-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
12-Jun-2026
(ପ୍ରିୟଦର୍ଶିନୀ ପାତ୍ର)
କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଡୁମାଦୀ ଗ୍ରାମ ରେ ଆଖପାଖ ଆଠ ଟି ଗ୍ରାମର ପ୍ରମୁଖ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ କ୍ଷତ୍ରିୟ ଧାକଡ ସମାଜ ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା କାର୍ଯକାରୀ ସଭାପତି ଧନେଶ୍ଵର ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତିଥି ଭାବେ ଜିଲ୍ଲା ସାଧାରଣ ସମ୍ପାଦକ ସୂର୍ଯ୍ୟବଂଶୀ ଜୟନ୍ତ ପାତ୍ର ଓ ଉପ ସଭାପତି ଲକ୍ଷ୍ମୀ ନାରାୟଣ ପାଣ୍ଡେ ଯୋଗଦାନ କରିଥିଲେ। ଜିଲ୍ଲା ଉପସଭାପତି ସଦନ ନାୟକ, ଯଦୁନାଥ ପଣ୍ଡା, କମ୍ବୁ ସିଂ, ତ୍ରୀଲୋଚନ ସିଂହ, ପୂର୍ଣ୍ଣ ସିଂହ, ମହେନ୍ଦ୍ର ସିଂହ, ମନୋରଞ୍ଜନ ସିଂ, ସୁରେନ୍ଦ୍ର ନାୟକ, ଯୁଝେଷ୍ଟି ସିଂହ, ଜଗନ୍ନାଥ ସିଂହ, ଲକ୍ଷ୍ମୀ ଚନ୍ଦ୍ର ସିଂହ, ସୋବାସିଂ ନାୟକ, ଅମର ସିଂ, ସୋମନାଥ ସିଂ, ବାମଦେବ ସିଂ, ବବ୍ରୁବାହନ ସିଂ, କମଲଧର ନାୟକ, ଏବଂ ଡୁମାଦୀ, ଆମଡିପଦର, ଜବାଗୁଡା, ସିଂଗୁଡା, କଡିଙ୍ଗା, ଖଣ୍ଡା ପୁରୀ, ବାକଟିଗୁଡା, ଦୂରାଗାଁ ର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ସାମାଜିକ ରୀତିନୀତି ଓ ସାଂପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇ ଥିଲା।