-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
02-May-2026
କଟକ (ତପନ ମହାନ୍ତି): ଆଜି ପ୍ରଭାତଙ୍କ ଘରେ ରାଜ୍ୟସଭା ସାଂସଦ ଦିଲୀପ ରାୟ ପହଞ୍ଚିଛନ୍ତି। ଆସନ୍ତା କାଲି ଚାଉଳିଆ ଗଞ୍ଜ ଖେଳ ପଡିଆରେ ପ୍ରଭାତଙ୍କ ଶକ୍ତି ପ୍ରଦସନ ହେବ l ପ୍ରଭାତଙ୍କ ସହିତ ମିଶବେ ସ୍ବାଧୀନ କର୍ପୋରେଟର ଏବଂ ବିଜେଡ଼ି ନେତା ଓ ନେତ୍ରୀ। ଆଜି ଦିଲୀପ ରାୟ ବାରିପଦା ଗ୍ରସ୍ତ ସାରି ଫେରିବା ବାଟରେ ପ୍ରଭାତଙ୍କ ମହାନଦୀ ବିହାରସ୍ତ ବାସ ଭାବନାରେ ସୌଜନ୍ୟ ମୂଳକ ସାକ୍ଷାତ କରି ଦହିବରା ଖାଇ ଫେରିଥିଲେ।