ଉଦ୍ୟମ ରୁ ଏହି କାରବାର ସମ୍ପୁର୍ଣ୍ଣ ଠପ କରା ଯାଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।  ଏବେ  ପୁଣି ସକ୍ରିୟ ହୋଇ ପଡିଥିବା ଏହି  କଫସିରଫ ମାଫିଆ ଙ୍କୁ ଶନିବାର ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମୋ ପ୍ରବଣ  ତୁରେକେଲା ଜଙ୍ଗଲ  ରୁ ବିପୁଳ ପରିମାଣର କଫ ସିରପ ଜବତ କରିବା ସହ ଗୋଟିଏ ଟ୍ରକ ଓ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ତୁରେକେଲା ଥାନା ଅଧିକାରୀ କମଳ ଲୋଚନ ବେହେରା ଏବଂ କଣ୍ଟାବାଞ୍ଜି ଥାନାଧିକାରୀ ସତ୍ୟଜିତ ଖଣ୍ଡେଲ କେଲ ପୂରା ଟିମ୍ ସହିତ ଚଢଉ କରିଥିଲେ । ଟ୍ରକ ଭିତରୁ ୯୦ ପେଟି କଫସିରଫ ଜବତ କରିଛି ପୋଲିସ । ମୋଟ ୧୪୪୦୦ଟି ବୋତଲ ଥିବା ବେଳେ ଏହାର ଆନୁମାନିକ ବଜାର ମୂଳ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

  ପୋଲିସ ସୂଚନା ଅନୁସାରେ ଶନିବାର ସକାଳୁ ସକାଳୁ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା କନ୍ଦାଗାଡ ଜଂଗଲ ଭିତରେ ଏକ ଟ୍ରକରେ କଫସିରଫ ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ ।କର୍ଣ୍ଣାଟକ ନମ୍ବର ଥିବା ଏକ ଗାଡ଼ିରେ ବିପୁଳ ପରିମାଣର କଫ ସିରପ ବଲାଙ୍ଗିର ଜିଲ୍ଲାର ତୁରେକେଲା ଅଞ୍ଚଳକୁ ଆସୁଥିଲା । କର୍ଣ୍ଣାଟକ ନମ୍ବର ଥିବା ଟ୍ରକକୁ ସଂଦେହରେ ତୁରେକେଲା ପୋଲିସ ଟିମ ଜାଞ୍ଚ କରିଥିଲେ। ଜାଞ୍ଚ ସମୟରେ ଗାଡି ଭିତରେ କଫସିରଫ ଥିବା ଜଣାପଡିଥିଲା । ଟ୍ରକଟି କର୍ଣ୍ଣାଟକ ରାଜ୍ୟର ହୋଇଥିବା ବେଳେ ଗିରଫ ଡ୍ରାଇଭର ମଧ୍ୟ କର୍ଣ୍ଣାଟକ ରାଜ୍ୟର । ଗିରଫ ଆଉ ଜଣେ ବ୍ୟକ୍ତି ତୁରେକେଲା ଥାନା ଅର୍ନ୍ତଗତ ଖୁଜେନବାହାଲି ଗାଁର ବୋଲି ଜଣାପଡ଼ିଛି । ଏହାପରେ କଫ ସିରପ ଗାଡ଼ି ଓ ଅଭିଯୁକ୍ତଙ୍କୁ ବଲାଙ୍ଗିର ଏସପି ଅଫିସ କୁ ଅଣାଯାଇଥିଲା । ଏ ନେଇ ବଲାଙ୍ଗୀର ଏସପି ଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ବିଳନିରେ ସୂଚନା ଦେଇଛନ୍ତି ଏସପି ନୀତିନ କୁଶଳକର। ୧୪ ହଜାର ୪୦୦ ବୋତଲ କଫ ସିରପ ଜବତ କରାଯିବା ସହ ନଗଦ ୧୩ ହଜାର ଟଙ୍କା ଓ କଫ ସିରପରେ ମିଶା ଯାଉଥିବା କିଛି ନିଶା ଟେବଲେଟ ମଧ୍ୟ ଜବତ କରାଯାଇଛି । ତେବେ ଏହି କାରବାରରେ ଆଉ କେଉଁ ମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚାଲିଥିବା ଏସପି ସୂଚନା ଦେଇଛନ୍ତି ।

ତେବେ ଘଟଣାରେ ଜଣେ ଅଣ ଓଡ଼ିଆ ବ୍ୟବସାୟୀଙ୍କ ସଂପୃକ୍ତ ନେଇ ମଧ୍ୟ ତଦନ୍ତ ଚାଲିଥିବା ଏସପି ସୂଚନା ଦେଇଛନ୍ତି। ଯେହେତୁ କଫ ସିରପ ତୁରେକେଲା ଅଞ୍ଚଳକୁ ଆସୁଥିବାରୁ ଏଠାରୁ କେଉଁ ,କେଉଁ ଜାଗାକୁ ପଠା ଯାଉଥିଲା ସେ ନେଇ ମଧ୍ୟ ପୋଲିସ ତଦନ୍ତ ଚଳାଇଛି। ହେଲେ ପ୍ରଶ୍ନ ଉଠୁଛି, ଲକଡାଉନ, ସଟଡାଉନ ସମୟରେ ବାହାର ରାଜ୍ୟରୁ ବିପୁଳ ପରିମାଣର କଫ ସିରପ ବଲାଙ୍ଗୀର ଜିଲ୍ଲା ତୁରେକେଲା ଅଞ୍ଚଳକୁ ଆସିଲା କେମିତି । ପ୍ରକାଶ ଯେ- ଉକ୍ତ ଟ୍ରକ ତୁରେକେଲା ଜଙ୍ଗଲ ଭିତରେ ଥିବା ଓ ସେଠୁ ବିଭିନ୍ନ ଔଷଧ ବଟିକା ମିଶେଇ ପେକିଙ୍ଗ କରି ଚାଲାଣ ବିଭିନ୍ନ ସ୍ଥାନକୁ କରାଯାଇଥାନ୍ତା । ଦୀର୍ଘ ଦିନ ଧରି ଏହି କାରବାର ଲଖୁ,ଲକ୍ଷ  ଟଙ୍କାର ଚାଲିଥିବା ବେଳେ ପଡ଼ୋଶୀଛତିଶଗଡ଼ ରାଜ୍ୟ ଓ କଟକ ଅଞ୍ଚଳ ରୁ ଆସୁଥିବା ଅନେକ ଥର ପୋଲିସ ଠାବ କରି ଆସୁଅଛି । ମୁଖ୍ୟତଃ  ବଲାଙ୍ଗୀର ଜିଲ୍ଲା ର ସିନ୍ଧେକେଲା,କଣ୍ଟାବାଞ୍ଜି ଓ ଟିଟିଲାଗଡ ସହ ବଲାଙ୍ଗୀର ସହର କେନ୍ଦ୍ରବିନ୍ଦୁ ପାଲଟିଛି । ଏପରିକି ଏହି ଅଞ୍ଚଳ ରୁ ବିଭିନ୍ନ ଜିଲ୍ଲା କୁ ଚାରିଚାକିଆ ବାହାନ ସହ ବିଭିନ୍ନ ଗାଡି ଜାନ ରେ ଚାଲାଣ କରାଯାଇଆସୁଛି ବୋଲି ଗୁପ୍ତ ସୂଚନା ହସ୍ତଗତ ହୋଇଛି । ସୂଚନାଯୋଗ୍ୟ  ଯେ-ସିନ୍ଧେକେଲା ଚାନ୍ଦୁତରା ରାସ୍ତା ରେ ଥିବା ହନୁମାନ ମନ୍ଦିର କଡର ତିନୋଟି ଗୃହ ଓ ଉକ୍ତ ସହର ମଧ୍ୟରେ ଏକ ବଡ଼ ଗୋଦାମ ରହିଅଛି ତଥା ଟିଟିଲାଗଡ ପୋଲିସ ଥାନା ର ଜଣେ ମହିଳା କର୍ମଚାରୀ ଙ୍କ ସରକାରୀ ବାସ ଭବନ ରେ ଏହି ସିରଫ ଗଚ୍ଛିତ ରଖି ଦୀର୍ଘ ବର୍ଷ ଧରି ଏ କାରବାର ଚଲାଇବା ନେଇ ତିନିଥର ଜିଲ୍ଲା ଜନସେବା ସଙ୍ଗଠନ ତିନି ଥର ଗୃହ ବିଭାଗ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ପଦାଧିକାରୀ ଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସେ ନେଇ ପୂର୍ବତନ ପୋଲିସ ଅଧିକାରୀ ତଦନ୍ତ କରିଥିବା ବେଳେ ଦୃଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରି ନ ଥିଲେ । ଏ ନେଇ ଜନସେବା ସଙ୍ଗଠନ ରାଜ୍ୟ ସ୍ତରୀୟ ଓ ବଲାଙ୍ଗୀର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ସମ୍ପୁର୍ଣ୍ଣ କାରବାର ବନ୍ଦ ସହ ଏହି ଦୁଇଟି ସ୍ଥାନ ଉପରେ ଚଢ଼ାଉ କରିବା ନିମନ୍ତେ ଦାବୀପତ୍ର ପ୍ରେରଣ କରିଛି । ପକ୍ଷରୁ ତୁରଣ


News Comment




Photo in News

Advertisment
Lastest News
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026

You Might Also Like