-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ଭଞ୍ଜନଗର(ପ୍ରେରଣା ଖବର): ମଝିଆ ଯାଆ ଉପରେ କିରୋସିନି ଢାଳି , ନିଆଁ ଲଗାଇଦେଲା ସାନ ଯାଆ । ଭଂଜନଗର ଥାନା ଅନ୍ତର୍ଗତ ବଡପଥରା ଗାଁ ରେ ଏପରି ଏକ ଅଭାବନୀୟ ଘଟଣା । ଅର୍ଦ୍ଧଦଗ୍ଧ ମହିଳାଙ୍କୁ ଭଂଜନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ , ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ମହିଳା ସଂଗୀତା ସ୍ବାଇଁ ବୋଲି ଜଣାପଡିଛି । ପୋଲିସ୍ ର ତଦନ୍ତ ଆରମ୍ଭ କରିଛି l