-+91-9937148622 |

prerana_bgr@rediffmail.com |

  Tuesday 15th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||     

HOME   ରାଜ୍ୟ

ଭଞ୍ଜନଗର : ଯୋଗୀମାରି ଭି.ଏସ.ଏସ ଓ କାଠ ମାଫିଆ ମଧୁ ଚଦ୍ରିକା ; ବେଧକଡ଼ ଗଛ କାଟି ଲୁଟ ଅଭିଯୋଗ

25-May-2021



ଭଞ୍ଜନଗର (ପ୍ରେରଣା ଖବର ବ୍ୟୁରୋ) ଜଙ୍ଗଲ ଓ ଏହାର ସମ୍ପଦର ସୁରକ୍ଷା କୁ ନେଇ ପ୍ରତ୍ୟେକ ଗ୍ରାମରେ ଗଠନ କରାଯାଇଛି ବନ ସୁରକ୍ଷା ସମିତି କିନ୍ତୁ ବନ ବିଭାଗର ଅପାରଗତା ଫଳରେ ବନ ସୁରକ୍ଷା ସମିତିର ମଧୁ ଚନ୍ଦ୍ରିକାରେ କାଠ ମାଫିଆ ମାଲାମାଲ ହେଉଛନ୍ତି। ଏଭଳି ଏକ ଗୁରୁତ୍ୱର ଅଭିଯୋଗ ଆସିଛି।  ଉତ୍ତର ଘୁମୁସର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ବିଂଝଗିରୀ ବିଟର ଯୋଗୀମାରି ଗ୍ରାମରୁ ଏଠାରେ

ଭି.ଏସ.ଏସ ଓ କାଠ ମାଫିଆ ର ମଧୁ ଚଦ୍ରିକା ରେ ବେଧକଡ଼ ଗଛ କାଟି ଲୁଟର  ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ। ଗ୍ରାମବାସୀ ଆଣିଥିବା ଅଭିଯୋଗ ପ୍ରକାରେ  ଶନିବାର ସକାଳ ସମୟରେ ସମ୍ପୁକ୍ତ ଗ୍ରାମରେ ଜଣେ ବ୍ୟକ୍ତି କୌଣସି ପ୍ରକାରର ବନ ସୁରକ୍ଷା ସମିତିର ଅନୁମତି ନନେଇ ଗ୍ରାମର ଏକ ସ୍ଥାନରୁ ଗଛ କାଟି ଟ୍ରାକ୍ଟର ଯୋଗେ ନେଉଥିବା ବେଳେ ଗ୍ରାମବାସୀ ଏହାକୁ ଅଟକାଇବା ସହ ବନ ସୁରକ୍ଷା ସମିତିର ଅନୁମତି ପତ୍ର ମାଗିବା ସହ କାହା ଅନୁମତି ବନ ସୁରକ୍ଷା ସମିତି ଅଧିନରେ ଥିବା ଏହି ମୂଲ୍ୟବାନ ଗଛ କାଟିଲ ବୋଲି ପ୍ରଶ୍ନ କରିଥିଲେ। ଫଳରେ ସମ୍ପୁକ୍ତ କାଠ ମାଫିଆ ଜଣଙ୍କ କାଠ କୁ ମୁଖ୍ୟରାସ୍ତା କଡରେ ପକାଇଦେଇ ଚାଲି ଆସିଥିଲେ। କିଛି ସମୟ ପରେ ଏହି ଅଂଚଳରେ କାଯ୍ୟରତ ଥିବା ବନ କର୍ମଚାରୀ,ବନ ସୁରକ୍ଷା ସମିତିର କର୍ମକର୍ତ୍ତା ଓ ସମ୍ପୁକ୍ତ କାଠ ମାଫିଆ ଜଣଙ୍କ ମଧ୍ୟରେ ଗୁପ୍ତ ବୈଠକ କରାଯିବା ପରେ ବନ ବିଭାଗ କର୍ମଚାରୀ ଜଣଙ୍କ ଗଛ କାଟି ଥିବା ସ୍ଥାନ ପରିଦର୍ଶନ କରିବା ସହ ଜବତ କାଠ କୁ ଗ୍ରାମକୁ ନେଇଯିବା କୁ ବନ ସୁରକ୍ଷା କର୍ମକର୍ତ୍ତା କୁ କହିଦେଇ ଚାଲି ଯାଇଥିଲେ। ଯାହାକୁ ନେଇ ଗ୍ରାମବାସୀ ମଧୁଚନ୍ଦ୍ରିକାର ଗୁରୁତର ଅଭିଯୋଗ ଆଣିଛନ୍ତି। । ଏ ନେଇ ସମ୍ପୁକ୍ତ କାଠ ମାଫିଆ ଜଣଙ୍କ ଏହି ସବୁ କାଠ କୁ କାଟି ସେ ଗ୍ରାମରେ ନିଲାମ କରି ବିକ୍ରି କରିବାକୁ ସଫେଇ ଦେଇଛନ୍ତି। କିନ୍ତୁ ଏଥି ନିମନ୍ତେ କୌଣସି ପ୍ରକାର ଅନୁମତି ତାଙ୍କ ପାଖରେ ନାହିଁ ବୋଲି କହିଛନ୍ତି। ଏ ନେଇ ଗ୍ରାମରେ ଖବର ଲେଖାଯିବା ସୁଦ୍ଧା ଚାପା ଉତେଜନା ଲାଗିରହିଥିବା ବେଳେ ଗ୍ରାମ

ବାସୀ ମାନେ ବନ ସୁରକ୍ଷା ସମିତିର ମଧୁ ଚନ୍ଦ୍ରିକାରେ ସମ୍ପୁକ୍ତ ବ୍ୟକ୍ତି ଜଣଙ୍କ ପୂର୍ବରୁ ମଧ୍ୟ ଏହି ପରି ଗଛ କାଟି ନେଉଥିବା ଅଭିଯୋଗ କରିଛନ୍ତି। ଆଜି ଧରାପଡି ଯିବାରୁ ଏହାକୁ ସେ ଗ୍ରାମରେ ନିଲାମ ପାଇଁ ନେଉଥିବା ମିଛ କହିଛନ୍ତି । ସେ  କାଟିଥିବା ସମସ୍ତ କାଠ ମୁଖ୍ୟରାସ୍ତା କଡରେ ପଡିଥିବା ବେଳେ ଗ୍ରାମରେ ଚାପା ଉତେଜନା ଲାଗି ରହିଛି। ବନ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ବର୍ତ୍ତମାନ ସୁଦ୍ଧା ନିଆଯାଇନାହିଁ। ବିଭାଗୀୟ ଉଛ ପଦସ୍ଥ ଅଧିକାରୀ ଏହାର ତଦନ୍ତ କରି କାଯ୍ୟ।ନୁଷ୍ଠାନ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।


News Comment




Photo in News

Advertisment
Lastest News
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026

You Might Also Like