-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||     

HOME   ରାଜ୍ୟ

ପୋଲିସ ପ୍ରତି ଲୁଟେରାଙ୍କ ବେଫିକର,ବିନିକା ଅଞ୍ଚଳରେ ବଡ଼ି ଚାଲିଛି ଲୁଟ,ପୁଣି ୩ଲୁଟେରା କୋଟ ଚଲାଣ

22-Oct-2024



 ବିନିକା(ହିମାଂଶୁ ଶେଖର ପୁଟେଲ)ଅସୁରକ୍ଷିତ ହୋଇ ପଡିଛି ବିନିକା ଅଞ୍ଚଳର ରାସ୍ତା ଘାଟ।ଯିବା ଆସିବା କରୁଥିବା ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି  ।କାଳେ ଲୁଟେରାଙ୍କ ହାବୁଡ଼ରେ ପଡି ଯିବେ କି ସେହି ଭୟ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି ।ସତରେ କଣ ପୋଲିସର କାର୍ଯ୍ୟକଳାପକୁ ଖାତିର ନକରି ବେଫିକର ଭାବେ ଲୁଟେରା ମାନେ ଆତଙ୍କ ସୃଷ୍ଟି କରିବାରେ ସଫଳ ହେଉଥିବା ସାଧାରଣରେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି । ତେବେ ଲୁଟ ର ଶିକାର କେତେକ ବ୍ୟକ୍ତି ବିଶେଷ ଥାନାରେ ଲିଖିତ ଅଭିଯୋଗ କରୁଥିବା ବେଳେ ଆଉ କେତେକ ଲୁଟେରାଙ୍କ ଜୀବନ ମାରି ଦେବା ଧମକରେ ଭୟଭୀତ ହୋଇ ଥାନାର ଆଶ୍ରୟ ନେଉ ନାହାନ୍ତି ।କାରଣ ପୋଲିସର କାର୍ଯ୍ୟକଳାପକୁ ନେଇ ଲୋକଙ୍କ ଭରସା ପାଉନାହିଁ ।ସାରା ବିନିକା ଅଞ୍ଚଳରେ ଆତଙ୍କ ସୃଷ୍ଟି କରି ଲୋକଙ୍କ ଧନ ଜୀବନ କୁ ଆଖି ପକାଉଥିବା ଦୃର୍ବୁତ୍ତ ମାନଙ୍କ ଉପରେ ପୋଲିସ ପ୍ରଶାସନ କଡା ପଦକ୍ଷେପ ନେଲେ ଯାଇ ଅଞ୍ଚଳରେ ଘଟି ଚାଲିଥିବା ଚୋରି,ଡକାୟତି,ଲୁଟ,ରାହାଜାନୀ କମିବ ।ତେବେ ଯାଇ ଲୋକେ ସୁରକ୍ଷିତ ଭାବରେ ଯିବା ଆସିବା କରି ପାରିବେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। l କିଛିଦିନ ତଳେ ଜଣେ ଚାଷୀଙ୍କ ଠାରୁ ମୋବାଇଲ ଲୁଟ ଘଟଣାରେ ୩ନାବାଳକ କୁ ପାପୀ ଗ୍ରାମବାସୀ କାବୁ କରିଥିଲେ।ପୋଲିସ ସେହି ନାବାଳକ ଲୁଟେରା ମାନଙ୍କୁ ବୌଦ୍ଧ ସର୍ଦ୍ଦାର ଜେଲ ପଠାଇଥିବା ବେଳେ ପୁଣି  ମଙ୍ଗଳବାର ଦିନ ବିନିକା ପୋଲିସ ୩ଜଣ ଲୁଟେରା ଙ୍କୁ ସୋନପୁର ଜେଲ କୁ ପଠାଇ ଦେଇଥିବା ଜଣାପଡିଛି ।ମିଳିଥିବା ସୂଚନା ଅନୁସାରେ ସୋମବାର ଭେଡେନ ବ୍ଲକ କୁବେଡେଗା ଗ୍ରାମର ସୁମନ୍ତ ବେହେରା ମଟର ସାଇକଲ ଯୋଗେ ଶଶୁର ଘର ବିନିକା ବ୍ଲକ ଶିଂହିଯୁବା ଗ୍ରାମକୁ ଆସୁଥିବା ବେଳେ ଦେଣ୍ଡୁ ପଦର ନିଆ ଖାଇ ନାଲ ପାଖରେ ୪ଜଣ ବ୍ୟକ୍ତି ଅଟକାଇ ଧାରୁଆ ଅସ୍ତ୍ରରେ ଧମକ ଦେଇ ତାଙ୍କ ଠାରୁ ମୋବାଇଲ ଓ ଧରିଥିବା ୨୭୦୦ଟଙ୍କା ଲୁଟ କରିଥିଲେ ।ପରେ ତାଙ୍କୁ ମାଡ଼ ମାରିବାରୁ ସେ ଚେତାସୁନ୍ୟ ହୋଇ ପଡ଼ିଥିଲେ ।ଲୁଟେରା ମାନେ ଜୋରରେ ପଲାଉ ଥିବା ବେଳେ ଲୋକେ କୌଣସି ପ୍ରକାରରେ ସେମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଲୁଟେରା ମାନଙ୍କୁ ଥାନାକୁ ଆଣିଥିଲା ।ଥାନାରେ ମାମଲା ରୁଜୁ ପରେ  ଧରାପଡ଼ିଥିବା ରାମପୁର ଥାନା ସିଆଲିନାଲି ଗ୍ରାମର ଲୁଟେରା ଉମେଶ ବଗର୍ତ୍ତି(୨୩),ଧିରେନ ଭୋଇ(୨୦),ବିଶି ଧରୁଆ(୨୫)ଙ୍କୁ ବିନିକା କୋଟ କୁ ଚାଲାଣ ହୋଇଥିଲା। ସେଠାରେ ବେଲ ନାମଞ୍ଜୁର ହେବାରୁ ଲୁଟେରା ମାନଙ୍କୁ ସୋନପୂର୍ ଜେଲ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।ତେବେ ପୋଲିସ ତରଫରୁ ବିନିକା ଅଞ୍ଚଳରେ ପେଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରିବା ସହିତ ଲୁଟେରା ମାନଙ୍କ ଉପରେ କଡା ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026

You Might Also Like