-+91-9937148622 |

prerana_bgr@rediffmail.com |

  Saturday 4th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଖଡିଛୁଆଁ ଉତ୍ସଵ ପାଳନ ପ୍ରହସନ- ମିଡିଆ ବୁମ୍ ଆଗରେ ଜିଲ୍ଲା ଶିକ୍ଷାଧିକାରୀ ଗୁମ୍*   (04-Apr-2026)       ||      ବଲାଙ୍ଗୀର: ମେହେଫିଲ ର ନିଆରା କାର୍ଯ୍ୟକ୍ରମ ♦️ ରେଷ୍ଟେ।ରେଣ୍ଟରେ ରକ୍ତଦାନ ଶିବିର    (04-Apr-2026)       ||      ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା   (04-Apr-2026)       ||      ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ପାଳ   (04-Apr-2026)       ||      ବଲାଙ୍ଗୀରରେ ମଡେଲ ଜଳ ଛତ୍ର ଉଦ୍ଘାଟନ   (04-Apr-2026)       ||      ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   (04-Apr-2026)       ||      ଡାବୁଗାଁ ଅଞ୍ଚଳରେ ଗ୍ୟାସ ସମସ୍ୟା ଜଳଖିଆ ଦୋକାନୀଙ୍କ କାଠଚୁଲା ଭରସା   (04-Apr-2026)       ||      ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର    (04-Apr-2026)       ||      କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ   (04-Apr-2026)       ||      ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ   (04-Apr-2026)       ||      ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ    (04-Apr-2026)       ||      ସ୍ୱଚ୍ଛତା କୁ ଗୁରୁତ୍ୱ ଦିଅନ୍ତି ଗୁଣ୍ଠିଆ   (04-Apr-2026)       ||      ସୀମା ଲଂଘନ କରିଛି ମନରେଗା ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ !    (03-Apr-2026)       ||      ମଁl ସମଲେଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଉପଲକ୍ଷେ କଳସଯାତ୍ରା   (03-Apr-2026)       ||      ବଲାଙ୍ଗୀର ଜିଲ୍ଲାରେ ସୀମା ଲଂଘନ କରିଛି ମନରେଗାରେ ଦୁର୍ନୀତି ♦️ ଗ୍ରାମସାଥୀଙ୍କ ହେରାଫେରି ପ୍ରତି ଦୃଷ୍ଟି ପଡୁ  !    (03-Apr-2026)       ||      ପାଟଣେଶ୍ୱରୀ ସାହିତ୍ୟ ସଂସଦ ଟ୍ରଷ୍ଟର ବାର୍ଷିକ ଉତ୍ସବ ଅନୁଷ୍ଠିତ   (03-Apr-2026)       ||      ଶିକ୍ଷାକ୍ଷେତ୍ରରେ ପ୍ରତିମା ରାଉତଙ୍କ ଅବଦାନ ଅତୁଳନୀୟ   (03-Apr-2026)       ||      ଇକୋ କ୍ଲବ ଆନୁକୂଲ୍ୟରେ ହାତୀ ସୁରକ୍ଷା ସଚେତନତା ଅଭିଯାନ   (03-Apr-2026)       ||      ଐତିହାସିକ ପ୍ରସିଦ୍ଧ ଘୋରଡ଼ିଆ ଦୟଣାଚୋରି କୁଞ୍ଜ ମେଳଣ ଯାତ୍ରା   (03-Apr-2026)       ||      ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସ୍ମୃତିଚାରଣ   (03-Apr-2026)       ||     

HOME   ଜିଲ୍ଲା

ସ୍ୱଚ୍ଛତା କୁ ଗୁରୁତ୍ୱ ଦିଅନ୍ତି ଗୁଣ୍ଠିଆ

04-Apr-2026



(ରଂଜିତ ମହାନ୍ତି )
ବରୀ ବ୍ଲକ ମଧୁସୁଦନ ପଞ୍ଚାୟତର ଗୁଣ୍ଠିରାମ ପୃଷ୍ଟି ସ୍ୱଚ୍ଛତା କୁ ସବୁବେଳେ ଗୁରୁତ୍ୱ ଦିଅନ୍ତି l ସେ ଏପରି ଜଣେ ଲୋକ ସକାଳୁ ଅପରାହ୍ନ ଯାଏ ମଧୂସୁଦନ ପଞ୍ଚାୟତର ଗମନା ଗମନ ର ମୁଖ୍ୟ ଛକ କୁ ଅଳିଆ ଆବର୍ଜନା କୁ ଝାଡୁ ଧରି ସଫେଇ କରିବା ନୀତିଦିନିଆ କାର୍ଯ୍ୟ l ଏଥିଲାଗି ଛକ ରେ ଥିବା ବିଭିନ୍ନ ଦୋକାନ ବଜାର ବ୍ୟବସାୟୀ ମାନେ ଗୁଣ୍ଠିଆ ର ଏପରି କାର୍ଯ୍ୟକୁ ଭଲ ପାଆନ୍ତି l ଯାହା ଫଳରେ ରେ ଗୁଣ୍ଠିପ୍ରତିଦିନ ସବୁ କାମ ସାରି ଏହି କାର୍ଯ୍ୟକୁ ନିଶାଭାବି ଶୀତ, କାକର ନମାନି ସଫେଇ କରିବାକୁ ଆଗେଇ ଆସିଥାନ୍ତି l ତାହା ସହିତ ଖରେସ୍ରୋତା ନଦୀ ଉପରେ ନିର୍ମାଣ ହେଇଥିବା ବଗମରା ସେତୁ କୁ ସଫାମଧ୍ୟ୍ୟ ମଝିରେ ମଝିରେ କରିଥାନ୍ତି l ତାଙ୍କର ଏପରି ମହତ କାର୍ଯ୍ୟ କୁ ସ୍ଥାନୀୟ ଲୋକମାନେ ପ୍ରଂଶସା କରିଥାନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
*ଖଡିଛୁଆଁ ଉତ୍ସଵ ପାଳନ ପ୍ରହସନ- ମିଡିଆ ବୁମ୍ ଆଗରେ ଜିଲ୍ଲା ଶିକ୍ଷାଧିକାରୀ ଗୁମ୍*   04-Apr-2026
  ଜିଲ୍ଲା  
ବଲାଙ୍ଗୀର: ମେହେଫିଲ ର ନିଆରା କାର୍ଯ୍ୟକ୍ରମ ♦️ ରେଷ୍ଟେ।ରେଣ୍ଟରେ ରକ୍ତଦାନ ଶିବିର    04-Apr-2026
  ଜିଲ୍ଲା  
ଓଡ଼ିଆ ପକ୍ଷ ଅବସରରେ ସୋନପୁରରେ ଓଡ଼ିଆ ନାମଫଳକ ସଚେତନତା ପଦଯାତ୍ରା   04-Apr-2026
  ଜିଲ୍ଲା  
ଡାବୁଗାଁ ଠାରେ ଜନଗଣନା କ୍ଷେତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ପାଳ   04-Apr-2026
  ରାଜ୍ୟ  
ବଲାଙ୍ଗୀରରେ ମଡେଲ ଜଳ ଛତ୍ର ଉଦ୍ଘାଟନ   04-Apr-2026
  ଜିଲ୍ଲା  
ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   04-Apr-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳରେ ଗ୍ୟାସ ସମସ୍ୟା ଜଳଖିଆ ଦୋକାନୀଙ୍କ କାଠଚୁଲା ଭରସା   04-Apr-2026
  ଜିଲ୍ଲା  
ସିମେଣ୍ଟ ବୋଝେଇ ୧୬ଚକିଆ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଚାଳକଙ୍କ ମୃତ୍ୟୁ, ହେଲପର ଗୁରୁତର   04-Apr-2026
  ଜିଲ୍ଲା  
କେସିଙ୍ଗା ରେଲୱେ ଷ୍ଟେସନରୁ ୪୦ ଲକ୍ଷ ଟଙ୍କା ଜବତ କଲା ଟିଟିଲାଗଡ ରେଲୱେ ପୋଲିସ   04-Apr-2026
  ଜିଲ୍ଲା  
ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନରେ ଓଡ଼ିଆ ନାମଫଳକ ପ୍ରଦର୍ଶନ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ   04-Apr-2026
  ଜିଲ୍ଲା  
ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ଓ଼ ସାରସ୍ୱତ ସମାରୋହ   04-Apr-2026
  ଜିଲ୍ଲା  
ସ୍ୱଚ୍ଛତା କୁ ଗୁରୁତ୍ୱ ଦିଅନ୍ତି ଗୁଣ୍ଠିଆ   04-Apr-2026

You Might Also Like