-+91-9937148622 |

prerana_bgr@rediffmail.com |

  Thursday 18th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||      ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ    (17-Jun-2026)       ||      ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (17-Jun-2026)       ||      ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ   (17-Jun-2026)       ||      ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   (17-Jun-2026)       ||      ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   (17-Jun-2026)       ||      *ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   (17-Jun-2026)       ||      *ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   (17-Jun-2026)       ||      *କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   (17-Jun-2026)       ||      ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   (17-Jun-2026)       ||      ଗ୍ରାମର ସମସ୍ୟା ନେଇ ବିଡିଓଙ୍କ ସହିତ ଆଲୋଚନା   (17-Jun-2026)       ||      ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   (17-Jun-2026)       ||      କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍    (17-Jun-2026)       ||      +୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   (17-Jun-2026)       ||      ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   (17-Jun-2026)       ||      ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||     

HOME   ରାଜ୍ୟ

କରୋନା କାଳରେ ନିଜକୁ ସୁରକ୍ଷିତ ରଖିବାକୁ ଅନୁରୋଧ କଲେ ମନ୍ତ୍ରୀ ପ୍ରତାପ ଜେନା, ଭିଡ଼କୁ ଯାଆନ୍ତୁ ନାହିଁ; ସ୍ବଚ୍ଛତା, ସଚେତନତାକୁ ଗୁରୁତ୍ବ ଦିଅନ୍ତୁ

25-May-2021



ମାହାଙ୍ଗା: ‘ସଚେତନତା ଓ ସ୍ବଚ୍ଛତା ହିଁ କରୋନା ମହାମାରୀରୁ ଆମ ସମସ୍ତଙ୍କୁ ରକ୍ଷା କରିବ। ଏହାକୁ ପାଳନ କରିବା ପାଇଁ ମାହାଙ୍ଗାର ସମସ୍ତ ଗୁରୁଜନ, ମା’ ଓ  ଭଉଣୀମାନଙ୍କୁ ଅନୁରୋଧ। କରୋନା କାଳରେ ସେମାନେ ନିଜକୁ ସୁରକ୍ଷିତ ରଖନ୍ତୁ। ବଜାର ଘାଟ ଭିଡ଼ ସ୍ଥାନକୁ ବର୍ଜନ କରି ଅତି ଆବଶ୍ୟକ ନ ଥିଲେ ବାହାରକୁ ବାହାରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ମାହାଙ୍ଗା ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା। ଶ୍ରୀ ଜେନା କହିଛନ୍ତି ଯେ ସେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ୧୮ ଦିନ ମେଡିକାଲ୍‌ରେ ରହି ଏବେ ଘରକୁ ଫେରିଛନ୍ତି। କୋଭିଡ୍‌ ଆକ୍ରାନ୍ତ ହେଲେ, କି ଯନ୍ତ୍ରଣା ତାହା ସେ ଅନୁଭବ କରିଛନ୍ତି। ତେଣୁ ସମସ୍ତେ ସବୁ କଟକଣା ପାଳନ କରିବା ଆବଶ୍ୟକ। ଭଗବାନ ସମସ୍ତଙ୍କୁ ଏହି ମହାମାରୀରୁ ସୁରକ୍ଷା ଦିଅନ୍ତୁ। ସାମାନ୍ୟ ଅସୁସ୍ଥତା, ଜ୍ବର, କାଶ, ଥଣ୍ତା କିମ୍ବା ଦେହ ଘୋଳା ବିନ୍ଧା ହେଲେ ତୁରନ୍ତ ମେଡିକାଲ୍‌ରେ ପରୀକ୍ଷା କରନ୍ତୁ।

ଯଦି କେହି କରୋନା ଆକ୍ରାନ୍ତ ହେଉଛନ୍ତି ସେମାନେ ଏହାକୁ ନ ଲୁଚାଇ ସାର୍ବଜନୀନ କରନ୍ତୁ। ଏହାଦ୍ବାରା ନିଜେ ଓ ଅନ୍ୟମାନେ ଅବଗତ ହୋଇ ସୁରକ୍ଷିତ ହୋଇ ରହିପାରିବେ। ନିଜ ଜୀବନକୁ ସୁରକ୍ଷିତ ରଖିବା ସମସ୍ତଙ୍କର ଦାୟିତ୍ବ ହେବା ଆବଶ୍ୟକ। ଗତ ଦେଢ଼ବର୍ଷ ହେଲା କରୋନା କଟକଣା ଓ ଲକ୍‌ଡାଉନ୍‌ ଯୋଗୁଁ ସମସ୍ତଙ୍କର ଆର୍ଥିକ ସ୍ଥିତି ଦୋହଲି ଯାଇଛି। ସରକାରଙ୍କ କଟକଣାକୁ ମାନିବା ଦଳଗତ ବର୍ଣ୍ଣ ନିର୍ବିଶେଷରେ ଆମ୍ଭ ସମସ୍ତଙ୍କର ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। ଏହା ଦ୍ବାରା ଆମ୍ଭେମାନେ କରୋନା ମହାମାରୀଠାରୁ ନିଜକୁ ଦୂରେଇ ରଖିବା ସହ ରାଜ୍ୟ ଓ ଦେଶକୁ ସୁସ୍ଥ ରଖିବା ବୋଲି ଶ୍ରୀ ଜେନା କହିଛନ୍ତି। (ଦୀପକ କୁମାର ଷଡଙ୍ଗୀ ଙ୍କ ରିପୋର୍ଟ)


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   17-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   17-Jun-2026
  ଜିଲ୍ଲା  
ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ   17-Jun-2026
  ଜିଲ୍ଲା  
ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   17-Jun-2026
  ଜିଲ୍ଲା  
ନୂତନ ମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ   17-Jun-2026
  ଜିଲ୍ଲା  
ଟୋକନ ନ ସମସ୍ୟା; ମଙ୍ଗଳବାର ରାସ୍ତାରୋକ ସ୍ଥଗିତ   17-Jun-2026
  ଜିଲ୍ଲା  
ନବମ ଓଡ଼ିଶା ପେନକାକ୍ ସିଲାଟ ଚମ୍ପିଆନସିପ୍‌ରେ ବଲାଙ୍ଗିରର ସଫଳତା; ୧୪ ପଦକ ହାସଲ   17-Jun-2026
  ଜିଲ୍ଲା  
*ଚନ୍ଦାହାଣ୍ଡି ଠାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ*   17-Jun-2026
  ଜିଲ୍ଲା  
*ସି.ଆର.ସି.ସି.,ବି.ଇ.ଓ.,ଵି.ଆର.ସି.ସି. ମିଳିତ ପରିଦର୍ଶନ-ବିଦ୍ୟାଳୟ ସ୍ତରୀୟ "ସୁରକ୍ଷା ଓ ନିରାପତ୍ତା ନିଶ୍ଚିତକରଣ-*   17-Jun-2026
  ଜିଲ୍ଲା  
*କେରଣ୍ଡି ଗାଁରେ କାଳବୈଶାଖୀ ତାଣ୍ଡବ.... ଉପଡିଲା ଗଛ ଭାଙ୍ଗିଲା ଘର ଗୁଡିକର ଛପର*   17-Jun-2026
  ରାଜ୍ୟ  
ମହାରାଣା ପ୍ରତାପ: ବୀରତ୍ୱ ,ସ୍ୱାଭିମାନ ଏବଂ ଦେଶପ୍ରେମର ଏକ ଅମର ପ୍ରତୀକ।ତ୍ୟାଗ, ସାହସ ଏବଂ ସ୍ୱାଧୀନତାର ଏକ ଅନନ୍ୟା ଗାଥା। (ମହାରାଣା ପ୍ରତାପ ଙ୍କ ଜୟନ୍ତୀ ଅବସରରେ) -ସ୍ଵାମୀ ବିଜୟାନନ୍ଦଜୀ।   17-Jun-2026

You Might Also Like