-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
11-Feb-2021
ନୂଆପଡା(ପ୍ରେରଣl ଖବର ବ୍ୟୁରୋ) : ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ।ଜଙ୍ଗଲକୁ ଯାଇଥିବା ମହିଳା ଙ୍କୁ ବାଘ ଝାଂପି ମାରି ଥିବା ଓ ଜଙ୍ଗଲ ରେ ମହିଳା ଙ୍କ ମୃତ ଦେହ ପଡିରହିଥିବା ପରିବାର ଲୋକେ ଆଣିଲେ ଅଭିଯୋଗ।ଜଙ୍ଗଲ ରେ ଦୁଇଟି ବାଘ ର ଗର୍ଜନ ଶୁଣି ମୃତ ଦେହ ଆଣି ନ ପାରି ପରିବାର ଲୋକେ ଚାଲି ଆସିଥିବା ବେଳେ ଜଙ୍ଗଲ ରେ ମହିଳା ଙ୍କ ମୃତ ଦେହ ପଡିରହିଛି।ଘଟଣା ସ୍ଥଳ କୁ ବନ ବିଭାଗ ବା ପୋଲିସ ଏଯାଏଁ ପହଂଚି ନାହିଁ।ମହିଳା ଜଣକ ନୂଆପଡା ରେଞ୍ଜ ଭରୁଆ ମୁଣ୍ଡା ପଂଚାୟତ ର ଛୋଟ ଲୋଦ୍ରା ଗାଁ ର ଭାନୁବାଇ ମାଝୀ ୪୫ ବୋଲି ଜଣା ପଡିଛି।ମହିଳା ଜଣକ ଆଜି ଦିନ ୧୨ ଟା ସମୟରେ ଜଙ୍ଗଲ କୁ କାଜୁ ସଂଗ୍ରହ କରିବାକୁ ଯାଇ ଫେରିନଥିଲେ।ପରିବାର ଲୋକେ ଖୋଜିବାକୁ ଯାଇ ମହିଳା ଜଙ୍ଗଲ ରେ ପଡିଥିବା ଦେଖିଥିଲେ।ବାଘ ଗର୍ଜନ ଶୁଣି ଚାଲି ଆସିଥିଲେ