-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
19-Aug-2025
ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ଅନ୍ତର୍ଗତ ରତଳାଙ୍ଗ ପଞ୍ଚାୟତ ଚିଙ୍ଗୁଡ଼ିଆ ନାଳର ବାମ ପାର୍ଶ୍ଵରେ ଥିବା ମଢିଆଳି ଗ୍ରାମ ଠାରୁ ବିଅସାହି ପର୍ଯ୍ୟନ୍ତ ୨.୮ କିମି ରାସ୍ତାର ପ୍ରଶସ୍ତୀକରଣ କାର୍ଯ୍ୟ ଚାଲିଛି। ହେଲେ ଏହି କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଯୋଗୁଁ ରତଳାଙ୍ଗ ପଞ୍ଚାୟତର ଗ୍ରାମବାସୀ ଏହି କାର୍ଯ୍ୟକୁ ବିରୋଧ କରିବା ସହ ଏହା ସଠିକ୍ ମାନର କାର୍ଯ୍ୟ କରିବା ପାଇଁ ଦାବି କରିଛନ୍ତି I ସୂଚନା ମୁତାବ Iବକ ଏହି ନଦୀବନ୍ଧ ରାସ୍ତାଟି ଉପରେ ୩ଟି ପଞ୍ଚାୟତର ଜନ ସାଧାରଣ ନିର୍ଭର କରିଥାନ୍ତି। ଏହି ନଦୀବନ୍ଧ ଉନ୍ନତୀକରଣ ଓ ପ୍ରଶସ୍ତୀକରଣ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ପାଖାପାଖୂ ୨ କୋଟି ୨୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସରକାରୀ ନିୟମ ଅନୁଯାୟୀ କୌଣସି ନିର୍ମାଣ କାଯ୍ୟ କରିବା
ପୂର୍ବରୁ ସେହି ସ୍ଥାନରେ କାମର ମାନ ସହିତ ସମସ୍ତ ସୂଚନା ଥିବା ଏକ ଫଳକ ପ୍ରଦର୍ଶନ କରାଯିବ କଥା। କିନ୍ତୁ ସମ୍ପୃକ୍ତ ଠିକାଦାର ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଛି। ସେହିପରି ବିଭାଗୀୟ ଅଧିକାରୀ କାର୍ଯ୍ୟ ସ୍ଥଳରେ
ଉପସ୍ଥିତ ରହୁ ନଥୁବାରୁ ନିୟମ ଅନୁଯାୟୀ ମାଟି ପକାଇ ତା' ଉପରେ ମେଟାଲିଂ କରି ମୋରମ ବିଛାଇବା ପରିବର୍ରେ ନିର୍ମାଣଧୀନ ନଦୀବନ୍ଧ କଡ଼ରୁ ବାଲି ଉଠାଇ ପକାଇବା ଫଳରେ ସାମାନ୍ୟ ବର୍ଷାରେ ଧୋଇହୋଇ ଖାଲ ଖମା ହୋଇଯାଇଛି। ଠିକାସଂସ୍ଥା
ମନମୁଖୀ କାର୍ଯ୍ୟ । କରୁଥିବା ଯୋଗୁଁ ଯୋଗୁଁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ୟକ ନେଇ ସ୍ଥାନୀୟ ଗ୍ରାମବାସୀ ବରା ବିଧାୟା ବିଶ୍ବରଞ୍ଜନ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅପର ପରାହ୍ନରେ ବିଧାୟକ ଶ୍ରୀ ମଲ୍ଲିକ ଘଟଣା ଶାସ୍ଥଳରେ ପହଞ୍ଚି ଞ୍ଜି ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ନିର୍ମାଣଧୀନ ରାସ୍ତା ବୁଲି ବୁଲି ଦେଖୁବା ସହିତ ଏ ବିଷୟରେ ବିଭାଗୀୟ ଭାଗୀୟ ଉଚ୍ଚ ଅଧିକାରିଙ୍କୁ ଅବଗତ କରାଇ କିଭଳି ଉତ୍ତମ ର କାର୍ଯ୍ୟ ହୋଇପାରିବ ସେ କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁ ଦେଇଛନ୍ତି। ଏହି ପରିଦର୍ଶନ ସ ସମୟରେ ବିଧାୟକଙ୍କ ସମେତ ସରପଞ୍ଚ ସରପଞ୍ଚ ସଙ୍ଘ ସଭାପତି ପ୍ରସନ୍ନ କୁମାର ମାର ସାମଲ, ଅଧୂଳ ଚନ୍ଦ୍ର ଜେନା, ସରପଞ୍ଚଙ୍କଙ୍କ ପ୍ରତିନିଧୂ ସଂଗ୍ରାମ ସାମଲ, ନବଘନ ସାମଲ, ପ୍ରଦିପ ସାମଲ ଓ ବ୍ୟୋମକେଶ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।