-+91-9937148622 |
prerana_bgr@rediffmail.com |
Friday 21st August 2026 |
R.N.I. Regd No. ODIODI/2010/46693
Breaking News
05-Jan-2021
(ପ୍ରେରଣା ଖବର ବ୍ୟୁରୋ) - ଦେଶରେ ୨୪ ଘଣ୍ଟା ମଧ୍ୟରେ ୧୬ ହଜାର ୩୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ iମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୫୬ ହଜାର ୮୪୪କୁ ପହଞ୍ଚିଲା । ଦିନକରେ ଦେଶରେ ୨୦୧ ଜଣଙ୍କ ମୃତ ହୋଇଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୪୯ ହଜାର ୮୫୦ ରେ ପହଞ୍ଚିବାର ସୂଚନା!!