-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ଦେଶ ବିଦେଶ

୪ ମାସରେ ୪ ଦଳ ବିଜେପି ହାତ ଛାଡ଼ିଲେଣି: ୬ ବର୍ଷରେ ୧୯ ଦଳ ମୋଦୀ-ଶାହଙ୍କୁ ଝଟ୍‌କା ଦେଇଛନ୍ତି

28-Dec-2020



ନୂଆଦିଲ୍ଲୀ (ପ୍ରେରଣା ଖବର) : ନୂଆ କୃଷି ଆଇନ ପ୍ରସଙ୍ଗରେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କ ଆଭିମୁଖ୍ୟରେ ଅସନ୍ତୋଷ ପ୍ରକାଶ କରି ଶନିବାର ବିଜେପିର ସହଯୋଗୀ ଆର୍‌ଏଲ୍‌ପି (ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି) ଏନ୍‌ଡିଏ ଛାଡ଼ି ଦେଇଥିବା ବେଳେ ବିଗତ ୪ ମାସ ମଧ୍ୟରେ ୪ଟି ଦଳ ବିଜେପି ହାତ ଛାଡ଼ିଛନ୍ତି। ଏହା ପୂର୍ବରୁ ସେପ୍‌ଟେମ୍ବରରେ କୃଷି ଆଇନ ପ୍ରସଙ୍ଗରେ ବିଜେପିର ସବୁଠାରୁ ପୁରୁଣା ସହଯୋଗୀ ଶିରୋମଣୀ ଅକାଳୀ ଦଳ ଏନ୍‌ଡିଏ ଛାଡ଼ିଥିଲା। ମୋଦୀ ସରକାରରେ ମନ୍ତ୍ରୀ ଥିବା ହରସିମତ କୌର୍‌ ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଇସ୍ତଫା ଦେଇଥିଲେ। ଅକ୍ଟୋବର ମାସରେ ମଧ୍ୟ ପି ସି ଥୋମାସ୍‌ଙ୍କ ନେତୃତ୍ବାଧୀନ କେରଳ କଂଗ୍ରେସ ମଧ୍ୟ ଏନ୍‌ଡିଏ ମେଣ୍ଟରୁ ଓହରି ଯାଇଥିଲା। ଅନ୍ୟପକ୍ଷରେ ଆସାମରେ ବୋଡୋଲ୍ୟାଣ୍ଡ୍‌ ପିପୁଲ୍‌ସ ଫ୍ରଣ୍ଟ୍‌ ମଧ୍ୟ ଅସନ୍ତୋଷ ଜାହିର କରି ଏନ୍‌ଡିଏ ଛାଡ଼ିଥିଲା। ତେବେ ନିକଟରେ କେତେକ ନୂଆ ଦଳ ଏନ୍‌ଡିଏରେ ସାମିଲ ହୋଇଛନ୍ତି ଏବଂ ଏବେ ୧୬ଟି ଦଳ ଏନ୍‌ଡିଏରେ ଅଛନ୍ତି। ବିହାରରେ ଜିତିନ ରାମ ମାଂଝିଙ୍କ ହମ୍‌, ମୁକେଶ ସାହଣୀଙ୍କ ଭିଆଇପି ଏନ୍‌ଡିଏରେ ସାମିଲ ହୋଇଛି। ବିଗତ ୬ ବର୍ଷରେ ୧୯ଟି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଝଟ୍‌କା ଦେଇଛନ୍ତି। ୨୦୧୪ ନିର୍ବାଚନରେ ବିଜେପି ବୃହତ୍ତର ଏନ୍‌ଡିଏ ମେଣ୍ଟ ଗଠନ କରି ନିର୍ବାଚନରେ ବଡ଼ ବିଜୟ ହାସଲ କରିଥିଲା। ଏହାପରେ ପ୍ରଥମେ ହରିୟାଣର ଜନହିତ କଂଗ୍ରେସ ଦଳ ଏନ୍‌ଡିଏ ଛାଡ଼ିଥିଲା। ଏହାପରେ ତାମିଲନାଡ଼ୁରେ ଏମ୍‌ଡିଏମ୍‌କେ ଏନ୍‌ଡିଏରୁ ଓହରିଥିବା ବେଳେ ପରବର୍ତ୍ତୀ ସମୟରେ ଡିଏମ୍‌ଡିକେ ଏବଂ ପିଏମ୍‌କେ ଏନ୍‌ଡିଏ ଛାଡ଼ିଥିଲା। ଆନ୍ଧ୍ର ପ୍ରଦେଶର ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନାସେନା ମଧ୍ୟ ୨୦୧୪ରେ ବିଜେପିର ହାତ ଛାଡ଼ିଥିବା ବେଳେ ୨୦୧୬ରେ କେରଳର ରିଭୋଲ୍ୟୁସନାରି ସୋସାଲିଷ୍ଟ ପାର୍ଟି ବିଜେପି ମେଣ୍ଟରୁ ଓହରିଥିଲା। ୨୦୧୭ରେ ମହାରାଷ୍ଟ୍ରରେ ସ୍ବାଭିମାନ ପକ୍ଷ ଦଳ ଏନ୍‌ଡିଏରୁ ଅଲଗା ହୋଇଥିବା ବେଳେ ନାଗାଲ୍ୟାଣ୍ଡ୍‌ରେ ନାଗା ପିପୁଲ୍ସ ଫ୍ରଣ୍ଟ ଏନ୍‌ଡିଏ ଛାଡ଼ିଥିଲା। ୨୦୧୮ରେ ଏନ୍‌ଡିଏକୁ ବଡ଼ ଝଟ୍‌କା ଲାଗିଥିଲା ଏବଂ ଏହାର ଗୁରୁତ୍ବପୂର୍ଣ୍ଣ ସହଯୋଗୀ ତେଲୁଗୁ ଦେଶମ ପାର୍ଟି ଏନ୍‌ଡିଏରୁ ଓହରିଯାଇଥିଲା। ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ମଧ୍ୟ ୨୦୧୮ରେ ଏନ୍‌ଡିଏ ଛାଡ଼ିଥିଲା। ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ମନ୍ତ୍ରୀ ଉପେନ୍ଦ୍ର କୁଶୱାହ (ଆର୍‌ଏଲ୍‌ଏସ୍‌ପି) ଏନ୍‌ଡିଏ ମେଣ୍ଟ ଛାଡ଼ି ଦେଇଥିଲେ। ଉତ୍ତର ପ୍ରଦେଶରେ ଓମ୍‌ପ୍ରକାଶ ରାଜଭରଙ୍କ ଦଳ ସୁହେଲଦେବ ଭାରତୀୟ ସାମଜ ପାର୍ଟି ମଧ୍ୟ ଲୋକସଭା ନିର୍ବାଚନ ପୂର୍ବରୁ ଏନ୍‌ଡିଏରୁ ଓହରି ଯାଇଥିଲା। ୨୦୧୮ରେ ଜମ୍ମୁ କାଶ୍ମୀରରେ ବିଜେପି ସରକାରରୁ ଓହରିଯିବା ପରେ ପିଡିପି ଏନ୍‌ଡିଏ ମେଣ୍ଟରୁ ଓହରି ଆସିଥିଲା। ୨୦୧୯ରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ପ୍ରସଙ୍ଗରେ ବିଜେପିର ୩୦ ବର୍ଷର ସହଯୋଗୀ ଶିବସେନା ଏନ୍‌ଡିଏ ମେଣ୍ଟ ଛାଡ଼ି କଂଗ୍ରେସ-ଏନ୍‌ସିପି ସହ ହାତ ମିଳାଇ ସରକାର ଗଠନ କଲା


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like