-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
01-Apr-2021
ପୁରୀ (ସମୀର ରଞ୍ଜନ ନାୟକ ) ମାଉସୀମା ମନ୍ଦିର ରୁ ଚୋରି ହୋଇ ଥିବା ଖବର ଆମ ହସ୍ତଗତ ହୋଇଛି l ପୁରୀ ବଡଦାଣ୍ଡ ବଳଗଣ୍ଡି ନିକଟରେ ଥିବା ମାଉସୀମାଙ୍କ ମନ୍ଦିର ରୁ ହୋଇଛି ଚୋରୀ ମୁଖ୍ୟ ପ୍ରବେଶ ଦ୍ୱାର ଲୁହା ଗେଟ ତାଲା କାଟି ପଶିଛନ୍ତି ଲୁଟେରା l ପୁଣି ଭିତରର ମୁଖ୍ୟ ମନ୍ଦିରରେ ପ୍ରବେଶ କରି ହୁଣ୍ଡି ଭାଙ୍ଗି ପ୍ରାୟ 30ହଜାର ଟଙ୍କା ଲୁଟି ଥିବା ଆସଙ୍କା କରା ଯାଉଛି ଏବଂ ଭିତରେ ଥିବା ଗଡ଼ରେଜ ରୁ ମାଙ୍କରରୁପା ଅଳଙ୍କାର ଓ ଦାତା ଦେଇ ଥିବା ଶାଢ଼ୀ ମଧ୍ୟ ଲୁଟେରା ମାନେ ଲୁଟି ନେଇଛନ୍ତି l କୁମ୍ଭାର ପଡା ପୋଲିସ ପଛଞ୍ଚି ତଦନ୍ତ କରୁଛି l