-+91-9937148622 |

prerana_bgr@rediffmail.com |

  Saturday 13th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ସାଖା ପକ୍ଷରୁ ସରପତ ବଣ୍ଟନ    (13-Jun-2026)       ||      ମହାନଦୀବିହାର ପେନ୍ସନର୍ସ ଆସୋସିଏସନ୍ ପକ୍ଷରୁ ସେବାକାର୍ଯ୍ୟ   (13-Jun-2026)       ||      ପାଟଣାଗଡ଼ ଓ ବେଲପଡା ପରେ ଖପ୍ରାଖୋଲ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ବିଜେଡ଼ି    (13-Jun-2026)       ||      ଅତାବିରା ନୂତନ ମାର୍କେଟ୍ କଂପ୍ଳେକ୍ସର ଭିତ୍ତିପ୍ରସ୍ଥର ସ୍ଥାପନ   (13-Jun-2026)       ||      ଅଖିଳ ଭାରତ ବ୍ୟବସାୟୀ ସଂଘ(କନଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସ୍ )ର ବଲାଙ୍ଗିର ଶାଖା ଉଦଘାଟିତ    (13-Jun-2026)       ||      ସମ୍ବଲପୁର ରେ ଆସନ୍ତା ଜୁନ 14 ତାରିଖ ରେ ଆୟୋଜନ ହେବ ସର୍ବଭାରତୀୟ ସମ୍ବଲପୁରୀ - ହିନ୍ଦୀ - ଉର୍ଦୁ କବି ସମ୍ମିଳନୀ ll ସମ୍ବର୍ଦ୍ଧିତ ହେବେ ବିଭିନ୍ନ ଭାଷା ର 5 ଜଣ ବିଶିଷ୍ଟ କବି ll   (13-Jun-2026)       ||      ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ   (13-Jun-2026)       ||      ଆଇପିପିଆଇ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ନିମନ୍ତେ ନଗର ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ଷ୍ଟପ ଡାଇରିଆ ଅଭିଯାନ-୨୦୨୬ ନିମନ୍ତେ ପ୍ରସ୍ତୁତି ବୈଠକ    (13-Jun-2026)       ||      ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ଅବସର ରେ ଜିଲ୍ଲପାଳ, ସମ୍ବଲପୁର ଙ୍କ କାର୍ଯ୍ୟଳୟ ଠାରୁ ଏକ ସଚେତନତା ରଥ ଏବଂ ୧୫ ଦିନ ବ୍ୟାପୀ ସଚେତନତା ଅଭିଯାନ ର ଶୁଭାରମ୍ଭ    (13-Jun-2026)       ||      ବଢ଼ୁଛି ଜମି ବିବାଦ♦️ ଜମି କିଣାବିକା ସହ ଠକାମୀରେ ଧୁରନ୍ଧର ଜମି ମାଫିଆ @ଔଷଧ ବ୍ୟବାସୟୀ, ଗାଇଁତଲାରେ ଜମି କିଣି ବିକ୍ରେତାଙ୍କୁ ଟଙ୍କା ଦେବା ବଦଳରେ ଦେଲେ ଧମକ    (12-Jun-2026)       ||      ବଲାଙ୍ଗୀର ଜିଲ୍ଲାର ତହସିଲ ଗୁଡିକରେ ଅଚଳାବସ୍ଥା ଯୋଗୁଁ ଲେକେ ହଇରାଣ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଂଘ    (12-Jun-2026)       ||      ଡୁମାଦୀ ଗ୍ରାମ ରେ‌ କ୍ଷତ୍ରିୟ ଧାକଡ ସମାଜ ର ବୈଠକ   (12-Jun-2026)       ||      *ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*   (12-Jun-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ବିସିଏ ଓ ବିବିଏ  ଟପ୍ପର ତାଲିକାରେ ଶୀର୍ଷ ସ୍ଥାନରେ ଯୁବୋଦୟର ଛାତ୍ରଛାତ୍ରୀ   (12-Jun-2026)       ||      *କପା ଚାଷ ର ଅଭିବୃଦ୍ଧି ନେଇ ଓଡ଼ିଶା କିଷାନ୍ କଂଗ୍ରେସ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ*-   (12-Jun-2026)       ||      ବିଙ୍ଗହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ରୋତ୍ ବଜାରରେ ଦହିପାଣି ବଣ୍ଟନ   (12-Jun-2026)       ||      ମୃତ୍ୟୁ ପରେ ବି ମିଳିଲାନି ନିଜ ଭିଟାମାଟିର ସୁଖ, ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ ସାଜିଲା ସାହାରା   (12-Jun-2026)       ||      ଶୀତଳଷଷ୍ଠୀ ମହୋତ୍ସବକୁ ଶୃଙ୍ଖଳିତ ଭାବେ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ   (12-Jun-2026)       ||      ମିଲର୍ସଙ୍କ ମନମାନୀ... ଦେଉଳପଦର ଓ ପୁଆ ପେକ୍ସରେ ଧାନବିକ୍ରି କରିନପାରି ଚାଷୀ ହଇରାଣ   (12-Jun-2026)       ||      ବିଜେପିର ୨ ବର୍ଷର ପୂର୍ତ୍ତି ଉପଲକ୍ଷେ ପ୍ରମୋଦ ମିଶ୍ରଙ୍କ ଆହ୍ୱାନ - ଶୀଘ୍ର କୋସଲ ରାଜ୍ୟ ଗଠନ କର ନଚେତ ଉଲଗୁଲାନ ପାଇଁ ପ୍ରସ୍ତୁତ ରୁହ   (12-Jun-2026)       ||     

HOME   ଜିଲ୍ଲା

*ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ*

12-Jun-2026



ନବରଙ୍ଗପୁର:(ପ୍ରିୟଦର୍ଶିନୀ ପାତ୍ର) ଡାବୁଗାଁ  ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା।ଜୁଲାଇ ୧୬ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ରଥପାଇଁ ଅକ୍ଷତୃତୀୟା ଦିନ କାଠ ଅନୁକଲ କରା ଯାଇଥିଲା।ମନ୍ଦିର ପରିଚାଳନା କମିଟି ତରଫରୁ  ମନ୍ଦିର ସଭାପତି ଡାବୁଗାଁ ତହସିଲଦାର ଗୀତା ମୂର୍ମୁ , ପାନ୍ତଲୁ ରାଓ,ଦେବରାଜ ପାତ୍ର,ସାଇ ରାଜୁ,ଏମ ଅପା ରାଓ, ସୁରେନ୍ଦ୍ର ମିଶ୍ର,ଭଗବାନ ମହାନ୍ତି,ଲଷ୍ମୀକାନ୍ତ ରଥ,କୁନୁ ପାତ୍ର,ବାବି ଜେନା, ପ୍ରକାଶ ପଣ୍ଡା,ଭାଗବାନ ଖୁଣ୍ଟିଆ,ସମେତ ପ୍ରାୟତ ଅଧିକାଂଶ ଭକ୍ତ ନିଜ ମୂଲ୍ୟବାନ ସମୟ ଦେଇ ବୈଠକରେ ଉପସ୍ଥିତି ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ସାଖା ପକ୍ଷରୁ ସରପତ ବଣ୍ଟନ   13-Jun-2026
  ଜିଲ୍ଲା  
ମହାନଦୀବିହାର ପେନ୍ସନର୍ସ ଆସୋସିଏସନ୍ ପକ୍ଷରୁ ସେବାକାର୍ଯ୍ୟ   13-Jun-2026
  ଜିଲ୍ଲା  
ପାଟଣାଗଡ଼ ଓ ବେଲପଡା ପରେ ଖପ୍ରାଖୋଲ ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା ବିଜେଡ଼ି   13-Jun-2026
  ରାଜ୍ୟ  
ଅତାବିରା ନୂତନ ମାର୍କେଟ୍ କଂପ୍ଳେକ୍ସର ଭିତ୍ତିପ୍ରସ୍ଥର ସ୍ଥାପନ   13-Jun-2026
  ଜିଲ୍ଲା  
ଅଖିଳ ଭାରତ ବ୍ୟବସାୟୀ ସଂଘ(କନଫେଡେରେସନ ଅଫ ଅଲ୍ ଇଣ୍ଡିଆ ଟ୍ରେଡର୍ସ୍ )ର ବଲାଙ୍ଗିର ଶାଖା ଉଦଘାଟିତ   13-Jun-2026
  ଜିଲ୍ଲା  
ସମ୍ବଲପୁର ରେ ଆସନ୍ତା ଜୁନ 14 ତାରିଖ ରେ ଆୟୋଜନ ହେବ ସର୍ବଭାରତୀୟ ସମ୍ବଲପୁରୀ - ହିନ୍ଦୀ - ଉର୍ଦୁ କବି ସମ୍ମିଳନୀ ll ସମ୍ବର୍ଦ୍ଧିତ ହେବେ ବିଭିନ୍ନ ଭାଷା ର 5 ଜଣ ବିଶିଷ୍ଟ କବି ll   13-Jun-2026
  ରାଜ୍ୟ  
ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ର ଶୁଭାରମ୍ଭ ଉପଲକ୍ଷେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ   13-Jun-2026
  ଜିଲ୍ଲା  
ଆଇପିପିଆଇ ପଲ୍ସ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ନିମନ୍ତେ ନଗର ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଓ ଷ୍ଟପ ଡାଇରିଆ ଅଭିଯାନ-୨୦୨୬ ନିମନ୍ତେ ପ୍ରସ୍ତୁତି ବୈଠକ   13-Jun-2026
  ଜିଲ୍ଲା  
ବିଶ୍ୱ ଶିଶୁଶ୍ରମ ନିରୋଧ ଦିବସ ଅବସର ରେ ଜିଲ୍ଲପାଳ, ସମ୍ବଲପୁର ଙ୍କ କାର୍ଯ୍ୟଳୟ ଠାରୁ ଏକ ସଚେତନତା ରଥ ଏବଂ ୧୫ ଦିନ ବ୍ୟାପୀ ସଚେତନତା ଅଭିଯାନ ର ଶୁଭାରମ୍ଭ   13-Jun-2026
  ଜିଲ୍ଲା  
ବଢ଼ୁଛି ଜମି ବିବାଦ♦️ ଜମି କିଣାବିକା ସହ ଠକାମୀରେ ଧୁରନ୍ଧର ଜମି ମାଫିଆ @ଔଷଧ ବ୍ୟବାସୟୀ, ଗାଇଁତଲାରେ ଜମି କିଣି ବିକ୍ରେତାଙ୍କୁ ଟଙ୍କା ଦେବା ବଦଳରେ ଦେଲେ ଧମକ   12-Jun-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାର ତହସିଲ ଗୁଡିକରେ ଅଚଳାବସ୍ଥା ଯୋଗୁଁ ଲେକେ ହଇରାଣ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଂଘ    12-Jun-2026
  ଜିଲ୍ଲା  
ଡୁମାଦୀ ଗ୍ରାମ ରେ‌ କ୍ଷତ୍ରିୟ ଧାକଡ ସମାଜ ର ବୈଠକ   12-Jun-2026

You Might Also Like