-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||     

HOME   ଅପରାଧ

ନେଟୱର୍କ ନାଇଁ ତୋ ଭୋଟ ନାଇଁ ।ଭୋଟ ବର୍ଜନ କଲେ ୧୨୨ ନମ୍ବର ବୁଥ, ବାରବନ୍ଧ ଗ୍ରାମବାସୀ

21-May-2024



ମୁରିବାହାଲ(ସୁଦାମ ଚରଣ ବଘାର ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀ ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅଞ୍ଚଳ ୫ ଟି ଗ୍ରାମରେ ନେଟୱର୍କ ଅସୁବିଧା ଯୋଗୁଁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଉଛନ୍ତି ଲୋକେ । ବାରବନ୍ଦ, ଶୁକନୀପଦର,ରାଣୀସିଲେଟ,ବେହେରାଖାଇ, କୁଟୁନୀଝରନ ଏହି ଗ୍ରାମର ସମସ୍ତେ ଏକଜୁଟ ହୋଇ ଗତକାଲି ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିଛନ୍ତି! ଦୀର୍ଘ ଦୁଇ ବର୍ଷ ରୁ ପ୍ରଶାସନକୁ ଲିଖିତ ଭାବେ ବାରମ୍ବାର ଦେଇଥିବା ବେଳେ ଅନେକ ଥର ବ୍ଲକ ସମୁଖରେ ମଧ୍ୟ ଧାରଣା ଦେଇଥିଲେ l ମୁରିବାହାଲ ବ୍ଲକ ବି ଡି ଓ ଙ୍କୁ ମୋବାଇଲ ଟାୱାର ବସାଇବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ ପ୍ରଶାସନ ଏବଂ ସରକାର ଅଣଦେଖା କରୁଥିବା ବେଳେ ଗ୍ରାମବାସୀ ବର୍ଜନ କରିଛନ୍ତି ଭୋଟ l ଏଭଳି କେତେ ଅଣ ରାଜସ୍ୱ ଗ୍ରାମ ଗୁଡିକ ଅବସ୍ଥିତ ଅଛି ଆଜି ଯାଏ ନେଟୱର୍କ ପାଇଁ ବହୁତ ହଇରାଣ ହେବା କୁ ପଡୁଛି, ଯାହା ଫଳରେ ଜରୁରୀ ପରିସ୍ଥିତି ରେ ଲୋକ ମେଡିକାଲ ଯିବା ପାଇଁ ଆମ୍ବୁଲାନ୍ସ କୁ ଫୋନ କରିବା ପାଇଁ ଲୋକ ଟାଙ୍କି ଉପରକୁ ନହେଲେ ଗଛ ଉପରକୁ ଚଢି ଫୋନ କରୁଛନ୍ତି! ହେଲେ ନେଟୱର୍କ ଆସୁନାହି। ମହିଳା ଙ୍କ ପ୍ରସବ ଯନ୍ତ୍ରଣା ହେଉ କିମ୍ବା କାହାର କେଉଁଠି ଦୁର୍ଘଟଣା ହେଉ ବେଳେ ବେଳେ ନିଜସ୍ୱ ଲୋକଙ୍କ ମୁର୍ତ୍ଯୁ ହେଲେ ଖବର ପାଇବାକୁ କିଛିଦିନ ବିତିଯାଉଛି ! ଜନସଂଖ୍ୟ ଷୋହଲ ଶହ ରୁ ଉର୍ଦ୍ଧ ହୋଇଥିବା ବେଳେ ୯୦୦ ଭୋଟର ଅଛନ୍ତି, ବିଡମ୍ବନା ର ବିଷୟ ଏହି କି ଯେ ସ୍ୱାଧୀନତା ର ୭୭ ବର୍ଷ ପରେ ମଧ୍ୟ ଏହି ଗ୍ରାମ ଗୁଡିକ ରେ ମୋବାଇଲ ନେଟୱର୍କ ସଂଯୋଗ ହୋଇପାରିନାହିଁ ! ଦୁନିଆ କେତେ ବିକାଶ ଆଡକୁ ଗତିକଲାଣି ହେଲେ ଛାତ୍ର ଛାତ୍ରୀ ମାନେ ଅନଲାଇନ ପାଠପଡା ରୁ ମଧ୍ୟ ବଞ୍ଚିତ ହେଉଛନ୍ତି ! ଏହାର ସମାଧାନ ପାଇଁ ଜନପ୍ରତିନିଧି, ଜିଲ୍ଲାପାଳ, ୫ଟି ସଚିବ ସମସ୍ତଙ୍କୁ ଜଣାଇଲା ପରେ ମଧ୍ୟ କିଛି ପ୍ରତିକ୍ରିୟା ମିଳିପାରିନାହିଁ ! ତେଣୁ କରି ଯଥା ଶୀଘ୍ର ଏହାର ସମାଧାନ କରା ନଗଲେ ବାରବନ୍ଧ ଗ୍ରାମର ୯୦୦ ସହ ମତଦାତା ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ

ଭୋଟ ବର୍ଜନ କରିବାପାଇଁ ମଧ୍ୟ ଆଗରୁ ଚେତାବନୀ ଦେଇଥିଲେ । ସକାଳୁ କିଏ ଜଣେ ମଧ୍ୟ ଭୋଟ ଦେବା ପାଇଁ ଯାଇ ନାହିଁ ! ଭୋଟ ବର୍ଜନ କରିବା ପାଇଁ ସ୍ଥିର କରିଛନ୍ତି ଏହି ଗ୍ରାମବାସୀ, ଗ୍ରାମର ଗିରିଧାରୀ ସାହୁ, ଆଲୋକ ସାହୁ ସୈତ ବଘାର ବଲମତ ଭୋଇ,ପବିତ୍ର ସାହୁ, ଶଙ୍କର ଧଙ୍ଗଡା ମାଝୀ, ସୁରୁତ ବଘାର, ବବଲୁ ସାହୁ, ତେଜୁ ସାହୁ, ହେମସାଗର ବଘାର, ସୁଶୀଲ ବଘାର, ହରିଶଙ୍କର ଧରୁଆ, ଭକ୍ତ ସାହୁ ,ବୁଡୁ ଚିନ୍ଦା, ଗୋପାଳ,ପବିତ୍ର ସାହୁ ,ନିରଞ୍ଜନ ସାହୁ, ଗୋବିନ୍ଦ ଭୋଇ, ରୁଦ୍ର ସିଂ ଭୋଇ, ଶ୍ୟମଘନ ମାଝୀ, ଅମରେଶ ମାଝୀ, ପୁଣ୍ୟ ମାଝୀ ଗ୍ରାମ ର ଶତାଧିକ ଗ୍ରାମ ବାସୀ ଉପସ୍ତିତ ରହି ଭୋଟ ବର୍ଜନ କରିଥିଲେ! ସ୍ଥାନୀୟ ତହସିଲଦାର ଏବଂ ବ୍ଲକ ଆକାଉଣ୍ଟ ଅଫିସର, ବ୍ଲକ ଅଧକ୍ଷ, ଏବଂ ସରପଞ୍ଚ ମଧ୍ୟ ସାନ୍ତନା ଦେଇ କହିଥିଲେ ମଧ୍ୟ ଗ୍ରାମ ବାସୀ ମନା କରିଥିଲେ ଏବଂ ନେଟୱର୍କ ନ ଲାଗିବା ପର୍ଯ୍ୟନ୍ତ ଭୋଟ ବର୍ଜନ ଜାରିରହିବ ବୋଲି କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   24-Sep-2026
  ଜିଲ୍ଲା  
*ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   24-Sep-2026
  ଜିଲ୍ଲା  
ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    24-Sep-2026
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026

You Might Also Like