-+91-9937148622 |
prerana_bgr@rediffmail.com |
Wednesday 26th August 2026 |
R.N.I. Regd No. ODIODI/2010/46693
Breaking News
02-Jan-2021
ସମ୍ବଲପୁର, (ପ୍ରେରଣା ଖବର ବ୍ୟୁରୋ) - ଲୋକାଲକୁ ଭୋକାଲ ପାଇଁ ଆହ୍ବାନ ଦେଲେ ପ୍ରଧାନମନ୍ତ୍ରୀ। ‘ସ୍ଥାନୀୟ ଉତ୍ପାଦକୁ ନେଇ ବିଶ୍ବସ୍ତରୀୟ କରିବାକୁ ପଡ଼ିବ, ଆଜିର ଷ୍ଟାଟଅପ୍ କାଲିର ମଲ୍ଟି ନ୍ୟାସନାଲ କମ୍ପାନୀ, ସମ୍ବଲପୁରରେ ସବୁ କିଛି ଭରପୁର ହୋଇ ରହିଛି, ସମ୍ବଲପୁର ହେଉଛି ପର୍ଯ୍ୟଟନ ପାଇଁ ପ୍ରକୃଷ୍ଠ ସ୍ଥାନ :ମୋଦି l ସାରା ବିଶ୍ବରେ ସମ୍ବଲପୁର ଟେକ୍ସଟାଇଲର ସ୍ବତନ୍ତ୍ର ସ୍ଥାନ ରହିଛି, ସମୟ ସହ ନୁହେଁ ସମୟ ପୂର୍ବରୁ କାମ ସାରିବାକୁ ପଡ଼ିବ, ଆଜି ଟେକ୍ନୋଲୋଜି ଭୌଗୋଳିକ ସମସ୍ୟାକୁ ଦୂର କରିଛି, ସର୍ଟ୍ ଟର୍ମ ନୁହେଁ, ବିକାଶ ପାଇଁ ଲଙ୍ଗ୍ ଟର୍ମ ପଲିସି ଆବଶ୍ୟକ: ପ୍ରଧାନମନ୍ତ୍ରୀ l ଏକସଙ୍ଗେ ୪୦ କୋଟି ଲୋକଙ୍କ ଆକାଉଣ୍ଟ ଖୋଲିବା ସହଜ ନ ଥିଲା ‘: ମୋଦି। ଛାତ୍ରଛାତ୍ରୀଙ୍କୁ ଓଡ଼ିଶାର ବିକାଶ ପାଇଁ କାମ କରିବାକୁ କହିଲେ ମୋଦୀ lକେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଭର୍ଚୁଆଲ ମୋଡରେ ସାମିଲ। ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
ସମ୍ବଲପୁର ସାଂସଦ ଓ ବିଧାୟକ ମଧ୍ୟ ସାମିଲ l