-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା

27-Jun-2026



ତଦନ୍ତ ପାଇଁ ଜିଲ୍ଲାପାଳଙ୍କଠାରେ ଅଭିଯୋଗ

ଡୁଙ୍ଗୁରିପାଲି (ଆରବିନ୍ଦ ମିଶ୍ର): ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ କାର୍ଯ୍ୟାଳୟ ଏବଂ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଉଟନ ମରାମତି ଏବଂ ରକ୍ଷଣାବେକ୍ଷଣ ନାଁରେ ଗତ ୪ବର୍ଷ ମଧ୍ୟରେ ହାରାହାରି ୯୦ ଲକ୍ଷଟଙ୍କାରୁ ଉର୍ଦ୍ଧ ଖର୍ଚ ହୋଇଥିବା ଏକ ସୂଚନା ଆଇନର ମିଳିଥିବା ତଥ୍ୟରୁ ଜଣାଯାଏ। ଉକ୍ତ ଅନୁଦାନ ଠିକ୍ ବାଟରେ ଖର୍ଚ ହୋଇଛି ବି ଚାଟମାରଣ। ହୋଇଛି ଏହାର ତଦନ୍ତ ପାଇଁ ଗତ ୨୫/୫/୨୦୨୬ ଜିଲ୍ଲାପାଳଙ୍କ ଜଳ ଅଭିଯୋଗ ଶୁଣାଣି ଶିବିର ଚେରୂପାଲିଠାରେ କୋସଲ ସାମ୍ବାଦିକ ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । ଜିଲ୍ଲାପାଳ ଅଭିଯୋଗ ପାଇବା ପରେ ସ୍ଥାନୀୟ ବିଡ଼ିଓ ଙ୍କୁ ଅଭିଯୋଗକାରୀମାନଙ୍କ ସହିତ ସଠିକ ତଥ୍ୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବିକିଓ ସୁବିଧା ଦେଖୁ ସମସ୍ତ ଫାଇଲ ଗୁଡିକୁ ଯାଞ୍ଚ କଲା ପରେ କଣ ହୋଇଛି କହିପାରିବି ବୋଲି ରହିଥିରେ ମଧ୍ୟ ଆଜି ପସନ୍ତ କିଛି ଜଣା ପଢି ନାହିଁ । ମିଳିଥିବା ସୂଚନା ତଥ୍ୟ ଅନୁସାରେ ପଞ୍ଚାୟତ ସମିତି ବୈଠଳରେ ଅନୁମୋଦନ ଅନୁସାରେ ବିଡିଓଙ୍କ ସରକାରୀ ବାସଭବଳରେ ଚାରି ବର୍ଷରେ ପ୍ରାୟ ୧୧ଳକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇଥିବା ତଥ୍ୟ କହୁଛି । ସରକାରୀ ବାସଭବନ ସଂପୂର୍ଣ କରଣ ପାଇଁ ୧୬/୬/ ୨୦୨୨ରେ ଏକଲକ୍ଷ ୫୨ହଜାର ୧୭୫ଟଙ୍କା ,୧୩/୧/୨୦୨୩ରେ ୩ ଳକ୍ଷ, ୨୯/୨/୨୦୨୪ରେ ମରାମତି ଓ ରକ୍ଷଣାବେକ୍ଷଣ ବାବଦକୁ ୨ଲକ୍ଷ ୫୦ ହଜାର, ୨୬/ ୯/୨୦୨୫ରେ ମରାମତି ନାଁରେ ପୁଣି ୨ଲକ୍ଷ ଏବଂ ସିଏଫସି ଫଶରୁ ପୁଣି ୨ଲକ୍ଷ ଖର୍କ କରାଯାଇଛି । ବିଜଓଙ୍କ ନୂତନ ବାସଭବନ ୧୬/ ୬/୨୦୨୨ରେ ସଂପୂର୍ଣ କରଣ ପାଇଁ ଖର୍ଚ ହୋଇଥିବା ବେଳେ ପୁଣି ନୂତନ ବାସସନରେ ମରାମତିର କଣ ଆବଶ୍ୟକ ପଡିଛି ? ସେହିପରି ବ୍ଳକ ସଭାଗୃହରେ ୧୬/ ୬/ ୨୦୨୨ରେ ତିନି ଲକ୍ଷ, ଶୀତତାପ ନିୟନ୍ତ୍ରୀତ ପାଇଁ ୨୦ ହଜାଇ, ପୁଣି ପ୍ରୋଜେକ୍ଟର, ଲାପଟପ୍, ସାରଣ୍ଡ ସିଷ୍ଟମ, ବ୍ୟାଟେରୀ ପାଇଁ ୨ଲକ୍ଷ ୫୦ ହଜାର, ୧୩/୧/୨୦୨୩ରେ ଷ୍ଟାଫ କ୍ଵାଟର  ମରାମତି ଏବଂ ରକ୍ଷଣାବେକ୍ଷଣ ପାଇଁ ୫ଲକ୍ଷ, ପିଏଚ ୱାଇଁ ପାଇଁ ୫ଲକ୍ଷ, ପୁଣି ମରାମତି ପାଇଁ ୧୦ଲକ୍ଷ, ନରେଗା ବିଭାଗରୁ ୩ଲକ୍ଷ । ୨୯/୬/୨୦୨୫ ପୁଣି ଷ୍ଟାଫ କ୍ଵାଟର ମରାମତି ପାଇଁ ୫୦କ୍ଷ, ପୁଣି ୫ଲକ୍ଷ, ପୁଣି ୪ଲକ୍ଷ, ପୁରୁଣାକ୍ରାଟର ମରାମତି ପାଇଁ ୧୦ଲକ୍ଷ, ପୁଣି ୨ଳକ୍ଷ ୫୦ ହଜାର, ଆଉଥରେ ୨ଲକ୍ଷ ୫୦ହଜାର ଖର୍ଜ ହୋଇଥିବା ବେଳେ ରାଜୀବ ଗାନ୍ଧୀ ସେବା ଭବନରେ ୧୬/୬/୨୦୨୨ରେ ମରାମତି ଏବଂ ପାଇଖାନା ମଲାମତି ପାଇଁ ୬ଲକ୍ଷ । ଅଫିସ ପାଇଖାନା ପାଇଁ ୪ଲକ୍ଷ ୫୦ ହଜାର ଖର୍ଚ କରାଯାଇଛି । ରାଜୀବ ଗାନ୍ଧୀ ଭବନରେ ୬ଲକ୍ଷ ଖର୍ଚ ହୋଇଥିଲେ ମଧ୍ୟ ପାଇଖାନାରେ ପାଣିର ବ୍ୟବସ୍ଥା ନାହିଁ । ସେଠାରେ ମଇଲା 

ଆବର୍ଜନା ଉର୍ତି ହୋଇଛି । ଯାହା ଦି ବ୍ୟବହାର ଯୋଗ୍ୟ ନାହିଁ I ଏତେ ଟଙ୍କା ଖର୍ଚ ହୋଇଥିଲେ ମଧ୍ୟ ମରାମତି ରକ୍ଷଣାବେକ୍ଷଣ ଉପରେ ସନ୍ଦେହ ଦେଖା ଦେଇଛି । ସେହିପରି ୧୩/୧/୨୦୨୩ ରେ ଅତିରିକ୍ତ ସହଜାରୀ ଯନ୍ତ୍ରୀଙ୍କ ସରକାରୀ ବାସ ଭବନରେ ୩ଲକ୍ଷ ଏବଂ ୨୯/୯/୨୦୨୫ରେ ମଲାମତି ବାବଦକୁ ଦୁଇଥର ତିନି ଲକ୍ଷ ଟଙ୍କା ଲେଖାଏ ଖର୍ଚ କରାଯାଇଥିବା ସୂଚନା ଆଧାରର ତଥ୍ୟରେ ଦର୍ଶା ଯାଇଛି । ଅତିରିକ୍ତ ସହକାରୀ ଯନ୍ତ୍ରୀଙ୍କ ନୂତନ ବାସଭବନ ନିର୍ମାଣ ହୋଇଅଛି । ସେଥଲେ ଯନ୍ତ୍ରୀ ଏ ପର୍ଯ୍ୟନ୍ତ ରହୁ ନାହାନ୍ତି । ନୂତନ କୋଠାରେ ପୁଣି କିପରି ମରାମତି ପାଇଁ ୬ଲକ୍ଷ ଖର୍କ କରାଯାଇଥବା ଦର୍ଶାଯାଇଛି । ସୂଚନା ଆଧାରରେ ତଥ୍ୟ ମଗାଯାଇଥିଲା । କେବଳ ଖର୍କର ତଥ୍ୟ ପ୍ରଦାନ କରାଯାଇଥିବା ବେଳେ ଖର୍ଚର ସବିଶେଷ ବିବରଣୀର ତଥ୍ୟ ପ୍ରଦାନ କରାଯାଇ ନାହିଁ । ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବୀ ହେଉଛି । ବର୍ତ୍ତମାନ ବିଜିଓ ତାଙ୍କ ସମୟରେ ଏହା ହୋଇ ନ ଥିବା ଏବଂ ସେ ନୂତନ ଭାବେ ଯୋଗ ଦେଇଥିବାରୁ ସେ ପୂର୍ବର ଖର୍ଚ ବାବଦରେ ଫାଇଲ ଦେଖୁଲେ କ‌ହିପାରିବି ବୋଲି କହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like