-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||     

HOME   ରାଜନୀତି

ସୋନପୁର ଜିଲ୍ଲାରେ ସଂକଟରେ ବିଜେଡି.. ସାଂସଦ ସଂଗୀତାଙ୍କ ସହ ମିଶିଲେ ତରଭା ବ୍ଲକର ୧୭ ସରପଞ୍ଚ/ସମିତିସଭ୍ୟଙ୍କ ସହ ବିଜେଡିନେତା

16-Sep-2025



ବଲାଙ୍ଗୀର/ତରଭା(ପ୍ରେରଣା ଖବର): ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀରେ  ବିଜେପିର ପତିଆରା ବଢିଚାଲିଥିବା ବେଳେ ସୋନପୁର ଜିଲ୍ଲାରେ ବିଜେଡି ଦଳରେ ସଂକଟ ଦେଖା ଦେଇଛି । ସୋନପୁର ବିଧାୟକ ନିରଂଜନ ପୂଜାହାରୀଙ୍କ ଆଚାରବ୍ୟବହାରକୁ ପ୍ରତିବାଦ କରି ବହୁସଂଖ୍ୟାରେ ବିଜେଡି ନେତା ଦଳଛାଡି ବିଜେପିମୁହାଁ ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ତଥା ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ନେତୃତ୍ୱ ଓ ବିକାଶଧାରା ଉପରେ ଆସ୍ଥାପ୍ରକଟ କରି ବହୁସଂଖ୍ୟାରେ ବିଜେଡିକର୍ମିର୍ ଓ ନେତା ବିଜେପିରେ ଯୋଗଦେଇଛନ୍ତି। ମୋହନ ସରକାର ଆସିଲା ପରେ ବିଜେପିଦଳ ପ୍ରତି ଲୋକଙ୍କ ଆସ୍ଥାବଢିଚାଲିଛି। ପାଟଣାଗଡ ରାଜଖମାରଠାରେ ସୋମବାର ସଂଧ୍ୟାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସୋନପୁର ନିର୍ବାଚନମଣ୍ଡଳୀ 

ଅନ୍ତର୍ଗତ ତରଭାବ୍ଲକର ୧୭ରୁ ଉର୍ଦ୍ଧ୍ୱ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟା ବିଜେଡିଦଳ ଛାଡି ବିଜେପିରେ ଯୋଗଦେଇଛନ୍ତି । ସୋନପୁରର ବିଜେଡି ବିଧାୟକ ନିରଂଜନ ପୂଜାହାରୀଙ୍କ ଘନିଷ୍ଠ ରହିଆସିଥିବା ପୂର୍ବତନ ଜିଲ୍ଲାପରିଷଦ ଉପସଭାପତି ଗଣନାଥ ସାହୁ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ପ୍ରଭାତ ପାତ, ପ୍ରମୋଦ ପର୍ଡିଆ,ଯୁବନେତା ରାଜେନ୍ଦ୍ର ପଣ୍ଡା,ତପନ ଅଗ୍ରୱାଲ, ଟିଙ୍କୁ ମିଶ୍ରଙ୍କ ଭଳି ନେତାଗଣ ସହ ସରପଞ୍ଚ ଓ ସମିତିସଭ୍ୟ/ସଭ୍ୟାଗଣ ବିଜେଡିଛାଡି ବିଜେପିଦଳରେ ଯୋଗଦେଇଛନ୍ତି । ବିଜେପିରେ ଯୋଗଦେଇଥିବା ଜନପ୍ରତିନିଧିଙ୍କ ମଧ୍ୟରେ ମେଣ୍ଡା ସରପଞ୍ଚ ଲିଜାରାଣୀ ଦଣ୍ଡସେନା, ସମିତି ସଭ୍ୟାଙ୍କ ସ୍ୱାମୀ ବିଭୁତି ଝାଙ୍କର, ଜରାଜାରିଂ ସରପଞ୍ଚ ଲକ୍ଷ୍ମଣ ପାତ୍ର, ଶିବତୁଳା ସରପଞ୍ଚ ମୁକ୍ତା ନାଗ, ଝାରତରଭା ସରପଞ୍ଚ ସୌଦାମିନୀ ସା, ମରାଡୋ ଗୋଚ୍ଛା ସରପଞ୍ଚ ମନମୋହନ ସାହୁ,ବ୍ରାହ୍ମଣୀ ସରପଞ୍ଚ କୁଶଳେଶ୍ୱର ରଣା,ଦୁବୁଲା ସରପଞ୍ଚ ଆର୍ତ୍ତତ୍ରାଣ ବଗର୍ତ୍ତି, ପାଇକ ବାହାଲ ସରପଞ୍ଚ ଗଣନାଥ ସାହୁ, ସମିତିସଭ୍ୟ ରାଜକିଶୋର ଭୁଏ,ସିଙ୍ଘାରୀ ସରପଞ୍ଚ ସୁମତି ଘିବେଲା, କୁମ୍ଭାରମୁଣ୍ଡା ସରପଞ୍ଚ କବିତା ପାତ୍ର,ସମିତିସଭ୍ୟ ସିତୟା ସେଠୀ, ଚାରଭଟା ସରପଞ୍ଚ ସସ୍ମିତା ହରିପାଳ,ତୁଲୁଣ୍ଡା ସରପଞ୍ଚ ଉମା ସାହୁ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ଟିଙ୍କୁ ମିଶ୍ର, ପ୍ରମୋଦ ପର୍ଡିଆ, ଦେଉଳପଦର ପେକ୍ସର ସଭାପତି 

ରାଜେନ୍ଦ୍ର ପଣ୍ଡା, ପୂର୍ବତନ ସଭାପତି ମଦନମୋହନ ପଣ୍ଡା, ଶିବତଳା ପେକ୍ସ ସଭାପତି ତପନ ଅଗ୍ରୱାଲ,ଦୁବୁଲା ପେକ୍ସ ସଭାପତି ବିଷେଶ୍ୱର,ରୋହିତ ରଣା ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣପର୍ବରେ ସାଂସଦ ଶ୍ରୀମତୀ ସିଂଦେଓଙ୍କ ସହିତ ତାଙ୍କ ସୋନପୁର ବ୍ଲକପ୍ରତିନିଧି ସାନନ୍ଦ କୁମାରମେହେର, ତରଭା ବ୍ଲକପ୍ରତିନିଧି ବିମଳ ମିଶ୍ର,ବରିଷ୍ଠ ବିଜେପିନେତା ତଥା ପୂର୍ବତନ ଜିଲ୍ଲାସଭାପତି ରାଜକିଶୋର ମେଣ୍ଡଲି,ମେଣ୍ଡାମଣ୍ଡଳ ସଭାପତି ଭୁବନାନନ୍ଦ ବାଦୀ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ନେତା ଓ କର୍ମୀ ଉପସ୍ଥିତ ରହିଥିଲେ । ଆଗାମୀ ଦିନରେ ସୋନପୁର ନିର୍ବାଚନମଣ୍ଡଳୀରେ ଆହୁରି ବିପୁଳ ସଂଖ୍ୟାରେ ଅନ୍ୟଦଳର ନେତା ଓ କର୍ମୀ ସାମିଲ ହେବାକୁ ସାଂସଦଙ୍କ ସହିତ ଯୋଗା ଯୋଗରେ ରହିଥିବା ସୂଚନା ମିିଳିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026
  ଜିଲ୍ଲା  
*ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   20-Sep-2026
  ଜିଲ୍ଲା  
ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   20-Sep-2026
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026

You Might Also Like