-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
23-May-2021
ବଲାଙ୍ଗୀର(ସନ୍ତୋଷ କୁମାର ଠାକୁର): ବଲାଙ୍ଗୀର ବରପାଲିପଡ଼ା ଏଟିଏମ୍ ରୁ ଜଳସେଚନ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ କାର ଲୂଟ ସହ ଅପହରଣ ହୋଇଥିବl ନେଇ ଖବର ଆସିଛି । ଦୃବୁତ୍ତ ମାନେ ଅପହରଣ କରି ଫେରାର ମାରୁଥିବା ଅନ୍ୟ ଏକ କାର ସହ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁଁ ନାଳରେ ଫସି ଯାଇଥିଲା କାର । ଅନ୍ୟ କାରରୁ ୧ଲକ୍ଷ ୮୫ହଜାର ଟଙ୍କା ସହ ୩ମୋବାଇଲ ଲୁଟିନେଲେ ଦୃବୁତ୍ତ । ଅଭିଯୋଗ ପରେ ଜଣେ ଦୃବୁତ୍ତକୁ କାବୁ କରିଛି ଟାଉନ ଥାନା ପୋଲିସ ।