-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

*ସି.ଆର.ସି.ସି .ଆନୁକୁଲ୍ୟ ରେ ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ*

18-Oct-2025



ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ପାପଡା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା  ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ଆନୁକୁଲ୍ୟରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଚଚରା ଗୁଡ଼ା ରେ ମାସିକ ସମୀକ୍ଷା ବୈଠକରେ ପ୍ରଥମସ୍ତରରେ ସ୍ୱାଗତ ଭାଷଣ ଓ କାର୍ଯ୍ୟ ସୂଚନା ବାବଦରେ ଆଲୋଚନା ରେ ସେପ୍ଟେମ୍ବର  ମାସରେ ଶିକ୍ଷକ ତରଫରୁ କଣ କଣ ବିଦ୍ୟାଳୟ ସ୍ତରରେ ପ୍ରଧାନ ଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି ସେ ବାବଦରେ ଲିଖିତ ତଥ୍ୟ ରେକର୍ଡ ଭୁକ୍ତ କରାଗଲା।। ଗଣ ଶିକ୍ଷା ବିଭାଗ ର ନିର୍ଦ୍ଦେଶନାମା ପ୍ରକାରେ ମାସିକ ସମୀକ୍ଷା ବୈଠକରେ    ପୁସ୍ତକର ସମୀକ୍ଷା ପାଇଁ  ସମାରୋହ ଆୟୋଜନ ,ସେପ୍ଟେମ୍ବର  ମାସରେ ଶୈକ୍ଷିକ   କ୍ୟାଲେଣ୍ଡର, ଶିଶୁ ବାଟିକା, ପ୍ରଥମ , ଦ୍ଵିତୀୟ ଓ ତୃତୀୟ ଶ୍ରେଣୀର ଶ୍ରେଣୀ ପରିଚାଳନା ର ବହୁଶ୍ରେଣୀ ନମୁନା ପାଠଟୀକା,ଶିକ୍ଷକଙ୍କ ଦ୍ଵାରା ପାଠଟିକା ପ୍ରସ୍ତୁତି ଓ ଉପସ୍ଥାପନା ବାବଦରେ ସି.ସିଆର. ସି.ସି. ବାବୁଲାଲ ସାଗର ଆଲୋକ ପାତ କରି ଶୈକ୍ଷିକ ଚର୍ଚ୍ଚା ପାଇଁ ପରିବେଶ ସୃଷ୍ଟିରେ ଶିକ୍ଷକ ମାନଙ୍କ ଶିକ୍ଷାଦାନ   ଦିବସ କାର୍ଯ୍ୟ କୁ ସୁନ୍ଦର ରୂପ ରେଖ ସହ ପରିଚାଳନା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ବିଦ୍ୟାଳୟ ପରିଦର୍ଶନ ଓ ବିଦ୍ୟାଳୟରେ ଭଲ ଶିକ୍ଷଣ ଅଭ୍ୟାସ ବାବଦରେ ଆଲୋଚ଼ନା ଓ ଚର୍ଚ୍ଚା ନିଆରା ମାହଲ ପାଇଁ ସି.ଆର.ସି.ସି .ର ଶୈକ୍ଷି କ କୌଶଳ କାର୍ଯ୍ୟକ୍ରମ କୁ ଶିକ୍ଷକ ସମୁହ ବିଦ୍ୟାଳୟରେ ଆଲୋଚ଼ନା ପାଇଁ ସୁଯୋଗ ଆଣି ଦେଇଥିଲେ।ସମୟ ସାରଣୀ  ଗଣଶିକ୍ଷାବିଭାଗ ତରଫରୁ ଆସିଥିବା ଏମାସର ଚର୍ଚ୍ଚିତ କାର୍ଯ୍ୟକ୍ରମର ଶୈକ୍ଷିକ  ଏକାଡେମିକ କ୍ୟାଲେଣ୍ଡର, ଲୋ ବୁକ ,ଶିକ୍ଷଣ  ସୋପାନ ରେଜିଷ୍ଟାର,ପଢ଼ିବା ଗଢ଼ିବା ଓଡ଼ିଶା, ଶିକ୍ଷଣ ସାମଗ୍ରୀ, ଶିକ୍ଷଣ କୋଣ,ନିପୁଣ ସପ୍ତାହ ପାଳନ ସଫଳତା ବାବଦରେ ଚର୍ଚ୍ଚା ଓ ଆଲୋଚନା ରେ ଶିକ୍ଷକ ମାନଙ୍କର ଅଂଶ ଗ୍ରହଣ ରେ ଆସନ୍ତା ଦିନରେ ବିଦ୍ୟାଳୟରେ କାର୍ଯ୍ୟକାରି କରିବାକୁ ଚେଷ୍ଟାକରି ପିଲାଙ୍କୁ ଭଲ ମଣିଷ ଟିଏ ଗଠନ ପାଇଁ ଶିକ୍ଷକ ଭାବେ ଶୈକ୍ଷିକତା ରେ ଉନ୍ନତି ପାଇଁ ମନୋବୃତ୍ତି ର ବିନିଯୋଗ ପାଇଁ ମତ ପୋଷଣ କରିଥିଲେ।ବୈଠକରେ ପ୍ରଧାନ ଶିକ୍ଷକ ଦୈତାରୀ ପୂଜାରୀ,ମୋହନ ନାୟକ,,କୁମାରୀ ପୁଷ୍ପାଞ୍ଜଳୀ , ପରମେଶୂର ସାହୁ  ପ୍ରମୁଖ ,ମନୋଜ ସାହୁ , ଗୋକୁଳ ମାଝୀ ପ୍ରମୁଖ 
ଅଂଶ ଗ୍ରହଣ କରି ଶିକ୍ଷା କ୍ଷେତ୍ରରେ ଶୈକ୍ଷିକ କ୍ଷେତ୍ରରେ ସମସ୍ୟା ରେ ଶିକ୍ଷକରେ ପ୍ରଚେଷ୍ଟାରେ ସବୁ ସମ୍ଭବ ବୋଲି ମତ ନେଇଥିଲେ  ଓ ମାସିକ ବୈଠକ କୁ ପ୍ରାଣ ଉଦ୍ଜୀବିତ କରିଥିଲେ। ମୋଟିଭେଷନାଲ ବାର୍ତା ରେ ସି.ଆର.ସି.ସି. ବାବୁଲାଲ ବିଦ୍ୟାଳୟର ଆତ୍ମା- ଶିକ୍ଷକ ର ମତ ପ୍ରଦାନରେ ଶିକ୍ଷକ ଭାବେ ଦାୟିତ୍ୱ,କର୍ତ୍ତବ୍ୟ, ଅଧିକାର ଦ୍ବାରା ସୁନ୍ଦର ପରିବେଶ ଦ୍ବାରା ସମସ୍ତଙ୍କ ଆକର୍ଷିତ ର କେନ୍ଦ୍ର ବିନ୍ଦୁ ହେବା ପାଇଁ ପ୍ରୟାସ କରିବା ପାଇଁ ମତ ପୋଷଣ କରିଥିଲେ। ଶିକ୍ଷାଦାନ ରେ ସୋପାନ ରେଜିଷ୍ଟାର ମାଧ୍ୟମରେ ଭାଷା ଜ୍ଞାନ଼ ରେ ସଫଳତା ପାଇଁ  ନୂତନ ଚିନ୍ତାଧାରା ଓ ସଂଖ୍ୟା ଜ୍ଞାନ ରେ ନୂତନ ଚିନ୍ତାଧାରାରେ ସି .ଆର. ଏ .ପ୍ରଣାଳୀ  ମାଧ୍ୟମରେ ଶିକ୍ଷାଦାନ ରେ ନିଶ୍ଚିତ ସଫଳ ପାଇଁ ନୂତନ ଚିନ୍ତା ଧାରା ର ବାତାବରଣ ସୃଷ୍ଟି କରିଥିଲେ । ପଢ଼ିବା ,ଗଢ଼ିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କ ସ୍ୱପ୍ନ ସମସ୍ତ ପିଲା ବହି ପଢ଼ି ପାରିବେ ଏଥିପାଇଁ ପ୍ରତି ଶ୍ରେଣୀରେ ପଢ଼ିବା ବିବରଣୀ  ପ୍ରଦର୍ଶନ ନିଶ୍ଚିତ ପାଇଁ ଆଲୋଚ଼ନା ରେ ଶିକ୍ଷକ ତରଫରୁ ଆସନ୍ତା ଦିନରେ କାର୍ଯ୍ୟ ପାଇଁ ମତ ରଖିଥିଲେ। ସି.ଆର.ସି.ସି. ବାବୁଲାଲ ତରଫରୁ  ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ମାସିକ ସମୀକ୍ଷା ବୈଠକକୁ ସମାପ୍ତ ଘୋଷଣା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk