-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
26-May-2021
ନୂଆଦିଲ୍ଲୀ : ୧୯୮୫ ବ୍ୟାଚ ମହାରାଷ୍ଟ୍ର କ୍ୟାଡର ଆଇପିଏସ ଅଧିକାରୀ ତଥା ସିଆଇଏସଏଫ ମୁଖ୍ୟ ସୁବୋଧ ଜୟସ୍ବାଲ ନୂଆ ସିବିଆଇ ନିର୍ଦ୍ଦେଶକ ନିଯ଼ୁକ୍ତ ହୋଇଛନ୍ତି । ତାଙ୍କ କାର୍ୟ୍ୟକାଳ ଦୁଇବର୍ଷ ପାଇଁ ରହିବ । ତେଲଗୀ ଷ୍ଟାମ୍ପ ଦୁର୍ନୀତି ମାମଲାର ତଦନ୍ତ କରି ସେ ପୂର୍ବରୁ ଚର୍ଚ୍ଚିତ ହୋଇଥିଲେ । ଗତ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ସୁବୋଧଙ୍କ ନାମରେ ମୋହର ଲାଗିଥିଲା । (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)