-+91-9937148622 |

prerana_bgr@rediffmail.com |

  Monday 29th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   (28-Jun-2026)       ||      ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ    (28-Jun-2026)       ||      ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ    (28-Jun-2026)       ||      ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   (28-Jun-2026)       ||      ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ    (28-Jun-2026)       ||      *ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   (28-Jun-2026)       ||      ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   (28-Jun-2026)       ||      ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Jun-2026)       ||      ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   (28-Jun-2026)       ||      ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (27-Jun-2026)       ||      ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   (27-Jun-2026)       ||      ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   (27-Jun-2026)       ||      ଶିକ୍ଷା ରୋଜଗାର ଭିତ୍ତି ନ ହେଲେ ଦେଶର ଭବିଷ୍ୟତ ଅନ୍ଧକାର ହେବ♦️ ସମଗ୍ର ସ୍କୁଲ କଲେଜ ସରକାର ଚଳାନ୍ତୁ ନଚେତ ଆନ୍ଦୋଲନ ହେବ- ନରସିଂହ   (27-Jun-2026)       ||      ଜ଼ିଲ୍ଲା ବରିଷ୍ଠ ନାଗରିକ ସଂଘ ଦ୍ୱାରା ମହିଳା ସଭ୍ୟ ସ୍ୱାଗତ ସମାରୋହ    (27-Jun-2026)       ||      ମୋଟୁରେ ଅବ୍ୟବହୃତ ହୋଇ ପଡ଼ିଛି ସରକାରୀ ଆମ୍ବୁଲାନ୍ସ ♦️ସୀମାନ୍ତ ଅଞ୍ଚଳ ମୋଟୁରେ ସରକାରୀ ଆମ୍ବୁଲାନ୍ସ ଥିଲେ ମଧ୍ୟ ଏହାର ବ୍ୟବହାର ବହୁତ କମ୍   (27-Jun-2026)       ||      ସ୍କୁଲ ପାଠ୍ୟପୁସ୍ତକରେ ବିଭ୍ରାଟ ସଂପର୍କରେ ଆଲୋଚନା ଚକ୍ର   (27-Jun-2026)       ||      ବରପାଲି ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ପକ୍ଷରୁ ଏଡ଼ସ୍ ସଚେତନତା ଶିବିର   (27-Jun-2026)       ||      ବିଧାୟକଙ୍କ ତାଗିଦକୁ କର୍ମାଚାରୀଙ୍କ ବେଖାତିର   (27-Jun-2026)       ||      ବରଗଡ଼ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ନୂତନ ଜିଲ୍ଲା କମିଟି ଘୋଷିତ । ଦଳୀୟ କର୍ମୀଙ୍କ ମହଲ ରେ ଖୁସିର ଲହରୀ।   (27-Jun-2026)       ||      ସୂଚନା ଅଧିକାର ତଥ୍ୟ କହୁଛି...... ଡୁଙ୍ଗୁରିପାଲି ବ୍ଲକ ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀ ବାସଗୃହରେ ଚାରି ବର୍ଷରେ ରକ୍ଷଣାବେକ୍ଷଣ ଓ ମରାମତିରେ ୯୦ଲକ୍ଷ ସ୍ବାହା   (27-Jun-2026)       ||     

HOME   ରାଜ୍ୟ

ସୀମା ଲଂଘନ କରିଛି ମନରେଗା ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ !

03-Apr-2026



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ):  ବିଗତ ବିଜେଡି ସରକାରର ସର୍ବାଧିକ ଦୁର୍ନୀତି ହୋଇଛି ମନରେଗାରେ । ଏବେ ରାଜ୍ୟରେ ବିଜେପି ଶାସନ ବା କେନ୍ଦ୍ରରେ ମଧ୍ଯ ବିଜେପି କ୍ଷମତାରେ ଥାଇ ଡବଲଇଞ୍ଜିନ୍ ସରକାର ବଦଳିଲାପରେ ଏହି କେନ୍ଦ୍ରୀୟ ଦୀର୍ଘମିଆଦୀ ଗ୍ରାମୀଣ ନିଶ୍ଚିତ ଶ୍ରମଭିତ୍ତିକ ଯୋଜନାର ରୂପରେଖ ଓ ନାଁ' ବଦଳି ବିଭି-ଜିରାମଜି ହେଲା ପରେ ପୂର୍ବ ସରକାରଙ୍କର ଏହି ମନରେଗା ଯୋଜନାର ପୁଳା ପୁଳା ଭୁଲ୍ ତ୍ରୁଟି ବା ଅନିୟମିତତା ଏବେ ଲୋକଲୋଚନକୁ ଆସିବାରେ ଲାଗିଛି ।  ବଲାଙ୍ଗୀର ଜିଲ୍ଲାର ବ୍ଲକ୍ ଗୁଡିକରେ ଏହି ଦୁର୍ନୀତି ସୀମାଲଙ୍ଘନ କରିଥିବା ଅଭିଯୋଗରୁ ପ୍ରକାଶ  । ଏଥିମଧ୍ୟରେ ପୋଖରୀ ବା ଜଳାଶୟ ଖନନ , ମାଟିଖୋଳା ବା ଖାଲଖୋଳା, ବୃକ୍ଷରୋପଣ , ଚାରାରୋପଣ, ରାସ୍ତାକାମ, ବନୀକରଣ , ସୋକ୍ ପିଟ୍ ପରି ବିଭିନ୍ନ ଛୋଟବଡ ପ୍ରକଳ୍ପରେ ଗ୍ରାମସାଥୀଙ୍କ ଦ୍ବାରା ଆବେଦନକ୍ରମେ ଶ୍ରମିକ ଯୋଗାଡରେ ଜାଲିଆତିର ଅଭିଯୋଗ ପରିଲକ୍ଷିତ । ବିଗତବର୍ଷ ଖପ୍ରାଖୋଲ ବ୍ଲକର ଭାନପୁର , ମହରାପଦର ଓ ଅନ୍ଯାନ୍ଯ ପଞ୍ଚାୟତରୁ ଆରମ୍ଭ କରି ମୁରିବାହାଲ ବ୍ଲକ, ବଙ୍ଗୋମୁଣ୍ଡା ବ୍ଳକ, ପାଟଣାଗଡ ବ୍ଲକ, ବେଲପଡା ବ୍ଲକ ଓ ସଇଁତଳା ବ୍ଳକର କେତେକ ପଞ୍ଚାୟତର ଘଟଣା ଅନ୍ତର୍ଭୁକ୍ତ  । ସଦ୍ୟତମ ଉଦାହରଣ ରୂପେ ଲୋକଙ୍କ ଅଭିଯୋଗ ଆଧାରରେ ସଇଁତଳା ବ୍ଳକର ଯୁରାବନ୍ଧ ପଞ୍ଚାୟତର ଯୁରାବନ୍ଧ ପଞ୍ଚାୟତର ଗ୍ରାମସାଥୀଙ୍କୁ ବହିଷ୍କାର କରାଯିବା ପରେ ଡୁକେରଚଚରା ପଞ୍ଚାୟତର ଗ୍ରାମସାଥୀ ସତ୍ଯବନ୍ତ ତାଣ୍ଡିଙ୍କ ବିରୁଦ୍ଧରେ ତଦନ୍ତପୂର୍ବକ କାର୍ଯ୍ୟାନୁଷ୍ଠାନ ଅପେକ୍ଷାରେ ରହିଥିବା ପ୍ରକାଶ । କିନ୍ତୁ ବେଲପଡା ବ୍ଲକର ୨୪ ଟି ପଞ୍ଚାୟତରୁ ଘାଗୁର୍ଲି, ମଣ୍ଡଳ , ସୁଲେକେଲା , ଧୁମାଭଟା, କପାଣି ଓ ଅନ୍ଯାନ୍ଯ କେତେକ ପଞ୍ଚାୟତର ଗ୍ରାମସାଥୀଙ୍କ ବିରୁଦ୍ଧରେ ଉଠିଥିବା ମଧ୍ଯରେ ଘାଗୁର୍ଲି ପଞ୍ଚାୟତର ଜଣେ ଗ୍ରାମସାଥୀଙ୍କ ବିରୁଦ୍ଧରେ ସବୁଠୁଁ ବେଶି ଅଭିଯୋଗ ରହିଛି ।  ଉକ୍ତ ଅଭିଯୁକ୍ତ ଅଭିଯୁକ୍ତ ଗ୍ରାମସାଥୀଙ୍କ ବିରୁଦ୍ଧରେ ଗତ କିଛିବର୍ଷ ଧରି ସୋକ୍ ପିଟ୍ ଓ ଅନ୍ଯାନ୍ଯ ମନରେଗା ପ୍ରକଳ୍ପରୁ ବାଟମାରଣା କରି ସେହି ଅନ୍ଯାୟୋପାର୍ଜିତ ଅର୍ଥରେ ଜମି କିଣି ଓ ବିଭିନ୍ନ ସରକାରୀ ଯୋଜନାର କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣର ମାର୍ଜିନ ମନି ଦାଖଲ କରି ଆଖିଦୃଶିଆ ହେବାରୁ  ସ୍ଥାନୀୟ ଲୋକଙ୍କ ଦୃଷ୍ଟିକଟୁ ହୋଇପଡିଥିବା ପ୍ରକାଶ । ଏଣୁ ଅନ୍ତତଃ ପ୍ରଥମରେ ବେଲପଡା ବ୍ଲକର ଏହି ଘାଗୁର୍ଲି ପଞ୍ଚାୟତର ଉପରୋକ୍ତ ମନରେଗା ପ୍ରକଳ୍ପର ଅନିୟମିତତାର ଏକ ପୁଙ୍ଖାନୁପୁଙ୍ଖ ଭିଜିଲାନ୍ସ ତଦନ୍ତ କରାଯିବାକୁ ଲୋକେ ପ୍ରଶାସନ ଓ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀର ସ୍ଥିତ ସାଲେପାଲି ଠାରେ "ଆମ୍ବେଦକର ଭବନ ନିର୍ମାଣ" ଉଦ୍ଦେଶ୍ୟରେ ଏକ ଉଦ୍ଘାଟନୀ ଉତ୍ସବ ପାଳିତ   28-Jun-2026
  ଜିଲ୍ଲା  
ମାଓବାଦୀଙ୍କ ଦ୍ବାରା ମାଟି ତଳେ ପୋତା ଯାଇଥିବା ବହୁ ମାରାଶାସ୍ତ୍ର ଜବତ   28-Jun-2026
  ଜିଲ୍ଲା  
ଜିଲ୍ଲାରେ ପୋଲିଓ ଟୀକାକରଣ ଅଭିଯାନ ଆରମ୍ଭ   28-Jun-2026
  ଜିଲ୍ଲା  
ବିନିକା:ସ୍ମାର୍ଟ ଲାଇବ୍ରେରୀକୁ ପୂରିଲା ୪ବର୍ଷ ୧୫ଦିନ,ପ୍ରଶାସନର ଅଣଦେଖା   28-Jun-2026
ଗୁରୁ ଭଗବାନ ସାହୁ ରାଜ୍ୟସ୍ତରୀୟ ଜୟନ୍ତୀ ମହୋତ୍ସବ ଅନୁଷ୍ଠିତ   28-Jun-2026
  ଜିଲ୍ଲା  
*ଦେଶ ରେ ୪୦ କୋଟି ଲୋକ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ପାଉଛନ୍ତି*- *କୌଳିକ ବୃତ୍ତି ର ବିକାଶ ଓ ଲୋକ ଙ୍କ ଆୟ ବୃଦ୍ଧି ହେବ - *ବିଧାୟକ*   28-Jun-2026
  ଜିଲ୍ଲା  
ଶାହୁଜୀ ମହାରାଜାଙ୍କ ଜୟନ୍ତୀ ଏବଂ ନବସେତୁ ଓ୍ଵେବ ପୋର୍ଟାଲ ଉଦଘାଟିତ   28-Jun-2026
  ଜିଲ୍ଲା  
ଶାନ୍ତି ପଡ଼ା (ଟାଇଗର୍ କ୍ଲବ) ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Jun-2026
  ଜିଲ୍ଲା  
ଜାମଗୁଡା ରେ କ୍ଷତ୍ରିୟ ଧାକଡ ସମାଜ ଜିଲ୍ଲା ସମ୍ମିଳନୀ   28-Jun-2026
  ଜିଲ୍ଲା  
ହାଇସ୍କୁଲ ସାର୍ଟିଫିକେଟ୍ ଏବଂ ସିବିଏସଇ ବୋର୍ଡ ପରୀକ୍ଷାରେ ୨୧୧ ଜଣ A1 ଗ୍ରେଡ଼ ପାଇଥିବା ମେଧାବୀ ଛାତ୍ରଛାତ୍ରୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   27-Jun-2026
  ଜିଲ୍ଲା  
ସୁଜାତା ଙ୍କୁ ସାକ୍ଷାତ କରି ସ୍ୱାଗତ ଜଣାଇଲେ ଗିରିରାଜ   27-Jun-2026
  ଜିଲ୍ଲା  
ବଙ୍ଗୋମୁଣ୍ଡା ମଣ୍ଡି ରେ ପଡ଼ିଛି ଧାନ ବିଜେଡ଼ି ର ବିକ୍ଷୋଭ ପ୍ରଦର୍ଶନ   27-Jun-2026

You Might Also Like