-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
19-Aug-2025
ଭୁବନେଶ୍ୱର (ପ୍ରେରଣା ଖବର): ପରିମଳକୁ ଦୃଢ଼ କରିବା ସହିତ ବିକାଶ କାର୍ଯ୍ୟର ନିୟମିତ ତଦାରଖ ପାଇଁ ବି ଏମ ସି କମିଶନର ଙ୍କ ଆଦେଶ ଜାରି।
ପ୍ରତ୍ୟେକ ଅଧିକାରୀ ସପ୍ତାହକୁ ତିନିଦିନ କରିବେ କ୍ଷେତ୍ର ପରିଦର୍ଶନ। ଏହିଭଳି ଭାବେ ୩୨ ଜଣଙ୍କୁ ମିଳିଛି ଦାୟିତ୍ଵ,
ବଣ୍ଟା ହୋଇଛି ବିଭିନ୍ନ ଇଲାକା।
ପରିମଳର ଟିକିନିଖି ନିରୀକ୍ଷଣ ଦ୍ଵାରା ଭୁବନେଶ୍ଵର କୁ ଆଉଟିକେ ଆଗକୁ ନେବାର ପ୍ରୟାସ। ଆନୁସଙ୍ଗିକ ବିକାଶ କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହେବ l ଏପରି ଅଭ୍ୟାସ ରେ ଗୋଷ୍ଠୀ ଭାଗିଦାରିତା ବଢିବ ଏବଂ ସହଭାଗୀତା ମାଧ୍ୟମରେ ପ୍ରଗତି ଚରିତାର୍ଥ ହେବ ବୋଲି କୁହାଯାଇଛି।