-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||     

HOME   ଜୀବନଶୈଳୀ

ସୁବର୍ଣ୍ଣପୁର : କରୋନା କାଳରେ ବିପଦର ବନ୍ଧୁ: ଅସହାୟ, ଦୁଃଖୀ ରଙ୍କିଙ୍କ ସେବାରେ ସମର୍ପିତ ତିନୋଟି ଅନୁଷ୍ଠାନ

29-May-2021



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ):  ବର୍ତ୍ତମାନ କରୋନା ମହାମାରୀ ତଥା ସରାକରଙ୍କ ଲକ୍ ଡାଉନ ଓ ସଟଡାଉନ ଭିତରେ  ସାଧାରଣ ଖଟିଖିଆ ଲୋକ ବେଶ ପ୍ରଭାବିତ ହୋଇଛନ୍ତି l ଏମାନଙ୍କ ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବା ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି l ଏପରି ସଙ୍ଗୀନ ସ୍ଥିତିରେ ବିପଦର ବନ୍ଧୁ ସାଜିଛନ୍ତି ସୋନପୁର ର ଏକ ଅନୁଷ୍ଠାନ ବୁଢ଼ାରଜା ଯୁବ ସ୍ଵେଚ୍ଛାସେବୀ ସଂଗଠନ l ରାସ୍ତା କଡରେ ଥିବା ଭୋକିଲା ମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ରକ୍ତ ଦାନ ପର୍ଯ୍ୟନ୍ତ ପ୍ରତିଟି ସାମାଜିକ କାମରେ ଏମାନଙ୍କ ଭାଗିଦାରୀ ପ୍ରଶଂସନୀୟ ଅଟେ l କରୋନାର ପ୍ରଥମ ଲହରି ହେଉ କି ବର୍ତ୍ତମାନର ଦ୍ଵିତୀୟ ଲହରୀ, ସବୁବେଳେ ଅସହାୟ ଙ୍କ ସୁଖ ଦୁଃଖର ସାଥୀ ହୋଇଛନ୍ତି ଏହି ଅନୁଷ୍ଠାନ ର ସଭ୍ୟ ମାନେ l କରୋନା କlଳରେ ସହରରେ କାର୍ଯ୍ୟରତ ଟ୍ରାଫିକ ପୋଲିସ ଏବଂ ଶ୍ରମିକ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରି ବୁଢ଼ାରଜା ଯୁବ ସ୍ଵେଚ୍ଛାସେବୀ ସଂଗଠନ ନିଜର ମହାନତାର ପରିଚୟ ଦେଇପାରିଛି l

  ସୁବର୍ଣ୍ଣପୁର ସହରର ଆଉ ଦୁଇ  ଜଣାଶୁଣା ଅଗ୍ରଣୀ ସ୍ବେଛାସେବୀ ସଂଗଠନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବଜରଙ୍ଗ ଦଳ ମଧ୍ୟ ଏହି ମହାମାରୀ ସମୟରେ ନିଜ ସେବା ମନୋଭାର ପ୍ରଦର୍ଶନ କରି ସମସ୍ତଙ୍କ ପ୍ରଶଂସା ଭାଜନ ହୋଇପାରିଛନ୍ତି l ଲୋକଙ୍କ ବିପଦର ବନ୍ଧୁ 

ସାଜିଥିବା ଏହି ବ୍ୟକ୍ତି ମାନେ ନିଜ ଚାକିରୀ ଓ ବ୍ୟବସାୟରୁ  କିଛି ସମୟ କାଢି  ଅସହାୟ ଓ ରୋଗୀଙ୍କ ସେବାରେ ଲାଗି ପଡିଛନ୍ତି l   ପ୍ରତିଦିନ ସକାଳେ  ସହରର ବସଷ୍ଟାଣ୍ଡ  ଠାରେ ଆର୍ ଏସ୍ ଏସ୍ ଓ ବଜରଙ୍ଗ ଦଳର  କର୍ମକର୍ତ୍ତା  ଲୋକ ମାନଙ୍କୁ  ଆୟୁର୍ବେଦିକ  କାଢ଼l ଚା ବାଣ୍ଟୁଛନ୍ତି    l କୋଭିଡ  ଯୋଦ୍ଧା , ମାନସିକ ବିକୃତ ଲୋକ, ରୋଗୀ ସେବାଶ୍ରମର ଅନ୍ତେବାସୀ, ଭିକାରୀ ଓ ଅସହାୟ ଲୋକଙ୍କୁ ଜଳଖିଆ ଖାଦ୍ୟ ପୁଡିଆ ବାଣ୍ଟୁଛନ୍ତି ଏହି ସେବାକରି ଦଳ l ବିଭିନ୍ନ ସ୍ଥାନରେ ଲୋକଙ୍କୁ  ମାସ୍କ ବଣ୍ଟନ, କୋଭିଡ ସଚେତନତା ସହ ମେଡିକାଲ ରୋଗୀଙ୍କୁ ସାହାଯ୍ୟ, ରକ୍ତଦାନ,  ରକ୍ତ ଦାନ ଶିବିରର ଆୟୋଜନ, ଯୋଗ ପ୍ରଶିକ୍ଷଣ, ଗରିବଙ୍କୁ ପୁରୁଣା ବସ୍ତ୍ର ବଣ୍ଟନ,   ଜରୁରୀ ସେବା  ବେଳେ କୋଭିଡ ରୋଗୀଙ୍କୁ ଆକ୍ସିଜେନ ଯୋଗାଇବା ଏବଂ  ଅଜଣା ଶବ ଓ  ଶବ ସଂସ୍କାର ପାଇଁ ଅସହାୟ ପ୍ରକାଶ କରୁଥିବା ବିଭିନ୍ନ  ପରିବାରକୁ ସମ୍ପୂର୍ଣ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ଜିଲ୍ଲାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଚ୍ଛନ୍ତି  ଜିଲ୍ଲାର ଏହି ଦୁଇ ସଂଗଠନ l କେବଳ ଯେ ଏଇ ମହାମାରୀ 

ସଙ୍କଟ  ବେଳେ  ନୁହେଁ,  ଲୋକଙ୍କ  ଯେତେବେଳେ ଯାହା ବି  ବିପଦ ସଙ୍କଟ ପଡେ ସଙ୍କଟ ମୋଚନ  ପରି ଛିଡା ହୁଅନ୍ତି ଏଇ ସଂଗଠନର କର୍ମକର୍ତ୍ତା l ନିଷ୍ଠାପର ସେବା କାର୍ଯ୍ୟ  ପାଇଁ ଏହି ଦୁଇ ସାମାଜିକ ଅନୁଷ୍ଠାନ ବର୍ତମାନ ସୁବର୍ଣ୍ଣପୁର ସହରରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି l


News Comment




Photo in News

Advertisment
Lastest News
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026
  ରାଜ୍ୟ  
ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   18-Sep-2026
  ଜିଲ୍ଲା  
ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   18-Sep-2026
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ