-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
21-May-2021
ଲଇଡା,(ସଂଜୀବପାଣିଗ୍ରାହୀଙ୍କରିପୋର୍ଟ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ରେ ଗୁରୁବାର ଅପରାହ୍ନ ରେ ଠେଲକୁଲି ସ୍ଥିତ ଭୁଷଣ କାରଖାନା ପକ୍ଷରୁ ବିଶୋଧନ କରାଯାଇଛି। ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର,ରାଜସ୍ବ ନିରିକ୍ଷକ କାର୍ଯ୍ୟାଳୟ, ସେବା ସମବାୟ ସମିତି , ଲଇଡା ବସଷ୍ଟାଣ୍ଡ ପ୍ରଭୁତି ଅଞ୍ଚଳକୁ ଭୁଷଣ କାରଖାନା ର ଅଗ୍ନୀିଶମ ବିଭାଗର ପକ୍ଷରୁ ବିଶୋଧନ କରାଯାଇଥିଲା । ଲଇଡା ଓ ଏହାର ଆଖପାଖ ଅଞ୍ଚଳରେ କରୋନା ସଂକ୍ରମିତ ରୋଗୀ ବହୁତ ଥିବା ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଙ୍ଗାଲି,ଜମନକିରା ଓ କୁଚିଣ୍ଡା ବ୍ଳକ ଅଞ୍ଚଳରୁ ଶହ ଶହ ରୋଗୀ ଆସୁଥିବାରୁୁ ପ୍ରତିଦିନ ବିଶୋଧନ କରିବା ପାଇଁ ଅଞ୍ଚଳବାସି ଦାବି କରିଛନ୍ତି।