-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
19-Jul-2024
ବଲାଙ୍ଗୀର ଲୋକସଭା ସାଂସଦ ଶ୍ରୀମତୀ ସଙ୍ଗୀତା ସିଂହଦେଓ ବଙ୍ଗୋମୁଣ୍ଡା ବ୍ଲକ ପ୍ରତିନିଧି ଭାବେ ପୁଣିଥରେ ଅନିଲ ନାଏକ ଙ୍କୁ ମନୋନୀତ କରିଛନ୍ତି। ଏହା ଜାଣିବା ପରେ ସିନ୍ଧେକେଲା ଅଞ୍ଚଳର ବିଜେପି କର୍ମୀ ଓ ଯୁବଗୋଷ୍ଠୀ ଙ୍କ ଦ୍ବାରା ଶ୍ରୀ ନାଏକ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ରାଣୀପୁର ଝରିଆଲ ମନ୍ଦିର ଟ୍ରଷ୍ଟ କମିଟିର ଆବାହକ ଅନିଲ କୁମାର ତ୍ରିପାଠୀ, ଯୁବନେତା ନିତ୍ୟାନନ୍ଦ ପୃଷେଠ, ହେମନ୍ତ ସାହୁ, ଯୁବରାଜ ବାଗ,ନୌରାଜ ରଣା, ପର୍ମା ସାହୁ, ପପୁ ସାହୁ, ବାବୁଲାଲ ସାହୁ, ରୋହିତ ସାହୁ, କାହ୍ନା ଜୈନ, ମୁକେଶ ସାହୁ,ନିଲାନ ଷଡ଼ଙ୍ଗୀ, ସଞ୍ଜିବ ଛୁରା, ଲଲିତ ସାହୁ, ଜୟନ୍ତ ଖମାରୀ, ଜଗନ୍ନାଥ ବେହେରା, ବସୁ ରଣା ପ୍ରମୁଖ ଫୁଲ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ।
(ସିନ୍ଧେକେଲାରୁ ଅନିଲ କୁମାର ତ୍ରିପାଠୀଙ୍କ ରିପୋର୍ଟ )