-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ନିଟ୍ ପ୍ରଶ୍ନପତ୍ର ଲିକ ଘଟଣା,  କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଆମ ଆଦମି ପାର୍ଟି   (15-May-2026)       ||      ବଲାଙ୍ଗିର ନାଗରିକ କମିଟୀର ବର୍ଦ୍ଧିତ କାର୍ଯ୍ୟକାରୀ ସଭା   (15-May-2026)       ||      ନିଟ ପ୍ରଶ୍ନ ପତ୍ର ଲିକ ବିରୁଦ୍ଧରେ ଏଆଇଡ଼ିଏସଓ ର ବିକ୍ଷୋଭ   (15-May-2026)       ||      ଫ୍ଲୋରାଇଡ୍ ସମସ୍ୟାରୁ ମୁକ୍ତି ପାଇଲେ ସେମେଲଗୁଡ଼ିଆ ଗାଁ ଲୋକେ   (15-May-2026)       ||      ଉଦନ୍ତୀ ମଣ୍ଡଳରେ ଜନ-ଆକ୍ରୋଶ ମହିଳା ସମାବେଶ   (15-May-2026)       ||      ଓବିସି ଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କୁ ଆଗଲପୁର ତହସିଲଦାର ଜରିଆରେ ଦାବିପତ୍ର ପ୍ରଦାନ   (15-May-2026)       ||      ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   (15-May-2026)       ||      ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   (15-May-2026)       ||      *ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   (15-May-2026)       ||      ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*    (15-May-2026)       ||      ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   (15-May-2026)       ||      ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   (15-May-2026)       ||      ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||     

HOME   ରାଜ୍ୟ

ଏଥର ନିଜ ସ୍କୁଲରେ ହେବ ମାଟ୍ରିକ୍‌ ପରୀକ୍ଷା। ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ହେବ

22-Jan-2021



ଭୁବନେଶ୍ବର, (ଶୁଭାଶିିଷ ନାୟକ) : ଏଥର ନିଜ ସ୍କୁଲରେ ହେବ ମାଟ୍ରିକ୍‌ ପରୀକ୍ଷା। ଅଢେଇ ଘଣ୍ଟା ବଦଳରେ ୨ ଘଣ୍ଟା ଅବଧିର ହେବ। ଅନ୍ୟ ସ୍କୁଲ ଶିକ୍ଷକ ହେବେ ପରୀକ୍ଷା ନିରୀକ୍ଷକ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍‌ ପରୀକ୍ଷାକୁ ଶୃଙ୍ଖଳିତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିବିଧ ନିଷ୍ପତ୍ତି ନିଆଯାଇଛି। କିଛି ଦିନ ପୂର୍ବେ ଦଶମ ଛାତ୍ରଛାତ୍ରୀଙ୍କର ପାଠପଢା ଆରମ୍ଭ ହୋଇଥିବାବେଳେ ଫର୍ମପୂରଣ ଫି’କୁ ସରକାର ଛାଡ଼ କରିଥିଲେ। ଛାତ୍ରଛାତ୍ରୀଙ୍କୁ ବିଭାଗ ପକ୍ଷରୁ ମାଗଣାରେ ପ୍ରଶ୍ନ ଉତ୍ତର ସମ୍ବଳିତ ପୁସ୍ତିକା ପରୀକ୍ଷା ଦର୍ପଣ ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ତେବେ କରୋନା ଯୋଗୁଁ ଯେଭଳି ଛାତ୍ରଛାତ୍ରୀ ଅସୁବିଧା ନ ଭୋଗିବେ ସେଥିପାଇଁ ଏଥର ନିଜ ସ୍କୁଲରେ ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ମାଟ୍ରିକ୍‌ ପରୀକ୍ଷା ଅନ୍ୟ ସ୍କୁଲରେ ଅନୁଷ୍ଠିତ ହୋଇଥାଏ। ତେବେ ଏଥର ପରୀକ୍ଷାର କାର୍ଯ୍ୟସୂଚୀ ସମୟ ଓ ସ୍ଥାନ ପରିବର୍ତ୍ତନ କରାଯାଇଛି। ଏଥର ସବୁ ବିଦ୍ୟାର୍ଥୀ ନିଜ ସ୍କୁଲରେ ପରୀକ୍ଷା ଦେବେ। କରୋନା ଯୋଗୁଁ ରହିବା ଓ ଯାତାୟତାରେ ଅଭିଭାବକ, ଛାତ୍ରଛାତ୍ରୀ ଅସୁବିଧା ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା କରାଯାଇ ନଥିଲେ ମଧ୍ୟ ଖୁବ୍‌ଶୀଘ୍ର ଏନେଇ ସବିଶେଷ ତଥ୍ୟ ବିଦ୍ୟାର୍ଥୀଙ୍କୁ ଦିଆଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିଟ୍ ପ୍ରଶ୍ନପତ୍ର ଲିକ ଘଟଣା,  କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ବହିଷ୍କାର ଦାବି କଲା ଆମ ଆଦମି ପାର୍ଟି   15-May-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀର ବର୍ଦ୍ଧିତ କାର୍ଯ୍ୟକାରୀ ସଭା   15-May-2026
  ରାଜ୍ୟ  
ନିଟ ପ୍ରଶ୍ନ ପତ୍ର ଲିକ ବିରୁଦ୍ଧରେ ଏଆଇଡ଼ିଏସଓ ର ବିକ୍ଷୋଭ   15-May-2026
  ଜିଲ୍ଲା  
ଫ୍ଲୋରାଇଡ୍ ସମସ୍ୟାରୁ ମୁକ୍ତି ପାଇଲେ ସେମେଲଗୁଡ଼ିଆ ଗାଁ ଲୋକେ   15-May-2026
  ଜିଲ୍ଲା  
ଉଦନ୍ତୀ ମଣ୍ଡଳରେ ଜନ-ଆକ୍ରୋଶ ମହିଳା ସମାବେଶ   15-May-2026
  ଜିଲ୍ଲା  
ଓବିସି ଗଣନା ପାଇଁ କେନ୍ଦ୍ର ଗୃହ ମନ୍ତ୍ରୀ ଙ୍କୁ ଆଗଲପୁର ତହସିଲଦାର ଜରିଆରେ ଦାବିପତ୍ର ପ୍ରଦାନ   15-May-2026
  ଜିଲ୍ଲା  
ଆମ୍ବୁଲାନ୍ସରୁ ତେଲ ସରି ଯିବାରୁ ରୋଗୀ ମୃତ   15-May-2026
  ଜିଲ୍ଲା  
ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପରେ ଚାଷୀଙ୍କୁ ମିଳିଲା ନ୍ୟାୟ”   15-May-2026
  ଜିଲ୍ଲା  
*ସୁବର୍ଣ୍ଣପୁର ମେଡିକାଲ୍ ଓ ସୋନପୁର ବ୍ଳକ ଅଞ୍ଚଳ ରେ ତମାଖୁ ଜାତୀୟ ଦ୍ରବ୍ୟ ର ବ୍ୟବହାର ଓ ବିକ୍ରୟ ନିଷିଦ୍ଧ ପାଇଁ ଚଢ଼ାଉ ଓ ଜରିମାନା ଆଦାୟ*-   15-May-2026
  ଜିଲ୍ଲା  
ନୂତନ ସମ୍ବଲପୁର”ର ଗଠନ ଓ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ*   15-May-2026
  ଜିଲ୍ଲା  
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷଙ୍କୁ ଦାବି, ଗୋଟିଏ କମ୍ପ୍ଲେକ୍ସ ରେ ହେଉ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ସିଭିଲ କୋର୍ଟ   15-May-2026
  ଜିଲ୍ଲା  
ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   15-May-2026

You Might Also Like