-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||      ଜିଲ୍ଲାସ୍ତରୀୟ ଫୁଟବଲ ପ୍ରିମିଅର ଲିଗ୍ ଚରଦା ହାଇସ୍କୁଲ୍ ପଡ଼ିଆରେ ଉଦଘାଟିତ ।   (17-Aug-2026)       ||      ଶିକ୍ଷକ ଯୋଗାଇବାର ପ୍ରତିଶ୍ରୁତି ପରେ ସ୍କୁଲ ଗେଟରୁ ଖୋଲିଲା ତାଲା   (17-Aug-2026)       ||      ନିଖିଳ ଓଡ଼ିଶା ଆଶା କର୍ମୀ ସଂଘ, ବେଲପଡ଼ା ବ୍ଲକ ସଂଘର ସମ୍ମିଳନୀ ଅନଷ୍ଠିତ ଓ ନୂତନକର୍ମକର୍ତ୍ତାଙ୍କୁ ନେଇ କାର୍ଯକାରୀ କମିଟି ଗଠନ    (17-Aug-2026)       ||      ଡୁଙ୍ଗରିପାଲି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୪୪ଟି ଦରଖାସ୍ତ ଗ୍ରହଣ   (17-Aug-2026)       ||      ମହନୀ ଉତ୍ସବ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ପ୍ରତିଯୋଗିତା    (17-Aug-2026)       ||      ଗଣ୍ତାବାହାଲିଠାରେ ନୂଆଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ   (17-Aug-2026)       ||     

HOME   ରାଜ୍ୟ

ନଟରାଜ କଳାପରିଷଦ ପକ୍ଷରୁ ପୌଷା-୨୦୨୪, ଶ୍ରୀକରଙ୍କୁ କୌଶଳ ଗୌରବ ଓ ଜୟନ୍ତଙ୍କୁ ନଟରାଜ ନାଟ୍ୟ ସମ୍ମାନ

24-Feb-2024



ବଲାଙ୍ଗୀର(ପ୍ରେରଣା ଖବର) ସ୍ଥାନୀୟ କଳାମଣ୍ଡଳ ପଡିଆ ଠାରେ ନଟରାଜ କଳା ପରିଷଦ ପକ୍ଷରୁ ପୌଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । କଳା ପରିଷଦ ସଭାପତି ହରୀନାରାୟଣ ପୁଜାରୀଙ୍କ ସଭାପତିତ୍ୱ ଓ ଶ୍ରୀକର ମିଶ୍ରଙ୍କ ଅଧକ୍ଷ୍ୟତାରେ ରେ ଅନୁଷ୍ଠିତ ଏହି ଉତ୍ସବରେ ବଲାଙ୍ଗୀର ଅତିରିକ୍ତ ଏସପି ବିଦ୍ୟୁତ ପଣ୍ଡା ମୂଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଷୀ ଓ ଜିଲ୍ଲା ସଂସ୍‌କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ସମ୍ମାନୀତ ଅତିଥି ରୁପେ ଯୋଗ ଦେଇଥିଲେ । ନିଦ୍ଦେର୍ଶକ ପ୍ରଶାନ୍ତ ଖମାରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ସୁବାଷ ପୁଝାରୀଙ୍କ ସ୍ମୃତିରେ ଶ୍ରୀକର ମିଶ୍ରଙ୍କୁ କୌଶଳ ଗୌରବ ନାଟ୍ୟ ସମ୍ମାନ ଓ ଲଳିତ ନାୟକଙ୍କ ସ୍ମୃତିରେ ଜୟନ୍ତ ବାଗଙ୍କୁ ନଟରାଜ ସେବା ସମ୍ମାନରେ ସମ୍ମାନୀତ କରାଯାଥିଲା । ପରେ ପରେ ପୌରାଣିକ ନାଟକ ରାବଣ ଓ ସାମାଜିକ ନାଟକ ଚିହ୍ନା ପରିବେଷିତ କରାଯାଇଥିଲା । ରାବଣ କଥା ଉପରେ ଆଧାରୀତ ଏକ ପୌରାଣିକ ନାଟକ ରାବଣ ।

ରାବଣ ଓ ଭାଇ କୁବେର ମଧ୍ୟରେ ଘନଘୋର ପ୍ରତିଦ୍ୱନ୍ଦିତା ପରେ କୁବେର ଲଙ୍କେଶ ହୋଇଥିଲେ । କିନ୍ତୁ ରାବଣ କଠୋର ତପସ୍ୟା ବଳରେ ଲଙ୍କାର ସିଂହାଶନ ସହିର ପୁଷ୍ପକ ବିମାନ, ସ୍ୱର୍ଗ ମତ୍ର୍ତ୍ୟ ଓ ପାତାଳ ଅକ୍ତିଆର କରିଥିଲେ । ଏସବୁ ହାସଲ କରିବାକୁ ଯାଇ ରାବଣ ନିତି, ଜ୍ଞାନ, ଶାସ୍ତ୍ର ଭୁଲି ଜଣେ ଅହଙ୍କାରୀ ଓ ଅତ୍ୟାଚାରୀରେ ପରିଣତ ହୋଇଥିଲେ । ଏଭଳି ବିଭିନ୍ନ ଘଟଣା ଯୋଗୁଁ ମହାଜ୍ଞାନୀ ରାବଣ କିପରି ନିଜର ତପୋବଳ, ଅମରବର ଓ ଆୟୁ ଓ ଶେଷରେ ପ୍ରଣ ହରାଇଥିଲେ ତାହ ହିଁ ଏହି ନାଟକର ବିଷୟ ବସ୍ତୁ । ପ୍ରହଲ୍ଲାଦ ଦର୍ଜୀ, ସୈଲିନ ବାବୁ, କୁମୁଦ ନାଏକ, ଦେବବ୍ରତ ଶର୍ମା ଅରୁଣ ରାଉତ, ରାସେଶ୍ୱରୀ ଚଣ୍ଡୀ, ଐଶ୍ଚର୍ଯ୍ୟା ପୋଢ ଓ ଦେବବରାଜ ସାହୁ ନିଖୁଣ ଅଭିନୟ କରିଥିଲେ । ସେହିପରି ନାଟକ ଚିନ୍‌ହାଁ ଏକ ସାମାଜିକ ନାଟକ । ନାଟକ ଘା ର ପରବର୍ତ୍ତି ଘଟଣା ଉପରେ ଏହି ନାଟକ ପର୍ଯ୍ୟବେଶିତ । ଅନ୍ଧା ଅଚ୍ୟୁତ ଓ ଛୁଟା ନବଘନ ଦୁହେଁ ସାଙ୍ଗ । କାଳକ୍ରମେ କୁନ୍ଦି ସହିତ ଅନ୍ଧା ଅଚ୍ୟୁତର ସମ୍ବନ୍ଧ ଘନିଷ୍ଟ ହୁଏ । କିନ୍ତୁ କୁନ୍ଦିର ବଳତ୍କାର କରି ଛୁଟା ନବଘନ ଅନ୍ଧା ଅଚ୍ୟୁତ ଠାରୁ ଦୁରେଇ ଯାଏ । ଅନ୍ଧା ଓ କୁନ୍ଦିର ବିବାହ ପରେ ଏକ ପୁତ୍ର ସନ୍ତାନ ଜନ୍ମ ନିଏ । ଦିନେ ହଜି ଯାଇଥିବା ପୁଅ ଓମ୍ କୁ ଖୋଜୁ ଖୋଜୁ ଅନ୍ଧା ଓ କୁନ୍ଦିର ଦୁର୍ଘଟଣାରେ ଜିନ ଚାଲିଯାଏ । ଛେଉଣ୍ଡ ଛୁଆକୁ ନବଘନ ଏକ ଶିଳ୍ପପତିକୁ ବିକ୍ରି କରିଦିଏ । ଦିନେ ଓମ ଟ୍ରେନରେ ଯାଉଥିବା ବେଳେ ଛୁଟା ନବଘନକୁ ଭେଟି ସମସ୍ତ ପୁରୁଣା କଥା ଜାଣିପାରେ । ତାପରେ ଉଭୟଙ୍କ ମଧ୍ୟରେ ଆନ୍ତରିକତା ଜାଗି ଉଠେ । ମାଁ ବାପାର ଶେଷ ଚିହ୍ନା ଘୁବୁକୁଡୁକୁ ନବଘନ ଠାରୁ ଛଡେଇ ନେଇ ଲୋତକ ଭାରା ଆଖିରେ ଧର୍ମ ବୁଆ ଶିଳ୍ପପତିଙ୍କ ସହିତ ଆମେରିକା ଚାଲିଯାଏ । ଏଭଳି ଏକ ଆବେଗ ଭରା ନାଟକ ଚିନହାଁ । ନାଟକରେ ଲଳିତ ପୁଝାରୀ, ରାମପ୍ରସାଦ ଦାଶ, ପ୍ରଶାନ୍ତ ପଣ୍ଡା ସତ୍ୟବ୍ରତ ଆଚାର୍ଯ୍ୟ ଓ ଅଶୋକ ବହିଦାର ତାଙ୍କ ଅବିନୟରେ ଦର୍ଶକଙ୍କୁ ଭାବ ବିହଳ କରିଥିଲେ । ଉଭୟ ନାଟକକୁ ପ୍ରଶାନ୍ତ ଖମାରୀ ନିଦ୍ଦେଶିତ କରିଥିବା ବେଳେ ପୂଣ୍ଣଚନ୍ଦ୍ର ତ୍ରିପାଠୀ ସହ ନିଦ୍ଦେଶକ, ସଙ୍ଗୀତ ଜୟପ୍ରକାଶ ପୁଝାରୀ, ମଞ୍ଚ ସଜ୍ଜା ବଳରାମ ରାଉତ, ବେଶ ଭୂଷା କିଶୋର ଜାଲ, ନିଶିକାନ୍ତ ଧରୁଆ, ଲକ୍ଷ୍ମଣ ଠାକୁର ନୃତ୍ୟ ନିର୍ଦ୍ଦେଶନା ପଙ୍କଜିନୀ ପୋଢ ଓ ବାଦ୍ୟ ଯର୍ନ୍ତ ଦାଇତ୍ୱ ସାନ ବଡ ସମ୍ଭାଳି ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   17-Aug-2026
  ଜିଲ୍ଲା  
ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   17-Aug-2026
  ଜିଲ୍ଲା  
ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   17-Aug-2026
  ଜିଲ୍ଲା  
ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   17-Aug-2026
  ରାଜ୍ୟ  
ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   17-Aug-2026
  ଜିଲ୍ଲା  
*କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   17-Aug-2026

You Might Also Like