-+91-9937148622 |

prerana_bgr@rediffmail.com |

  Sunday 30th August 2026 |

| | | |

R.N.I. Regd No. ODIODI/2010/46693

Breaking News

*କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||      ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   (30-Aug-2026)       ||      କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   (30-Aug-2026)       ||      *ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   (30-Aug-2026)       ||      ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   (30-Aug-2026)       ||      ଜାତୀୟ କ୍ରୀଡ଼ା ଦିବସ ପାଳିତ   (30-Aug-2026)       ||      ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   (29-Aug-2026)       ||      ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   (29-Aug-2026)       ||      ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   (29-Aug-2026)       ||      ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (29-Aug-2026)       ||      ବାର୍ଷିକ ସାଧାରଣ କ୍ରୀଡା ଯୋଜନା ବୈଠକ ଅନୁଷ୍ଠିତ    (29-Aug-2026)       ||      ଜର୍ଜ ଉଚ୍ଚ ବିଦ୍ୟାଳୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ   (29-Aug-2026)       ||      ପ୍ରଫେସର ପ୍ରହଲ୍ଲାଦ ପ୍ରଧାନଙ୍କ ୧୧୬ ତମ ଜୟନ୍ତୀ ସମାରୋହ    (29-Aug-2026)       ||      ଲୁହ ଓ କୋହ"କବିତା ସଙ୍କଳନ ଲୋକାର୍ପିତ   (29-Aug-2026)       ||      ଜାତୀୟ କ୍ରୀଡା ଦିବସ ଅବସରରେ  କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି   (29-Aug-2026)       ||      ସୂଚନା ଓ ଲୋକସମ୍ପର୍କ ବିଭାଗରେ ନୂତନ ନିର୍ଦ୍ଦେଶକଙ୍କ ଯୋଗଦାନ   (29-Aug-2026)       ||      ଗଙ୍ଗାଧର ସାହିତ୍ୟରେ ମାନବିକତା, ପ୍ରକୃତି ଓ ଆଦର୍ଶ ଜୀବନର ବାର୍ତ୍ତା ବରିଷ୍ଠ ନାଗରିକ ପରିଷଦ, ଧନକଉଡ଼ା ପକ୍ଷରୁ ସ୍ୱଭାବ କବିଙ୍କ ଜୟନ୍ତୀ ପାଳିତ   (29-Aug-2026)       ||      ଜଗନ୍ନାଥ କଲୋନୀ ଶାଖାରେ ଆର୍‌ଏସ୍‌ଏସ୍‌ର ରକ୍ଷାବନ୍ଧନ ଉତ୍ସବ ସ୍ୱୟଂସେବକଙ୍କ ସହ ବୃକ୍ଷକୁ ବନ୍ଧାଗଲା ରକ୍ଷାସୂତ୍ର   (29-Aug-2026)       ||     

HOME   ଜିଲ୍ଲା

ବେଶ୍ରା ପରିବାର ର ଚାଉଳ ଧୁଆ ଯାତ୍ରା ସମ୍ପନ୍ନ ।

30-Dec-2020



କଲାହାଣ୍ଡି:କୋକସରା(ତ୍ରିନାଥ ବେଶ୍ରା)
ଚାଉଳ ଧୁଆ ଯାତ୍ରା କୁ କିଛି ସମ୍ପ୍ରଦାୟର ଲୋକମାନେ ଏକ
ପାରମ୍ପରିକ ଯାତ୍ରା ଭାବରେ ଦୀର୍ଘଦିନରୁ ପାଳନକରିଆସୁଛନ୍ତି 
ଠିକ ଏହି ପରି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକକାଉଡୋଲା, ଦାବ୍ରିଗୁଡ।,ମହାଜନ ଗୁଡ଼ା,  ଗ୍ରାମର ବେଶ୍ରା ପରିବାର ର ଲୋକମାନେ ମଙ୍ଗଳବାର ଏହି ଚାଉଳ ଧୁଆ ଯାତ୍ରାଟିକୁ ଧୁମଧାମରସହ ପାଳନ କରିଛନ୍ତି । ପ୍ରତିବର୍ଷ ମାର୍ଗଶିରମାସ ତ୍ରୟୋଦଶୀ ରଶେଷମଙ୍ଗଳବାର ଦିନ ଏହି ଯାତ୍ରାଟିକୁ ପାରମ୍ପରିକ ରୀତିନୀତି ଅନୁସାରେ ସେମାନେ  ପାଳନ କରିଥାନ୍ତି । ଏଠାରେ ନିଜ ଇଷ୍ଟଦେବତା କାନା ଭଏରବ ,ଓ ଧର୍ମଦେବତା କୁସେମାନେ ଗାଁ ବାହାରେ  କୁକୁଡ଼ା ,ବୋଦା , ଆଦି ଦେଇ ପୂଜା କରି ଥାନ୍ତି । ପ୍ରଥମେ ପୁଝାରୀ ହୃଷିକେଶ ବେଶ୍ରା ଓ  କୁର୍ତ୍ତିବାସ ବେଶ୍ରା ଙ୍କ ଘରୁ ପୂଜା ସାମଗ୍ରୀ ସବୁ ଧରି ଭୋର ସକାଳୁ ସକାଳୁ ଗାଁ ବାହାର ମନ୍ଦିର କୁ ଯାଇ ପୂଜା କରିଥାନ୍ତି ପୂଜା ସାରିଲାପରେ ସେଠାରେ ଧଳା ଓ ହଳଦୀ ଭାତକୁପ୍ରସାଦ ଭାବରେ ଗ୍ରହଣ କରି ଖାଇ ଥାନ୍ତି । ପରେ ଏକ ଘୋଡା ରେ ନିଜ ଇଷ୍ଟଦେବତା କାନାଭୈରବ ଙ୍କ ଖଣ୍ଡା କୁ ଧରି  ସମସ୍ତେ ଏକତ୍ରିତ ହୋଇ ଗାଁ ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । ଚାଉଳ ଧୁଆ ଯାତ୍ରା କହିଲେ ସେମାନେ ଭାଦ୍ରବ ଓଦଶହରା,ମାସରେ ପ୍ରଥମକରି ନୁଆଁ ଧାନ ଚାଷକୁ ଜମିରୁ ଅମଳ କରି ଘରକୁ ଆଣି ଥାନ୍ତି , ହେଲେ ସେହି ନୁଆଁ ଚାଉଳ କୁସେମାନେ ଏହି ଯାତ୍ରା ନ ମାନିବା ପର୍ଯ୍ୟନ୍ତ ନ ଧୋଇ କି ଭାତ ରାନ୍ଧି ଖାଇ ଥାନ୍ତି । ପରେ ଏହି ଯାତ୍ରା ମାନିଲା ଦିନ ଠାରୁ ସେମାନେ ପ୍ରତିଦିନ ଚାଉଳ କୁ ଧୋଇ ଭାତ ରାନ୍ଧି ଖାଇ ଥାନ୍ତି । ସେଥିପାଇଁ ଏହିଯାତ୍ରାକୁ ଚାଉଳ ଧୁଆ ଯାତ୍ରା ବା ପIଟ୍ଟ ଯାତ୍ରା ବୋଲି  ସେମାନେ କହିଥାନ୍ତି ।ଏହି କାର୍ଯ୍ୟକ୍ରମ ରେ ବଂଶୀଧର ବେଶ୍ରା,ବଲ୍ଲଭ ବେଶ୍ରା ପଞ୍ଚାନନ ବେଶ୍ରା,ଜବାହାର ବେଶ୍ରା ,କୁଳମଣିବେଶ୍ରା ,ଭିକାରୀ ବେଶ୍ରା ,ସୁଶାନ୍ତ ବେଶ୍ରା ,ଲବ ବେଶ୍ରା , ତ୍ରିଲୋକ୍ୟବେଶ୍ରା,ଭଜମନବେଶ୍ରା ,ରମାକାନ୍ତବେଶ୍ରା ,ଭବାନୀବେଶ୍ରା ,ଦୁର୍ଯ୍ୟୋଧନ ବେଶ୍ରା ,ଯୋଗିନ୍ଦ୍ର ବେଶ୍ରା  ସଞ୍ଜିତ ବେଶ୍ରା ଙ୍କ ସମେତ ବହୁ ବ୍ୟକ୍ତି ପୁର୍ଣ୍ଣ ସହଯୋଗକରିଥିବାବେଳେ ବାବ୍ରି ଗୁଡ଼ା ଠାରେ ମଧ୍ୟ ପୂଜକ ଦେବି ବେଶ୍ର ଓ.ବଲଭଦ୍ରବେଶ୍ର।,ଗଜିନ୍ଦ୍ର ବେଶ୍ର।, କାମ ଦେବ ବେଶ୍ର। ବିଷ୍ଣୁ ବେ ଶ୍ର।ଓ ଚନ୍ଦ୍ର ଧୂଜବେ ଶ୍ରା, ଲକ୍ଷୀବେଶ୍ର।, ଜଗନ୍ନାଥ ବେଶ୍ର।, ମଳୟ ବେ ଶ୍ରା, ସୁ ସିଲ ବେଶ୍ର। ସମସ୍ତେ ମିଶି ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   30-Aug-2026
  ଜିଲ୍ଲା  
ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   30-Aug-2026
  ଜିଲ୍ଲା  
ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   30-Aug-2026
  ଜିଲ୍ଲା  
ଫଟୋ ସାମ୍ବାଦିକତା ଜଗତରେ ଅନୀଲ ବାବୁଙ୍କ ଅବଦାନ ଅତୁଳନୀୟ♦️ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି   30-Aug-2026
  ଜିଲ୍ଲା  
କେଉଁଟିପାଲି ଅଙ୍ଗନୱାଡି କେନ୍ଦ୍ରରୁ ଚୋରୀ   30-Aug-2026
  ଜିଲ୍ଲା  
*ଚାଷୀ ପଞ୍ଜୀକରଣକୁ ଆଉ ମାତ୍ର ଗୋଟିଏ ଦିନ ବାକି, ସର୍ଭର ଡାଉନ୍‌ ଡାବୁଗାଁ ଅଂଚଳରେ ବଢ଼ାଉଛି ଚିନ୍ତା*   30-Aug-2026
  ଜିଲ୍ଲା  
ନୀଳଜି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫୁଟିଲା କ୍ରୀଡ଼ା ପ୍ରତିଭାର ରଙ୍ଗ, ଜୋନାଲ ସ୍ତରୀୟ କ୍ରୀଡ଼ା ମହୋତ୍ସବରେ ଉତ୍ସାହରେ ମାତିଲେ ଛାତ୍ରଛାତ୍ରୀ   30-Aug-2026
  ଜିଲ୍ଲା  
ଜାତୀୟ କ୍ରୀଡ଼ା ଦିବସ ପାଳିତ   30-Aug-2026
  ଜିଲ୍ଲା  
ଧବଲେଶ୍ୱରଙ୍କ ପୁଷ୍ପ ଶୃଙ୍ଗାର   29-Aug-2026
  ଜିଲ୍ଲା  
ୟୋନେକ୍ସ ସନରାଇଜ ଲେଭେଲ-୩ ଜିଲ୍ଲା ବ୍ୟାଡ ମିଣ୍ଟନ ଚମ୍ପିୟାନସିପ୍ ଉଦ୍‌ଯାପିତ  ନିୟତି ପଦ୍ମିନୀ କୁ ଦ୍ୱିମୁକୁଟ, ୧୭ ବର୍ଷରୁ କମ୍ ବାଳକରେ ମାନସ ବେହେରା ଓ ୧୫ ବର୍ଷରୁ କମ୍ ବାଳକ ରେ ନଭ୍ୟାନ୍ସ ନନ୍ଦ ଚମ୍ପିୟାନ   29-Aug-2026
  ଜିଲ୍ଲା  
ବଲାଙ୍ଗିର ନାଗରିକ କମିଟୀ ର କାର୍ଯ୍ୟକାରୀ କମିଟୀ ବୈଠକ ଟାଉନବସ୍ ଚଳାଚଳ ପାଇଁ ଦାବୀ   29-Aug-2026
  ଜିଲ୍ଲା  
ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   29-Aug-2026

You Might Also Like