-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
19-May-2026
କଟକ(ତପନ ମହାନ୍ତି): ମଙ୍ଗଳବାର ଠାରୁ କଟକ ବିଦ୍ୟାଧର ପୁର ସ୍ଥିତ କେନ୍ଦ୍ରିୟ ଧାନ ଗବେଷଣା କେନ୍ଦ୍ର(ସି.ଆର.ଆର.ଆଇ)ରେ ବିହନ ବିକ୍ରି ଆରମ୍ଭ ହୋଇଛି ।ଚଳିତ ବର୍ଷ ଶୁଖଂଳିତ ଭାବେ ଚାଷିଙ୍କୁ ବିହନ ବିକ୍ରୟ ପାଇଁ ଅନୁଷ୍ଠାନ ତରଫରୁ ଏକ ହୁଆଟ୍ ସଫ ନଂ ୯୪୩୯୨୭୦୮୨୫ ଜାରି କରାଯାଇଥିଲା। ଏବେ ସୁଧା ୨୦୦୦ ରୁ ଉର୍ଦ୍ଧ୍ବ ଚାଷୀ ଭାଇମାନେ ସେମାନଙ୍କର ନାମ ପଞ୍ଜି କରଣ କରିଛନ୍ତି ।ପ୍ରତେକ ଦିନ ୩୦୦ ଜଣ ଚାଷୀ ଙ୍କୁ ବିହନ ଦେବାର ସୁବନ୍ଦୋବସ୍ତ କରାଯାଇ ଅଛି ।ଖରକୁ ଦୃଷ୍ଟି ରେ ରଖି ସମସ୍ତଙ୍କ ପାଇଁ ପାଣି ଏବଂ ଦହିପାଣିର ବନ୍ଦୋବସ୍ତ କରାଯାଇଥିଲା ଆଜି ପଥମ ଦିନରେ ପାଖାପାଖି ୧୪ ଜିଲ୍ଲାରୁ କିଛି କିଛି ଚାଷୀ ଆସି ସେମାନଙ୍କର ପଞ୍ଜିକରଣ ଅନୁଯାୟୀ ବିହନ ସଂଗ୍ରହ କରିଥିଲେ । ବିହନ ଷ୍ଟକ ଶେଷ ହେବା ପର୍ଯ୍ୟନ୍ତ ପଞ୍ଜି କରଣ ଅନୁଯାୟୀ ପ୍ରତ୍ୟକ ଦିନ ୩୦୦ ଜଣ ଚାଷୀ ଭାଇ ମାନକୁ ବିହନ ଯୋଗାଇ ଦିଆଯିବା ପାଇଁ ଅନୁଷ୍ଠାନ ତରଫରୁ ଜଣାଇଦିଆଯାଇଛି ।