-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||     

HOME   ଅପରାଧ

କନ୍ଧମାଳ: ମାଫିଆଙ୍କୁ ସପୋର୍ଟ କରି ହୋମଗାର୍ଡ ଙ୍କୁ ଦେଉଛନ୍ତି ନିର୍ଯ୍ୟାତନା

24-May-2024



କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଡ୍ରାଇଭର ସରୋଜ କୁମାର ବେହେରାଙ୍କୁ ଶାରୀରିକ ମାନଶୀକ ନିର୍ଯାତନା ଦେବା ସହିତ ମିଥ୍ୟା କେସରେ ଜେଲରେ ପୁରାଇ ଦେଇଥିଲେ l ହୋମଗାର୍ଡ ସରୋଜ କୁମାର ବେହେରା ଙ୍କୁ ଆଇ, ଆଇ, ସି, ପ୍ରଭାତ ବେହେରା ନିଜ ଗ୍ରାମ ସଙ୍ଗିଡି.ଜିଲ୍ଲା କେନ୍ଦ୍ରାପଡ଼ା ନେଇ ନିଜର ଘରୋଇ କାମ ତଥା ବଗିଚାରେ ମାଟି ଖୋଳିବା,ଘରର ସମସ୍ତ ପରିବାର ସଦସ୍ୟଙ୍କ ଲୁଗାପଟା ସଫା କରିବାକୁ ଆଇ, ଆଇ, ସି, ପ୍ରଭାତ କୁମାର ବେହେରା, ହୋମଗାର୍ଡ ସରୋଜ ଙ୍କୁ ବାଧ୍ୟ କରୁଥିଲେ l ନିରିହ ହୋମଗାର୍ଡ ଜଣକ ଉକ୍ତ କାର୍ଯ୍ୟ କରିବା ପାଇଁ ବାରଣ କରିବାରୁ ତାଙ୍କୁ ଗୋଛାପଡ଼ା ଥାନା ଅଧିକାରୀ ମିଥ୍ୟା କେସରେ ଜେଲରେ ପୁରାଇ ଥିବା ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି ହୋମଗାର୍ଡ ସରୋଜ l ବର୍ତ୍ତମାନ ସରୋଜ ଆଇନର ଆଶ୍ରୟ ନେଇ ବେଲ୍ ରେ ଆସିବା ପରେ ତାଙ୍କୁ ଡିୟୁଟି ନଦେଇ ଦିଆଯାଉଛି ବିଭିନ୍ନ ପ୍ରକାର ଧମକ । ପୀଡ଼ିତା ହୋମଗାର୍ଡ କନ୍ଧମାଳ ଜିଲ୍ଲା ହୋମଗାର୍ଡ କମାଣ୍ଡେଣ୍ଟ ସି ଜି ହୋମଗାର୍ଡ କଟକ. ମହାହିମ ରାଜ୍ୟପାଳ ଓଡ଼ିଶା. ମାନବଧିକାର ଚ୍ୟାର୍ ପାର୍ଶନ୍ ଭୁବନେଶ୍ୱର ଓଡ଼ିଶା.ଏବଂ ନେସନାଲ୍ ହ୍ୱିୟୁମାନ୍ ରାଇଟ୍ସ କାଉଁସିଲ୍ ତଥା ଏ ଆଇ ସି ଡବ୍ଲ୍ୟୁ ସି ର ରାଜ୍ୟ ଉପସଭାପତି କୁନା ଦିଗାଲ ଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଏପରି ଘଟଣା କନ୍ଧମାଳ ଜିଲ୍ଲାରେ ୨୦୨୨ ମସିହାର କୋଟଗଡ଼ ଥାନା ଅଧୀକାରୀ ଧିରେଜ ଲେଙ୍କା ହୋମଗାର୍ଡ କବିଚନ୍ଦ୍ର ନାୟକଙ୍କୁ  ନିର୍ଯାତନା ଦେଇ ନାହିଁ ନ ଥିବା ହଇରାଣ କରୁଥିଲେ । ଉକ୍ତ ଘଟଣାର ଟି କନ୍ଧମାଳ ଜିଲ୍ଲାର ଗଣ ମାଧ୍ୟମ ବନ୍ଧୁ ମାନଙ୍କ ଦ୍ଵାରା ସମଧାନ କରାଯାଇଥିବା ଥିଲା l ପୁନର୍ବାର ଗୋଛାପଡ଼ା ଥାନା ସହିତ ଫିରିଙ୍ଗିଆ ସଦର ଥାନା ଅଧିକାରୀ ମାନେ ବର୍ତ୍ତମାନ ତଳିଆ କର୍ମଚାରୀ ମାନଙ୍କ ଉପରେ ବ୍ରିଟିସ ଶାସନ ଚଲେଇ ଥିବା ବିଭିନ୍ନ ଚା ଖଟି ମାନଙ୍କରେ ପୋଲିସ କର୍ମଚାରୀ ମାନେ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି l ଏଥିରେ ପ୍ରଶ୍ନ ଉଠିଛି କି ଜଦି ପୋଲିସ ବିଭାଗରେ କାର୍ଯ୍ୟରତ ତଳିଆ କର୍ମଚାରୀ ମାନଙ୍କୁ ଉପରିସ୍ଥ ଅଧିକାରୀ ମାନେ ସୁରକ୍ଷା ଦେବାରେ ଅବହେଳା କରୁଛନ୍ତି ତାହେଲେ ନିରିହ ଜନସାଧାରଣଙ୍କ କଥାକୁ ବୁଝିବ କିଏ ??l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026

You Might Also Like